ଟିଟିଲାଗଡ଼ ଜୁନିଅର ଓମ ଭ୍ୟାଲି ସ୍କୁଲରେ ଗ୍ରୀନ ଡେ ପାଳନ : ଛାତ୍ରଛାତ୍ରୀ କଲେ ବୃକ୍ଷ ରୋପଣ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ ଭ୍ୟାଲି ସ୍କୁଲ ଗ୍ରୀନ ସ୍କୁଲ କନସେପ୍ଟରେ ଗଢାଯାଇଛି । ଏଠାରେ ଶିକ୍ଷା ସହ ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେ ଭିତରୁ ବୃକ୍ଷ ରୋପଣ ଅନ୍ୟତମ । ତେବେ ଜୁନିଅର!-->…
Read More...
Read More...