Daily Archives

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଦୁଇଟି ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୨୬ ନମ୍ବର
Read More...

୨୧ତମ ବିଶ୍ୱ ପୋଲିସ୍ ଏବଂ ଫାୟାର ଗେମ୍ସ -୨୦୨୫’ରେ ୬୧୩ ପଦକ ଜିତିଥିବା ଭାରତୀୟ ଦଳକୁ ସମ୍ମାନିତ କରିଛନ୍ତି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ବର୍ଷ ମଧ୍ୟରେ କ୍ରୀଡ଼ା ବଜେଟରେ ପାଞ୍ଚ ଗୁଣ ବୃଦ୍ଧି କ୍ରୀଡ଼ା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛିମୋଦୀ ସରକାର ଖେଳକୁ ପ୍ରତ୍ୟେକ ଗାଁକୁ ନେଇଯାଉଛନ୍ତି ଏବଂ ପ୍ରତ୍ୟେକ ଖେଳରେ ପିଲାମାନଙ୍କର ଚୟନ ଏବଂ ତାଲିମ
Read More...

ସାତ ମାସ ହେଲା ବାବୁଲାଲ ନିଖୋଜ : କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବେଲଗାଁ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଳଗାଁର ବାବୁଲାଲ ତିୱାରୀ ଦୀର୍ଘ ସାତ ମାସ ହେବ ନିଖୋଜ ରହିଛନ୍ତି । ଏନେଇ ବେଲଗାଁ ଫାଣ୍ଡିରେ ଅଭିଯୋଗ ହୋଇଥିବା ବେଳେ ନିଖୋଜ ବାପାଙ୍କୁ ଖୋଜିଆଣିବାକୁ ଝିଅ ପୁଣି ଫାଣ୍ଡି ପୁଲିସ ପାଖରେ ନିବେଦନ କରିଥିବା ବେଳେ ବର୍ତମାନ
Read More...

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ : ଭେଟିଦେଲେ ୫,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ

• ଆଜି ସମଗ୍ରବିଶ୍ୱ ବିକଶିତ ଭାରତ ପାଇଁ ଆମର ସଂକଳ୍ପ ବିଷୟରେ ଆଲୋଚନା କରୁଛି, ବିଶେଷ କରି ଭିତ୍ତିଭୂମିରେ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯାହା ଉପରେ ଏକ ବିକଶିତ ଭାରତର ନିର୍ମାଣ କରାଯାଉଛି : ପ୍ରଧାନମନ୍ତ୍ରୀ• ଆମେ ଏକ ରାଷ୍ଟ୍ର, ଏକ ଗ୍ୟାସ ଗ୍ରୀଡର ଦୃଷ୍ଟିକୋଣ ଉପରେ କାର୍ୟ୍ୟ
Read More...

ମୁମ୍ବାଇରେ ଆଇଏଫ୍‌ଏଫ୍‌ଆଇ ପରିଚାଳନା ସମିତିର ପ୍ରଥମ ବୈଠକ ଅନୁଷ୍ଠିତ

୨୦ରୁ ୨୮ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଆଇଏଫ୍‌ଏଫ୍‌ଆଇର ୫୬ତମ ସଂସ୍କରଣ ନୂଆଦିଲ୍ଲୀ, (ପିଆଇବି) : ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ପରିଚାଳନା ସମିତିର ପ୍ରଥମ ବୈଠକ ଆଜି ମୁମ୍ବାଇସ୍ଥିତ ଜାତୀୟ
Read More...

ଭୁବନେଶ୍ୱରରେ ‘ସୁଶାସନ ଅଭ୍ୟାସ’ ଉପରେ ଜାତୀୟ ସମ୍ମିଳନୀ ଉଦଯାପିତ

ଅଭିନବ ଏବଂ ନାଗରିକ କୈନ୍ଦ୍ରିକ ସଂସ୍କାର ଉପରେ ଗୁରୁତ୍ୱ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରରେ ଆଜି ସୁଶାସନ ଉପରେ ଦୁଇ ଦିନିଆ (୧୭-୧୮ ଜୁଲାଇ, ୨୦୨୫) ଜାତୀୟ ସମ୍ମିଳନୀ ସଫଳତାପୂର୍ବକ ଉଦଯାପିତ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ
Read More...

ବିହାରକୁ ୭୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ଭାରତରେ ଏହା ହେଉଛି ପୂର୍ବାଞ୍ଚଳ ରାଜ୍ୟମାନଙ୍କ ଯୁଗ : ପ୍ରଧାନମନ୍ତ୍ରୀଦେଶକୁ ସଂପୂର୍ଣ୍ଣ ନକ୍ସଲମୁକ୍ତ କରିବା ଆମର ଅଙ୍ଗୀକାର : ପ୍ରଧାନମନ୍ତ୍ରୀଯେଉଁମାନେ ପଛୁଆ ସେମାନେ ହିଁ ଆମର ପ୍ରାଥମିକତା, କ୍ୟାବିନେଟ ପ୍ରଧାନମନ୍ତ୍ରୀ - ଧନ-ଧନ୍ୟ କୃଷି ଯୋଜନାକୁ ଅନୁମୋଦନ କରିଛି ଯାହା ଅଧୀନରେ କୃଷି
Read More...

ବାଲେଶ୍ଵର କଲେଜ ଛାତ୍ରୀ ଆତ୍ମହୁତି ଘଟଣା : ନ୍ୟାୟ ପାଇଁ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବାଲେଶ୍ୱର ଏଫଏମ କଲେଜର ପୀଡ଼ିତା ଛାତ୍ରୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ତଥା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜେଡି ଦଳ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ
Read More...

କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ଉପରେ ତାଲିମ କାର୍ଯ୍ୟକ୍ରମ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ସ୍ଥାନୀୟ ସଦଭାବନା ସଭାଗୃହଠାରେ "କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ନିରୋଧ ଆଇନ - ୨୦୧୩" ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଆଯୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ
Read More...