Daily Archives

ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଲା ଭଞ୍ଜସେନା

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅସ୍ଥାୟୀ ଦାୟିତ୍ଵରେ ରହି ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟରେ ସଂଶ୍ଲିଷ୍ଟ କୁଳପତିଙ୍କୁ ତୁରନ୍ତ ସେଠାରୁ କାଢ଼ି ଏକ ନୂତନ କୁଳପତିଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ତାଙ୍କ କାର୍ଯ୍ୟକାଳ ସମୟରେ
Read More...

ସ୍ଥାୟୀ ସଡ଼କ ନିର୍ମାଣ ଦାବିରେ ଆମରଣ ଅନଶନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବାନେର ଲଡୁଗାଁ ସଂଯୋଗୀକରଣ ରାସ୍ତା ଜୟପାଟଣା ଓ କୋକସରା ବ୍ଲକକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତାର ଅବସ୍ଥାକୁ ନେଇ ଜନସାଧାରଣ ବାରମ୍ବାର ଅଭିଯୋଗ ଓ ଆନ୍ଦୋଳନ କରି ଆସୁଥିବା ସତ୍ୱେ ରାସ୍ତାର ପୁନଃ ନିର୍ମାଣ ଓ ସମ୍ପ୍ରସାରଣରେ ବ୍ୟାଘାତ ସୃଷ୍ଟି
Read More...

ପଞ୍ଚଦିବସୀୟ ନିଷ୍ଠା ଅନ୍ତର୍ନିବେଶୀ ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପଞ୍ଚ ଦିବସୀୟ ନିଷ୍ଠା ଅନ୍ତର୍ନିବେଶୀ ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁଙ୍କ ସଭାପତିତ୍ୱରେ
Read More...

ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ମେଗା ପ୍ଲାଣ୍ଟେସନ ଡ୍ରାଇଭ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ମେଗା ପ୍ଲାଣ୍ଟେସନ ଡ୍ରାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଅଧିକାରୀ ମୀନାରାଣୀ ମଙ୍ଗଳ ମୁଖ୍ୟ ଅତିଥି ଓ ବ୍ଲକ
Read More...

ପିକ୍‌ଅପ୍ ଧକ୍କାରେ ଯୁବକ ଗୁରୁତର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ଚଟୁଅନକା ପଞ୍ଚାୟତରୁ ବିଛୁବାହାଲି ଯିବା ରାସ୍ତାରେ ଏକ ଅଟୋରେ ଆସି ଓହ୍ଲାଇଥିବା ବେଳେ ଯୁବକକୁ ଧକ୍କା ଦେଲା ପିକ୍‌ଅପ୍ । ଯୁବକ ଜଣକ ବିଛୁବାହାଲି ଗ୍ରାମର ଅଶୋକ ବାଗ ବୋଲି ଜଣାପଡିଛି । ଯୁବକଙ୍କୁ ଧକ୍କା ଦେଲା ପରେ ଘଟଣାସ୍ଥଳରୁ
Read More...

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ : ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

ନୂଆଦିଲ୍ଲୀ, (ପିଆଇବି) : ଜନଜାତି ସଂପ୍ରଦାୟର ବିକାଶ ପାଇଁ ସରକାରଙ୍କ ସମନ୍ୱିତ ଆଭିମୁଖ୍ୟ ଗତ ଏକ ଦଶନ୍ଧି ମଧ୍ୟରେ ଅଭୁତପୂର୍ବ ରୁପାନ୍ତରଣ ଓ ଫଳାଫଳ ଆଣିଦେଇଛି । ଗତ ୧୧ ବର୍ଷ ମଧ୍ୟରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ବଜେଟ ୨୦୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ସହିତ ଆରମ୍ଭ ହୋଇଛି
Read More...

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦ୍‌ଘାଟିତ

● ଆଠଟି ଭାଷାର ଲେଖକଙ୍କ ଅଂଶଗ୍ରହଣ● ପୂର୍ବାଞ୍ଚଳ ସାହିତ୍ୟର ଭଣ୍ଡାର : ମାଧବ କୌଶିକ ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଉଦ୍‌ଘାଟିତ ହୋଇଛି ।
Read More...

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦ୍‌ଯାପିତ

● ୧୪୪ଟି ମାମଲାର ଶୁଣାଣି; ମାନବାଧିକାର ଉଲ୍ଲଂଘନର ପୀଡିତଙ୍କୁ ପ୍ରାୟ ୨୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସୁପାରିସ● ଓଡ଼ିଶା ଆଇନ ସେବା ପ୍ରାଧିକରଣ ସଦସ୍ୟଙ୍କ ଉପସ୍ଥିତିରେ ପୀଡିତ କ୍ଷତିପୂରଣ ଯୋଜନା ଅଧୀନରେ ପ୍ରାୟ ୧ କୋଟି ଟଙ୍କା କ୍ଷତିପୂରଣର ପ୍ରାୟ ୨୫ଟି ମାମଲାର ଶୁଣାଣି● ମହିଳା,
Read More...

ଜୁଲାଇ ୨୪ରେ ‘ଜାତୀୟ ସମବାୟ ନୀତି ୨୦୨୫’କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂତନ ସମବାୟ ନୀତି ଆଗାମୀ ଦୁଇ ଦଶନ୍ଧି ପାଇଁ ଭାରତର ସମବାୟ ଆନ୍ଦୋଳନରେ ଏକ ମାଇଲଖୁଣ୍ଟ ହେବପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂତନ ସମବାୟ ନୀତି ୨୦୨୫ ର ଲକ୍ଷ୍ୟ ହେଉଛି ସମବାୟ କ୍ଷେତ୍ରକୁ ପୁନର୍ଜୀବିତ କରିବା ଏବଂ ଆଧୁନିକୀକରଣ କରିବା ସହିତ ତୃଣମୂଳ ସ୍ତରରେ ଏକ ରୋଡମ୍ୟାପ୍
Read More...

ବିଡ଼ି, ସିନେ ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

ଭୁବନେଶ୍ୱର, (ପିଆଇବି) : ବିଡ଼ି, ସିନେମା, ଖଣି (କୋଇଲାକୁ ଛାଡ଼ି) ଶ୍ରମିକମାନଙ୍କ ପିଲାଙ୍କର ପାଠପଢ଼ା ନିମନ୍ତେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ପ୍ରାକ୍ ମାଟ୍ରିକ୍ ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ଆବେଦନ ଆହ୍ୱାନ କରାଯାଇଛି । ଏହି ଛାତ୍ରବୃତ୍ତି
Read More...