Daily Archives

ଗ୍ରାହକ ପଞ୍ଚାୟତ ଓ ଗାୟତ୍ରୀ ପରିବାରର ସୁରଭି ଗୋଶାଳାରେ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନ ୩ ଘଣ୍ଟା ବେଳେ ବଲାଙ୍ଗିର ସୁବର୍ଣ୍ଣପୁର ରାସ୍ତାରେ ଥିବା ବିଛୁପାଲୀ ସୁରଭି ଗୋ ସେବା ଧାମଠାରେ ବନ ମହୋତ୍ସବ ପରିପ୍ରେକ୍ଷୀରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓ ଗାୟତ୍ରୀ ପରିବାର ବଲାଙ୍ଗିର ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ
Read More...

ଯାତ୍ରୀ ସୁରକ୍ଷାରେ ସୁଧାର ପାଇଁ ରେଳ ବଗିରେ ଲାଗିବ ସିସିଟିଭି କ୍ୟାମେରା

• ଉନ୍ନତ ସୁରକ୍ଷା ପାଇଁ ସମସ୍ତ ୭୪ହଜାର ବଗି ଏବଂ ୧୫ ହଜାର ଲୋକୋମୋଟିଭ୍ରେ ଲାଗିବ ସିସିଟିଭି କ୍ୟାମେରା • ପ୍ରତ୍ୟେକ ବଗିରେ ୪ଟି ଏବଂଲୋକୋ ମୋଟିଭରେ ୬ଟି ସିସିଟିଭି କ୍ୟାମେରା ଲଗାଇବ ରେଳବାଇ • ପ୍ରତି ଘଣ୍ଟାରେ୧୦୦କିଲୋମିଟରରୁ ଅଧିକ ବେଗ ଏବଂ କମ୍ ଆଲୋକ ପରିସ୍ଥିତିରେ ମଧ୍ୟ
Read More...

ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ପିତା ତପି ମହାନନ୍ଦଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତର ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ପିତା ତପି ମହାନନ୍ଦ(୮୨)ଙ୍କ ରବିବାର ପୂର୍ବାହ୍ନ ୧୧ଟାରେ ପରଲୋକ ହୋଇଯାଇଛି । ସେ ପ୍ରାଣୀସମ୍ପଦ ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରି
Read More...

ଜେଏସ୍‌ଏମ୍ କଲେଜର ସ୍ନାତକ ଦିବସ ପାଳିତ : ଜେ.ଏସ୍. ଏମ୍ କଲେଜ ଛାତ୍ର ଅର୍ଚିଷ୍ମାନ ହେଲେ ୟୁନିଭରସିଟି ଟପ୍ପର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ସ୍ଥାନୀୟ ପତିତପାବନ ଏକାଡେମୀଠାରେ ଜେଏସ୍‌ଏମ୍ କମର୍ସ ଡିଗ୍ରୀ କଲେଜ ପକ୍ଷରୁ ସ୍ନାତକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କ ନମ୍ର
Read More...

ଜଗନ୍ନାଥ ମନ୍ଦିର ନିର୍ମାଣର ବିଳମ୍ବ ପାଇଁ ଆଲୋଚନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବଡ଼ ବଜାରଠାରେ ଅବସ୍ଥିତ ବହୁ ପୁରାତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ମନ୍ଥର ନେଇ ସହର ବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଏନେଇ ସହରବାସୀଙ୍କ ପକ୍ଷରୁ ରବିବାର ଓଡ଼ିଆ ଢମଣା ସାହି ସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଆଲୋଚନା
Read More...

ରାସ୍ତା ନିର୍ମାଣର ମାସେ ପରେ ଉଠିଲା ପିଚୁ : ନିମ୍ନମାନର କାମ ଅଭିଯୋଗ

ଜହ୍ନାପଙ୍କ : ରାସ୍ତା ନିର୍ମାଣର ମାସେ ପରେ ଉଠିଲା ପିଚୁ । ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନ।ପଙ୍କ-ଖମାରିପଡା ରାସ୍ତାରେ ଏହା ଦେଖିବାକୁ ମିଳିଛି । ତେବେ ନିମ୍ନମାନର ରାସ୍ତା କାମ ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି । ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନ।ପଙ୍କ-ଖମାରିପଡା ରାସ୍ତା ଉପରେ ଆଖପାଖ
Read More...

ନାଗସାପ ଚୋଟରେ ବୃଦ୍ଧ ମୃତ

ଢେଙ୍କାନାଳ : ନାଗସାପ ଚୋଟରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ୍ ବାଲିମି ଥାନା ଗାଲପଡ଼ା ଗାଁରେ ଏଭଳି ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ସୁକୁଟୁ ଦଳେଇ (୬୬ ବର୍ଷ) । ସୂଚନାନୁଯାୟୀ, ସୋମବାର ସକାଳ ସାଢେ ୫ଟାରେ ଏକ ନାଗସାପ
Read More...

ସାର ଗୁଣବତ୍ତା ସୁନିଶ୍ଚିତ କରିବାକୁ ଏକ ଅଭିଯାନ ଚଳାଇବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ, (ପିଆଇବି) : ନିମ୍ନମାନର ସାର ବିରୁଦ୍ଧରେ ତୁରନ୍ତ କଠୋର କାର୍ଯାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଏକ ଅଭିଯାନ ଚଳାଇ କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ
Read More...

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଲାଗିଥିବା ଅଞ୍ଚଳ ପରିଦର୍ଶନ ସହ ସମୀକ୍ଷା କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବଡ଼ ଆଙ୍କୁଲା ଗାଁରେ କୁକୁଡ଼ାମାନଙ୍କୁ ବାର୍ଡ ଫ୍ଲୁ ରୋଗ ଲାଗିଥିବା ଜାତୀୟ ଉଚ୍ଚ ସୁରକ୍ଷା ପ୍ରାଣିରୋଗ ପ୍ରତିଷ୍ଠାନ, ଭୋପାଳ ଜୁଲାଇ ୧୧ ତାରିଖ ଦିନ ନିଶ୍ଚିତ କରିଛି । ଖବର ପାଇବା କ୍ଷଣି ରାଜ୍ୟ ସରକାର ଏହି ରୋଗ କିପରି
Read More...

‘ସଂକଳ୍ପ’ ପ୍ରଶିକ୍ଷଣ ଶିବିର ଉଦଯାପିତ

"ପ୍ରଶିକ୍ଷଣ ନେଲେ ୮୫ ଜଣ ପ୍ରଶିକ୍ଷାର୍ଥୀ" ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରସ୍ଥାନୀୟ ପିଏମଶ୍ରୀ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟଠାରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପାଞ୍ଚ ଦିନଧରି ଦିଆଯାଉଥିବା 'ସଂକଳ୍ପ'
Read More...