ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର, ଜଣେ ଆହତ
ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୫୯ ନଂ.ଜାତୀୟ ରାଜପଥ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରେ ରବିବାର ଘଟିଛି ବଡ଼ ଧରଣର ଦୁର୍ଘଟଣା । ଦୃତଗାମୀ ବାଇକ୍ ଧକ୍କା ଦେଲା ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକକୁ । ଦୁର୍ଘଟଣାରେ ଗୋଟିଏ ବାଇକ୍!-->…
Read More...
Read More...