Daily Archives

ଆର୍‌ଏମ୍‌ସି ତରଫରୁ ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ଆୟୋଜିତ ହେଲା ବଡ଼ାଖାନା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵଚ୍ଛ ସର୍ବେକ୍ଷଣ ୨୦୨୪ରେ ରାଉରକେଲା ମହାନଗର ନିଗମର ଉଲ୍ଲେଖନୀୟ ପ୍ରଦର୍ଶନ ପରେ, ରାଉରକେଲା ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ବଡ଼ାଖାନାର ଆୟୋଜନ କରାଯାଇଥିଲା । ସଫେଇ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବାକୁ ସମ୍ମାନ
Read More...

ନିଜ ଚାଷ ଜମିରେ ଆଖି ବୁଜିଲେ କୃଷକ କବିରାଜ ଜେନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିଜ ଚାଷ ଜମିରେ ଚାଷ କରୁଥିବା ସମୟରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । କୃଷକ ଜଣକ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର କବିରାଜ ଜେନା (୬୫) ବୋଲି ଜଣାପଡିଛି । ସେ ଆଜି କିମ୍ଭିରା ନଦୀତଟରେ ଥିବା ନିଜ ଚାଷ ଜମିରେ ଚାଷ
Read More...

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତ କଅଁଳପଡା ଗ୍ରାମର ରବୀନ୍ଦ୍ର ବେହେରାଙ୍କ ପୁତ୍ର ସାଗର ବେହେରା (୨୬)ଙ୍କ ଆଜି ଅପରାହ୍ନରେ ବଜ୍ରପାତରେ ମୃତ୍ୟୁ ଘଟିଛି । ସେ ବିଲକୁ କାମ କରିବାକୁ ଯାଇଥିବା ସମୟରେ ପ୍ରବଳ ବେଗରେ
Read More...

ସାହାରା ଇଣ୍ଡିଆରେ ଜମା ଟଙ୍କା ଫେରସ୍ତ ପାଇଁ ଦାବି ନେଇ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ସାହାରା ଜମାକାରୀମାନେ ଜମା ଟଙ୍କା ଶୀଘ୍ର ପ୍ରଦାନ ଦାବି କରିବା ସହ ଆନ୍ଦୋଳନର ଚେତାବନୀ ଦେଇଥିଲେ । ବଙ୍ଗୋମୁଣ୍ଡା ଅଞ୍ଚଳର ଶହ ଶହ ଜମାକାରୀଙ୍କ ଜମା ଟଙ୍କା ବର୍ଷ ବର୍ଷ ପରେ ମଧ୍ୟ ମିଳିନଥିବାରୁ ତୀବ୍ର
Read More...

ବଲାଙ୍ଗିର ନାଗରିକ କମିଟିର ତ୍ରୟୋମାସିକ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର ତ୍ରୟୋମାସିକ ସାଧାରଣ ସଭା ସରକାରୀ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନାଗରିକ କମିଟିର ସମ୍ବିଧାନ ସଂଶୋଧନ ପରେ ଏହା ହେଉଛି ପ୍ରଥମ ତ୍ରୟୋମାସିକ ସଭା । ସଭାପତି ଡ.
Read More...

କାଦୁଅ ପଚ ପଚ ରାସ୍ତାରେ ବୁହା ହେଲା ଶବ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟ ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଲୋକ ତ ଲୋକ ଶବ ଯିବା ପାଇଁ ରାସ୍ତାଟେ ନାହିଁ । ଯାହା ଦ୍ଵାରା ଗାଁ ଶ୍ମଶାନକୁ ଶବ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅଞ୍ଚଳବାସୀ । ଶେଷରେ କାଦୁଅ ପଚ ପଚ
Read More...

ଆୟୁର୍ବେଦ ମହାବିଦ୍ୟାଳୟରେ ପୋଲିସର ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନର ମିଟିଂ ହଲ୍‌ରେ ମଙ୍ଗଳବାର ପାଇକମାଲ ପୋଲିସ ତରଫରୁ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ଅନୁଡିତ ହୋଇଯାଇଛି । ଏଥିରେ ପ୍ରିନ୍ସପାଲ ଜଗବନ୍ଧୁ ମିଶ୍ର ସଭାପତିତ୍ୱ
Read More...

ଦିଲ୍ଲୀ ବୁକ୍ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ଆନ୍ତର୍ଜାତୀୟ ମାଷ୍ଟର କ୍ରୀଡାବିତ୍ ଡ. ସନ୍ତୋଷ କୁମାର ପଧାନ

ବରଗଡ଼, (ନିରୋଜ କୁମାର ପାଣୀ) : ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମାଷ୍ଟର ଆଥଲେଟିକ୍ସ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶ, ରାଜ୍ୟ ତଥା ନିଜ ଜିଲ୍ଲା ପାଇଁ ଶହେରୁ ଅଧିକ ପଦକ ହାସଲ କରିଥିବା ଡ. ସନ୍ତୋଷ କୁମାର ପଧାନଙ୍କୁ ଦେଶର ରାଜଧାନୀ ନୂଆଦିଲ୍ଲୀ ଠାରେ ଡି. ବି. ଆର୍
Read More...

ଆର୍‌. ବି ହାଇସ୍କୁଲରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍‌. ବି ହାଇସ୍କୁଲରେ ପଂଚାୟତ ସମିତି ରାଜବୋଡାସମ୍ବର ଆନୁକୂଲ୍ୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା ଓ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ
Read More...

ଅନ୍ଧାରିବାଞ୍ଜି କ୍ଲଷ୍ଟରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନ୍ଧାରିବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ
Read More...