Daily Archives

ପଦ୍ମପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ
Read More...

ମୁହୁରୀ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ରାଜଧାନୀ ଟାଉନ୍ ହଲରେ, ସଙ୍ଗୀତ ସମିତି ପଦ୍ମପୁର ଆନୁକୁଲ୍ୟରେ ୫ମ ବୋରା ସମ୍ବର ମୁହୁରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ ବୋରା ସମ୍ବରର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ କଳାକାରମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ
Read More...

ମା’ଙ୍କ ଅଗରେ ଦୀପଦାନ କଲେ ଛାତ୍ର କଂଗ୍ରେସ

ବରଗଡ଼, (ମୁନ୍ନା ସାହୁ) : ବାଲେଶ୍ୱର ଏଫ. ଏମ କଲେଜରେ ଘଟିଥିବା ଘଟଣାକୁ ନେଇ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ବରଗଡ଼ ମା ଶ୍ୟାମା କାଲି ମନ୍ଦିରରେ ଦୀପପ୍ରଜ୍ୱଳନ କଲେ ଛାତ୍ର କଂଗ୍ରେସର ସଦସ୍ୟ । ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ
Read More...

ଜଳାଶୟରୁ ନିଖୋଜ ଚାଷୀଙ୍କ ମୃତଦେହ ଉଦ୍ଧାର : ଗାଧୋଇବାକୁ ଯାଇ ଭାସିଗଲେ

ବେତନଟୀ : ଜଳାଶୟରୁ ନିଖୋଜ ଚାଷୀଙ୍କ ମୃତଦେହ ଉଦ୍ଧାର । ଧାନକ୍ଷେତରେ ସାର ସିଞ୍ଚନ କରିବା ପରେ ଘରକୁ ଫେରି ଗାଧୋଇବାକୁ ଯାଇଥିଲେ । କିନ୍ତୁ, ପରେ ଆଉ ଘରକୁ ଫେରିନଥିଲେ । ସୋମବାର ସକାଳେ ଘରପାଖ ଜଳାଶୟରୁ ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିଛି । ବେତନଟୀ ପୁଲିସ ମୃତଦେହ ଜବତ
Read More...

ଗ୍ରାହକ ପଞ୍ଚାୟତ ଓ ଗାୟତ୍ରୀ ପରିବାରର ସୁରଭି ଗୋଶାଳାରେ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନ ୩ ଘଣ୍ଟା ବେଳେ ବଲାଙ୍ଗିର ସୁବର୍ଣ୍ଣପୁର ରାସ୍ତାରେ ଥିବା ବିଛୁପାଲୀ ସୁରଭି ଗୋ ସେବା ଧାମଠାରେ ବନ ମହୋତ୍ସବ ପରିପ୍ରେକ୍ଷୀରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓ ଗାୟତ୍ରୀ ପରିବାର ବଲାଙ୍ଗିର ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ
Read More...

ଯାତ୍ରୀ ସୁରକ୍ଷାରେ ସୁଧାର ପାଇଁ ରେଳ ବଗିରେ ଲାଗିବ ସିସିଟିଭି କ୍ୟାମେରା

• ଉନ୍ନତ ସୁରକ୍ଷା ପାଇଁ ସମସ୍ତ ୭୪ହଜାର ବଗି ଏବଂ ୧୫ ହଜାର ଲୋକୋମୋଟିଭ୍ରେ ଲାଗିବ ସିସିଟିଭି କ୍ୟାମେରା • ପ୍ରତ୍ୟେକ ବଗିରେ ୪ଟି ଏବଂଲୋକୋ ମୋଟିଭରେ ୬ଟି ସିସିଟିଭି କ୍ୟାମେରା ଲଗାଇବ ରେଳବାଇ • ପ୍ରତି ଘଣ୍ଟାରେ୧୦୦କିଲୋମିଟରରୁ ଅଧିକ ବେଗ ଏବଂ କମ୍ ଆଲୋକ ପରିସ୍ଥିତିରେ ମଧ୍ୟ
Read More...

ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ପିତା ତପି ମହାନନ୍ଦଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତର ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ପିତା ତପି ମହାନନ୍ଦ(୮୨)ଙ୍କ ରବିବାର ପୂର୍ବାହ୍ନ ୧୧ଟାରେ ପରଲୋକ ହୋଇଯାଇଛି । ସେ ପ୍ରାଣୀସମ୍ପଦ ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରି
Read More...

ଜେଏସ୍‌ଏମ୍ କଲେଜର ସ୍ନାତକ ଦିବସ ପାଳିତ : ଜେ.ଏସ୍. ଏମ୍ କଲେଜ ଛାତ୍ର ଅର୍ଚିଷ୍ମାନ ହେଲେ ୟୁନିଭରସିଟି ଟପ୍ପର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ସ୍ଥାନୀୟ ପତିତପାବନ ଏକାଡେମୀଠାରେ ଜେଏସ୍‌ଏମ୍ କମର୍ସ ଡିଗ୍ରୀ କଲେଜ ପକ୍ଷରୁ ସ୍ନାତକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କ ନମ୍ର
Read More...

ଜଗନ୍ନାଥ ମନ୍ଦିର ନିର୍ମାଣର ବିଳମ୍ବ ପାଇଁ ଆଲୋଚନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବଡ଼ ବଜାରଠାରେ ଅବସ୍ଥିତ ବହୁ ପୁରାତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ମନ୍ଥର ନେଇ ସହର ବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଏନେଇ ସହରବାସୀଙ୍କ ପକ୍ଷରୁ ରବିବାର ଓଡ଼ିଆ ଢମଣା ସାହି ସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଆଲୋଚନା
Read More...

ରାସ୍ତା ନିର୍ମାଣର ମାସେ ପରେ ଉଠିଲା ପିଚୁ : ନିମ୍ନମାନର କାମ ଅଭିଯୋଗ

ଜହ୍ନାପଙ୍କ : ରାସ୍ତା ନିର୍ମାଣର ମାସେ ପରେ ଉଠିଲା ପିଚୁ । ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନ।ପଙ୍କ-ଖମାରିପଡା ରାସ୍ତାରେ ଏହା ଦେଖିବାକୁ ମିଳିଛି । ତେବେ ନିମ୍ନମାନର ରାସ୍ତା କାମ ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି । ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନ।ପଙ୍କ-ଖମାରିପଡା ରାସ୍ତା ଉପରେ ଆଖପାଖ
Read More...