Daily Archives

ରାଉରକେଲା ପୁଲିସ ଏବଂ ଏନ୍ଆଇଟି ରାଉରକେଲା ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ପୋଲିସ ଏବଂ ଏନ୍ ଆଇଟି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ରାଉରକେଲାର ବାହ୍ୟ ପ୍ରସାର କାର୍ଯ୍ୟକଳାପ, ଆଇଟି ସମାଧାନ, ତାଲିମ ଏବଂ ଜ୍ଞାନର ଆଦାନପ୍ରଦାନ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି । ରାଉରକେଲା ପୋଲିସ
Read More...

ସମଗ୍ର କନ୍ଧମାଳ ଜିଲ୍ଲାରେ ଘୁରି ବୁଲୁଛି ନକଲି ପାଞ୍ଚଶହ ଟଙ୍କିଆ ନୋଟ : ବ୍ୟବସାୟୀଙ୍କୁ ସତର୍କ କଲା ବଣିକ ସଂଘ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଟାଉନ ସମେତ ଗ୍ରାମାଞ୍ଚଳରେ ୫ ଶହ ଟଙ୍କିଆ ନକଲି ନୋଟ୍‌ ଏ ହାତରୁ ସେ ହାତକୁ ଘୂରି ବୁଲୁଥିବା ନେଇ ବ୍ୟବସାୟୀ ଏବଂ ଲୋକଙ୍କ ଭିତରେ ଭୟ ଦେଖାଯାଇଛି । ବିଶେଷକରି ମୂଲିଆ ଶ୍ରେଣୀ ଲୋକଟି ଯଦି ଏଭଳି ନକଲି ନୋଟ୍‌
Read More...

୧୮୯ ବାଟାଲିୟନ ସିଆରପିଏଫ ବଲାଙ୍ଗିର ସହରର ବେକାର ଯୁବକମାନଙ୍କୁ ସିଏପିଏଫ ନିଯୁକ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆରପିଏଫର କମାଣ୍ଡାଣ୍ଟ ପ୍ରଶାନ୍ତ କୁମାର ସାହୁଙ୍କ ମାର୍ଗଦର୍ଶନରେ ପାରସ୍ପରିକ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ବଲାଙ୍ଗିରର ବେକାର ଯୁବକ ଯୁବତୀମାନଙ୍କୁ ମାର୍ଗଦର୍ଶନ କରିବା ଏବଂ ସେମାନଙ୍କୁ ଶାରୀରିକ ଏବଂ ମାନସିକ ଭାବରେ ସଶକ୍ତ
Read More...

ଇନ୍ଦ୍ରାବତୀ ପାୱାର ଚ୍ୟାନେଲରେ ଭିନ୍ନକ୍ଷମ ଯୁବକ ଭାସିଯାଇ ଥିବା ଅଭିଯୋଗ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଜୁନା ପାଣି ଗ୍ରାମର ଭିନ୍ନକ୍ଷମ ଯୁବକ ମଙ୍ଗୁ ମାଝୀ ୨୮ଗୁରୁବାର ସନ୍ଧ୍ୟାରେ ଇନ୍ଦ୍ରାବତୀ ପାୱାର ଚ୍ୟାନେଲକୁ ଶୌଚ ପାଇଁ ଯାଇ ଗଭୀର ସ୍ରୋତରେ ଭାସି ଯାଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି । ଇତି ମଧ୍ୟରେ
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ

ଏବେ ରାଷ୍ଟ୍ରପତି ଭବନ ୱେବସାଇଟ୍ ୨୨ଟି ଭାରତୀୟ ଭାଷାରେ ଉପଲବ୍ଧ ନୂଆଦିଲ୍ଲୀ, (ପିଆଇବି) : ଭାରତର ରାଷ୍ଟ୍ରପତି, ଦ୍ରୌପଦୀ ମୁର୍ମୁ ଆଜି (୨୫ ଜୁଲାଇ, ୨୦୨୫) କାର୍ଯ୍ୟାଳୟରେ ତିନି ବର୍ଷ ପୂରଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ କାର୍ଯ୍ୟକାଳର ତୃତୀୟ ବର୍ଷ ପୂରଣ କରିବା
Read More...

ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନିମିତ୍ତ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇନ୍ତାଲା ବ୍ଲକର ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସ୍ଵାଧୀନ ସାହୁଙ୍କ ସଭାପତିତ୍ୱରେ ସଭା ଆରମ୍ଭ କରି ପରିଚୟ
Read More...

ରୋଟାରୀ କ୍ଲବ ଅଫ୍ ଅର୍ବାନର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ଅର୍ବାନ ତରଫରୁ ଗର୍ଜନ ସ୍ଥିତ ବିବେକାନନ୍ଦ ହାଇସ୍କୁଲଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ନନ୍ଦକିଶୋର ସିଂହଙ୍କ ସଭାପତିତ୍ୱ ଓ ରୋଟାରୀ ଅର୍ବାନର ସଭାପତି ରୋଟାରିଆନ ଉଦିତ କୁମାର ସାହୁଙ୍କ
Read More...

ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଭୋଗ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ନୃସିଂହନାଥ ନିକଟରେ ଥିବା କୁଳିତା ଜାତିର ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଭୋଗ ମଣ୍ଡପ ଗୁରୁବାର ଭୋଗ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି । ଭୋଗ ବଣ୍ଟନ ପୂର୍ବରୁ ମନ୍ଦିର ପୂଜକ ପୂଜାପାଠ କରି ଦୀପ ଜଳାଇ ଥିବାବେଳେ ହାଡୁ ସାହୁ
Read More...

ଗାଈ ବେକରେ ରେଡିୟମ ବେଲ୍ଟ ବାନ୍ଧିଲେ ବିଜେପି ଯୁବ ସଂଗଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳର ୫୯ନଂ.ଜାତୀୟ ରାଜପଥ ଉପରେ ଦିନ ରାତି ତମାମ କବଜା କରି ରଖିଥିବା ଗାଈ ଗୋରୁ ମାନେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଦୁର୍ଘଟଣାର ଶିକାର ହେଉଥିବା ବିଷୟକୁ ନଜରରେ
Read More...

ଜିଲ୍ଲାସ୍ତରୀୟ “ବେଟି ବଚାଓ ବେଟି ପଢାଓ” ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠିଙ୍କ ସଭାପତିତ୍ଵରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ “ବେଟି ବଚାଓ ବେଟି ପଢାଓ” ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...