Daily Archives

ପନ୍ଦର ବର୍ଷ ଯୁବକର ଅଭାବନୀୟ ଘଟଣା

କେସିଙ୍ଗା, (ପ୍ରୀତେଶ ପଟେଲ) : ପନ୍ଦର ବର୍ଷର ଯୁବକର ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ବୋରିଙ୍ଗ ପଦର ୮ ନଂ ୱାର୍ଡରେ । ବୋରିଙ୍ଗପଦର ସ୍ଥିତ ବାଲକୁମାର ଶିକା (୧୫) ,ପିତା - ଅଚିତ୍ କୁମାର ଶିକା ନାମକ ଯୁବକ ରବିବାର ସନ୍ଧ୍ୟା ସମୟରେ ନିଜ ବାସଭବନର ଉପର ଛାତ
Read More...

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଭକ୍ତକବି ମଧୁସୂଦନଙ୍କ ସ୍ମୃତିଚାରଣ ଓ ସାରସ୍ୱତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଭକ୍ତକବି ମଧୁସୂଦନଙ୍କ ସ୍ମୃତିଚାରଣ ଓ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ‘ଓଡ଼ିଆ ସାହିତ୍ୟରେ ମଧୁସୂଦନ ରାଓ’ ଶୀର୍ଷକ ଆଲୋଚନା ସଂସଦର
Read More...

ତିନିମାସ ବିତିଯାଇଥିଲେ ସୁଦ୍ଧା ଦୋକାନୀ ମାନଙ୍କୁ ଅଣଦେଖା କରିଛି ପ୍ରଶାସନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ରାସ୍ତାଘାଟରୁ ଦୋକାନ ସମ୍ପୂର୍ଣ୍ଣ ନିର୍ମୁଳ କରାଯାଇଛି । ପୂର୍ତ୍ତ ବିଭାଗର ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲକାରୀଙ୍କୁ ଗତ ଏପ୍ରିଲ ମାସରୁ ଜେସିବି ସାହାଯ୍ୟରେ ଉଚ୍ଛେଦ କରି ଗରିବ ପରିବାରଙ୍କ ଜୀବିକା ଉଜାଡି ଦେଇଛି
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ପ୍ରେମ ବ୍ୟାପାରରୁ ଆତ୍ମହତ୍ୟା ସନ୍ଦେହ

ମୟୂରଭଞ୍ଜ : ଶୋଇବା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ମୁଖ୍ୟ ବଜାର ଧର୍ମଶାଳା ସମ୍ମୁଖ ବାସଭବନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ,
Read More...

୧୭ରେ ଓଡ଼ିଶା ବନ୍ଦ ଡାକରା : ବନ୍ଦ ରହିବ ଦୋକାନ-ବଜାର

ଭୁବନେଶ୍ୱର : ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ରାଜନୈତିକ ଦଳ । ବାଲେଶ୍ୱର ଘଟଣାକୁ ବିରୋଧ କରି କଂଗ୍ରେସ ଏହି ଡାକରା ଦେଇଛି । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳ ବନ୍ଦ ଡାକରାରେ ସାମିଲ ହେବେ । ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରି ଏହି ଡାକରା ଦିଆଯାଇଛି । ଏହି ସମୟରେ ସ୍କୁଲ,
Read More...

ଏହା ଯୋଜନାବଦ୍ଧ ଅନ୍ୟାୟ : ଛାତ୍ରୀ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବାଲେଶ୍ୱର ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ସେ ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ଏହାସହ ଘଟଣାରେ ରାଜ୍ୟପାଳଙ୍କ
Read More...

ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ସମ୍ମିଳନୀ ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ସମ୍ମିଳନୀର ତୃତୀୟ ଦିବସରେ ଭାରତର ନବ ପ୍ରତିଭା ମତ୍ସ୍ୟ ଗବେଷକ ଓ ଡକ୍ଟରେଟ ଉପାଧିଧାରୀ, ବୈଜ୍ଞାନିକ ତଥା କୃତ୍ତି ମେଧାବୀ ମତ୍ସ୍ୟ-ବିଜ୍ଞାନୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ମତ୍ସ୍ୟ
Read More...

ବେକରେ ଜୁଆଳି ପକାଇ ହଳ କରିବା ଘଟଣା : ତଦନ୍ତ ନିମନ୍ତେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା-କଲ୍ୟାଣ ସିଂହପୁର କଞ୍ଜାମଯୋଡି ଗାଁରେ କଙ୍ଗାରୁ କୋର୍ଟ ଘଟଣା । ତଦନ୍ତ ପାଇଁ ଗାଁରେ ପହଞ୍ଚିଲା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୬ ଜଣିଆ ତଦନ୍ତକାରୀ ଦଳ । ସୂଚନାଯଗ୍ୟ ଯେ, ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା, ଗ୍ରାମଦେବୀଙ୍କ
Read More...

ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ

ବାଉଁଶୁଣୀ : ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ । ଫଳରେ ୫ ଜଣ ଗୁରୁତର । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଦମକଳ କେନ୍ଦ୍ର ନିକଟରେ ଏହି ଦୁର୍ଘଟଣା ହୋଇଛି । ସୂଚନା ମୁତାବକ, କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ବୋଲବମ୍ ଯାତ୍ରୀମାନେ
Read More...

ଜୀବନ ଯୁଦ୍ଧରେ ହାରିଗଲେ ପୀଡ଼ିତା : ଭୁବନେର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର : ଜୀବନ ସହ ସଂଘର୍ଷ କରି ହାରିଗଲେ ପୀଡ଼ିତା । ଭୁବନେଶ୍ୱରରେ ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ କଲେଜ ପୀଡିତାଙ୍କ ମୃତ୍ୟୁ ହୋଇଛି । ଏନେଇ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତାଙ୍କ ଦେହାନ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ
Read More...