Daily Archives

ସପ୍ତମ ଜିଲ୍ଲା ପରିଷଦ ବୈଠକ ଏବଂ ଦିଶା କମିଟି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭ମ ଜିଲ୍ଲା ପରିଷଦ ବୈଠକ ଓ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲା ପରିଷଦ କାର୍ଯାଳୟର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁଙ୍କ
Read More...

ବଉଳଗାଁରେ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ସ୍ଵାଧୀନ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭୁବନେଶ୍ୱର ସ୍ଥିତ ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ର ସୌଜନ୍ୟରେ ଆୟୋଜିତ ହୋଇଥିଲା । ଉକ୍ତ ଶିବିରରେ ନିଶ୍ଲୁକ ରକ୍ତ ପରୀକ୍ଷା, ଏଲ୍.
Read More...

ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସମୟରେ ରୋଗୀ କାଶି ଦେବାରୁ ଅନ୍ତନଳୀରେ ବାଜିଲା ବ୍ଲେଡ : ସ୍ୱାସ୍ଥ୍ୟବସ୍ଥା ସ୍ଥିର

ନିରୀକ୍ଷଣ ପାଇଁ ପଠାଗଲା ବଲାଙ୍ଗିର ଭୀମ ଭୋଇ ମେଡିକାଲ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଅପରାହ୍ନରେ ୨୪ ଜଣ ମହିଳାଙ୍କୁ ବନ୍ଧ୍ୟା କରଣ ଅସ୍ତ୍ରୋପଚାର ପାଇଁ ଅଣାଯାଇଥିଲା । ସେ ଭିତରୁ ୨୧ ଜଣ ମହିଳାଙ୍କ ଅସ୍ତ୍ରୋପଚାର ସରିବା ପରେ ୨୨ ନମ୍ୱରରେ ସଇଁତଳା ବ୍ଲକ ଡୁକର ଚାଞ୍ଚର
Read More...

ବରଗଡ଼ରୁ ପୁଣି ଜବତ ହେଲା ବ୍ରାଉନସୁଗାର

ବରଗଡ, (ମୁନ୍ନା ସାହୁ) : କିଛି ଦିନର ବ୍ୟବଧାନ ପରେ ବରଗଡ଼ରୁ ପୁଣି ଜବତ ହେଲା ବ୍ରାଉନସୁଗାର । ବିଶେଷ ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ଘୁଲିପାଲି ଛକରେ ସମ୍ବଲପୁର ପଟୁ ଆସୁଥିବା ଏକ ସ୍କୁଟି ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସ୍କୁଟିରୁ ୫୦ ଗ୍ରାମ ବ୍ରାଉନସୁଗାର ଜବତ
Read More...

ସୋନପୁର ଜିଲ୍ଲାରେ ତହଁକର ଝକେର୍ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜେଶ ଦଣ୍ଡସେନା) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଜୁଲାଇ ୨୭ ତାରିଖ ରବିବାର ଦିନ ତହଁକ୍ କୁଟୁମ୍ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ଥିତ ସେଲେଡି ଗ୍ରାମରେ ଝକେର୍ କବିତା ଉଛବ୍ ଆୟୋଜିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର
Read More...

୩ଟି ଲୁଟ୍ ଅଭିଯୋଗ ଘଟଣାରେ ରାଉରକେଲା ପୁଲିସ ଦ୍ୱାରା ୨ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ଲୁଟେରାଙ୍କ ଦ୍ୱାରା ମହିଳାଙ୍କ ବେକରୁ ସୁନାଗହଣା ଛଡ଼ାଇ ନେଇ ପଳାଇଥିବା ଅଭିଯୋଗରେ ରାଉରକେଲା ଝିରପାଣି ଥାନା ପୋଲିସ ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଲୁଟ୍ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିଛି । ଦୁଇ ଅପରାଧିଙ୍କଠାରୁ ଜବତ କରାଯାଇଥିବା
Read More...

ଏଆଇଡିଏସଓ ରାଜ୍ୟ ପରିଷଦ ପକ୍ଷରୁ ଆସନ୍ତା ୨୩ ଜୁଲାଇ ଭୁବନେଶ୍ୱରଠାରେ ବିଶାଳ ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଆଇଡିଏସଓ ରାଜ୍ୟ ପରିଷଦ ପକ୍ଷରୁ ଆସନ୍ତା ୨୩ ଜୁଲାଇ ଭୁବନେଶ୍ୱରଠାରେ ବିଶାଳ ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହେବାକୁ ଯାଉଛି । ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ସ୍ଥାନରେ ଛାତ୍ରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଦାବିରେ ଏହି
Read More...

ଘର ଭିତରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣା : ୬ ଘଣ୍ଟା ପୋଲିସକୁ ଅଟକ ରଖିଲେ ଉତ୍ୟକ୍ତ ଗ୍ରାମବାସୀ

୩ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ପାଟଣାଗଡ଼, (ଅଶୋକ କୁମାର ବାଗ) : ଗତ ଜୁନ୍ ମାସ ୧୪ ତାରିଖ ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ କିନ୍ତୁ ପରିବାର ଲୋକ ଏବଂ ଗ୍ରାମବାସୀ ଏହାକୁ ଯୋଜନା ବଦ୍ଧ ହତ୍ୟା ବୋଲି
Read More...

ଭାଇବୋହୂକୁ କୋଦାଳରେ ହାଣିଦେଲା ଦେଢଶୁର

ଆସାମୀ କୋଦାଳ ଧରି ଥାନାରେ ହେଲା ସରେଣ୍ଡର ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଦେଢ଼ଶୁରର କୋଡି ଚୋଟରେ ଭାଇବହୂ ମୃତ । ଆସାମୀ କୋଦାଳ ଧରି ଥାନାରେ ହେଲା ସରେଣ୍ଡର । ଅଭିଯୁକ୍ତ ନିଜେ ମାରିଥିବା ନିଜେ ସ୍ୱୀକାର କରିଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା
Read More...

ନାସା ପ୍ରାୟୋଜିତ ଗ୍ଲୋବର ତ୍ରିଂଶତମ ଆନ୍ତର୍ଜାତୀୟ ସମ୍ମିଳନୀ : ଗ୍ଲୋବ ଶିକ୍ଷକ ଦିଲ୍ଲୀପ କୁମାର ଧଳ ଯୋଗଦାନ

ସାଲେଭଟା : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ରେଙ୍ଗାଲି ଉଚ୍ଚବିଦ୍ୟାଳୟର ଗ୍ଲୋବ ଶିକ୍ଷକ ନାସା ଦ୍ୱାରା ପ୍ରାୟୋଜିତ ଗ୍ଲୋବ ପର୍ଯ୍ୟବେକ୍ଷଣ କାମର ତ୍ରିଂଶତମ ବାର୍ଷିକ ସମ୍ମିଳନୀରେ ଯୋଗଦାନ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ୱାସିଂଟନ ଡି.ସି.ଠାରେ ଚଳିତବର୍ଷ ଜୁଲାଇ ୧୪ରୁ ୧୭
Read More...