Daily Archives

ମାଗଣା ହୋମିୟ ଚିକିତ୍ସା ଓ ଦନ୍ତ ଚିକିତ୍ସା ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ସୌଜନ୍ୟରେ ଗତ ରବିବାର ସ୍ଥାନୀୟ ରାଜପୁର ଗ୍ରାମରେ ଏକ ଦିନିକିଆ ମାଗଣା ହୋମିୟ ଚିକିତ୍ସା ଓ ଦନ୍ତ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ବ୍ରହ୍ମପୁରସ୍ଥ ବିଜୁ ପଟ୍ଟନାୟକ ଭେଷଜ ମହାବିଦ୍ୟାଳୟ ତଥା
Read More...

୩୪ତମ ପତ୍ରପତ୍ରିକା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ କଲଚରାଲ ଏକାଡେମୀ ତରଫରୁ କର୍ମବୀର ଗୌରୀଶଙ୍କର ଜୟନ୍ତୀ ଉପଲକ୍ଷେ ୩୪ତମ ପତ୍ରପତ୍ରିକା ଦିବସ ଓ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ରଜନୀକାନ୍ତ ଦାସଙ୍କ ସ୍ମୃତି ଦିବସ ପାଳନ କରାଯାଇଥିଲା । ଏକାଡେମୀର ସଭାପତି
Read More...

ଫାଇଲେରିଆ ନିରାକରଣ ଅଭିଯାନ : ସାମୁହିକ ଔଷଧ ସେବନର ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲାରେ ଫାଇଲେରିଆ ନିରାକରଣ ନିମନ୍ତେ ଆସନ୍ତା ଅଗଷ୍ଟ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଓଷଧ ସେବନ କର୍ଯ୍ୟକ୍ରମ ନିମନ୍ତେ ଆଜି ସ୍ଥାନୀୟ ସଦଭାବନା ଭବନଠାରେ ଜିଲ୍ଲାପାଳ ମନୋଜ ମହାଜନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ
Read More...

ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟିର ୧୫ତମ ଅଧିଷ୍ଠାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା, ରାଉରକେଲା ଷ୍ଟିଲ ସିଟିର ୧୫ତମ ଅଧିଷ୍ଠାନ ଦିବସ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ରୋଟାରିଆନ ପୁତୁଲ ରାହୁଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ
Read More...

ବର୍ଷା କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରାବଣୀରେ ଶ୍ରାବଣୀ ଶୀର୍ଷକ କବିତା ଆସର କୋଏଲ ନଗର ସ୍ଥିତ ଶ୍ରୀରାମ ଲାଇଫ ଇନ୍ସ୍ୟୁରାନ୍ସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀର ଆଡଭାଇଜର ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ
Read More...

ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡ଼କ୍ରସ ଓ ରେଡ଼ରିବନ କ୍ଲବ ଆନୁକୂଲ୍ୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ତାଙ୍କ ସଭାପତିତ୍ଵ ଅଭିଭାଷଣରେ ବୃକ୍ଷରୋପଣର ଯଥାର୍ଥତା ବିଷୟରେ କହିଥିଲେ ।
Read More...

ନିଖୋଜ ଶ୍ରମିକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡ଼ି ଗ୍ରାମର ଯଶୋବନ୍ତ ନାୟକ(୫୦)ଙ୍କ ମୃତଦେହ ମଙ୍ଗଳବାର ସକାଳ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି । ସୋମବାର ସେ ନିଖୋଜ ରହିଥିବା ବେଳେ ତାଙ୍କ
Read More...

ରାସ୍ତା ନିର୍ମାଣ ପାଇଁ ପୌରାଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା : ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବଂଶଧାରା ଛାତ୍ର ନିବାସ ଠାରୁ ଏକାଡେମୀ ବ୍ଳକ -୧ ରାସ୍ତା ଶୋଚନୀୟ ହୋଇଥିବାବେଳେ ଏହି ରାସ୍ତାର ନିର୍ମାଣ ପାଇଁ ବଂଶଧାରା ଛାତ୍ରାବାସ ଓ ପୂର୍ବ ଛାତ୍ରାବାସ ଛାତ୍ରମାନେ ଦାବୀ କରିଛନ୍ତି । ବର୍ଷା ଦିନେ ଆଣ୍ଠୁଏ ପାଣି ଜମିବା ସହ
Read More...

ପଦ୍ମପୁରରେ ବୁଣାକାରମାନଙ୍କ ପାଇଁ ସ୍ଥାୟୀ କମ୍ପ୍ଲେକ୍ସ ହେଉ – ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ସମ୍ବଲପୁରୀ ବସ୍ତ୍ରାଳୟ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି । ସମ୍ବଲପୁରୀ ବସ୍ତ୍ର ଓ ହସ୍ତତନ୍ତକୁ ବଜାୟ ରଖିବା ପାଇଁ ବୁଣାକାର ମାନଙ୍କ ଲାଗି ବିଭିନ୍ନ ସୁବିଧା ସୁଯୋଗ କରାଯିବା ନେଇ କେନ୍ଦ୍ର ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ
Read More...

ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ : ୪୦ ୟୁନିଟ ରକ୍ତ ସଂଗ୍ରହ

ବାରିପଦା, (ଦେବସ୍ମିତ ଚୌଧୁରୀ) : "ରକ୍ତଦାନ ମହାପୂଣ୍ୟ"କୁ ପାଥେୟ କରି ଆଜିର ଯୁବସମାଜ ରକ୍ତଦାନ କରିବା ପାଇଁ ଆଗେଇ ଆସିଛନ୍ତି । ତତ୍‌ ସହିତ ନିଜ ଜନ୍ମଦିନ ଅଥବା ନିଜ ପରିବାରର ସଦସ୍ୟଙ୍କ ଜନ୍ମଦିନରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରୁଛନ୍ତି । ଏହି
Read More...