Daily Archives

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ପ୍ରେମ ବ୍ୟାପାରରୁ ଆତ୍ମହତ୍ୟା ସନ୍ଦେହ

ମୟୂରଭଞ୍ଜ : ଶୋଇବା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ମୁଖ୍ୟ ବଜାର ଧର୍ମଶାଳା ସମ୍ମୁଖ ବାସଭବନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ,
Read More...

୧୭ରେ ଓଡ଼ିଶା ବନ୍ଦ ଡାକରା : ବନ୍ଦ ରହିବ ଦୋକାନ-ବଜାର

ଭୁବନେଶ୍ୱର : ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ରାଜନୈତିକ ଦଳ । ବାଲେଶ୍ୱର ଘଟଣାକୁ ବିରୋଧ କରି କଂଗ୍ରେସ ଏହି ଡାକରା ଦେଇଛି । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳ ବନ୍ଦ ଡାକରାରେ ସାମିଲ ହେବେ । ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରି ଏହି ଡାକରା ଦିଆଯାଇଛି । ଏହି ସମୟରେ ସ୍କୁଲ,
Read More...

ଏହା ଯୋଜନାବଦ୍ଧ ଅନ୍ୟାୟ : ଛାତ୍ରୀ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବାଲେଶ୍ୱର ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ସେ ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ଏହାସହ ଘଟଣାରେ ରାଜ୍ୟପାଳଙ୍କ
Read More...

ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ସମ୍ମିଳନୀ ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ସମ୍ମିଳନୀର ତୃତୀୟ ଦିବସରେ ଭାରତର ନବ ପ୍ରତିଭା ମତ୍ସ୍ୟ ଗବେଷକ ଓ ଡକ୍ଟରେଟ ଉପାଧିଧାରୀ, ବୈଜ୍ଞାନିକ ତଥା କୃତ୍ତି ମେଧାବୀ ମତ୍ସ୍ୟ-ବିଜ୍ଞାନୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ମତ୍ସ୍ୟ
Read More...

ବେକରେ ଜୁଆଳି ପକାଇ ହଳ କରିବା ଘଟଣା : ତଦନ୍ତ ନିମନ୍ତେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା-କଲ୍ୟାଣ ସିଂହପୁର କଞ୍ଜାମଯୋଡି ଗାଁରେ କଙ୍ଗାରୁ କୋର୍ଟ ଘଟଣା । ତଦନ୍ତ ପାଇଁ ଗାଁରେ ପହଞ୍ଚିଲା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୬ ଜଣିଆ ତଦନ୍ତକାରୀ ଦଳ । ସୂଚନାଯଗ୍ୟ ଯେ, ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା, ଗ୍ରାମଦେବୀଙ୍କ
Read More...

ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ

ବାଉଁଶୁଣୀ : ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ । ଫଳରେ ୫ ଜଣ ଗୁରୁତର । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଦମକଳ କେନ୍ଦ୍ର ନିକଟରେ ଏହି ଦୁର୍ଘଟଣା ହୋଇଛି । ସୂଚନା ମୁତାବକ, କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ବୋଲବମ୍ ଯାତ୍ରୀମାନେ
Read More...

ଜୀବନ ଯୁଦ୍ଧରେ ହାରିଗଲେ ପୀଡ଼ିତା : ଭୁବନେର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର : ଜୀବନ ସହ ସଂଘର୍ଷ କରି ହାରିଗଲେ ପୀଡ଼ିତା । ଭୁବନେଶ୍ୱରରେ ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ କଲେଜ ପୀଡିତାଙ୍କ ମୃତ୍ୟୁ ହୋଇଛି । ଏନେଇ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତାଙ୍କ ଦେହାନ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ
Read More...

ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଗଞ୍ଜାମର ଗର୍ବ ଝିଅ ପାୟଲକୁ ସ୍ୱର୍ଣ୍ଣ କଳ୍ପଜିତକୁ ରୌପ୍ୟ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଗର୍ବ ଓଡ଼ିଆ ଝିଅ ପାୟଲ ନାହାକ (୯ବର୍ଷ )ସ୍ୱର୍ଣ୍ଣ ପଦକ ଏବଂ କଳ୍ପଜିତ ପାତ୍ର ରୌପ୍ୟ ପଦକ ହାସଲ କରିଥିବା ଜଣା ପଡିଛି । ଅନୁଗୁଳ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କିକ ବକ୍ସିଂ
Read More...

କର୍ମଚାରୀ ଓ ସଂସ୍ଥା ପଞ୍ଜୀକରଣକୁ କୋହଳ କଲା ଇଏସ୍‍ଆଇସି : ସ୍ପ୍ରୀ ଯୋଜନାରେ ବକେୟା ଆଦାୟ ଛାଡ଼

ଭୁବନେଶ୍ୱର, (ପିଆଇବି) : କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ଅଣ ପଞ୍ଜିକୃତ କର୍ମ ସଂସ୍ଥାନଗୁଡ଼ିକ ପାଇଁ ଏକ ବିଶେଷ ସୁଯୋଗ ଘୋଷଣା କରାଯାଇଛି। ନିଗମ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ‘ସ୍ପ୍ରୀ-୨୦୨୫’ ଯୋଜନା ମାଧ୍ୟମରେ ଅଣ ପଞ୍ଜିକୃତ ସଂସ୍ଥାମାନେ ସେମାନଙ୍କ କର୍ମଚାରୀଙ୍କୁ ବିନା କୌଣସି
Read More...

ଧାର୍ଯ୍ୟ ସମୟର ପାଞ୍ଚ ବର୍ଷ ପୂର୍ବରୁ ୫୦% ସ୍ୱଚ୍ଛ ଶକ୍ତି କ୍ଷମତା ହାସଲ କଲା ଭାରତ

● ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ପ୍ରଗତି● ଅଣ ଜୀବାଶ୍ମ ଉତ୍ସରୁ ଏବେ ଦେଶର ଅଧା ଗ୍ରୀଡକୁ ମିଳୁଛି ବିଦ୍ୟୁତ ଶକ୍ତି● ଦୀର୍ଘସ୍ଥାୟୀ ବିକାଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନଦଣ୍ଡ ପ୍ରତିଷ୍ଠା କଲା ଦେଶ ନୂଆଦିଲ୍ଲୀ, (ପିଆଇବି) : ଭାରତ ଏହାର ସ୍ୱଚ୍ଛ ଶକ୍ତି ଦିଗରେ
Read More...