ବଙ୍ଗୋମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି : ତଦନ୍ତ ଦାବି ନେଇ ବଙ୍ଗୋମୁଣ୍ଡା ବ୍ଲକ ଅଫିସ ଘେରିଲା କଂଗ୍ରେସ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଦାଦନ ଗଡ଼ ଭାବେ ବେଶ ପରିଚିତ । ବଙ୍ଗୋମୁଣ୍ଡା ବ୍ଲକର ଏକାଧିକ ପଞ୍ଚାୟତରେ ମନରେଗା ଦୁର୍ନିତି ହୋଇଛି । ଦୁର୍ନୀତିରେ ପଞ୍ଚାୟତ ସରପଞ୍ଚ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ମଧ୍ୟ ସାମିଲ ଅଛନ୍ତି ।!-->…
Read More...
Read More...