Daily Archives

ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଠାରୁ ୩ ଲକ୍ଷ ଟଙ୍କା ଜବତ କରି ଭିଜିଲାନ୍ସ ଅଧିକରୁ ଅଧିକ ତଦନ୍ତ ଅଦ୍ୟାବଧି ଜାରି ରଖିଛି । ଗତକାଲି ଠାରୁ ଏବେ ସୁଦ୍ଧା ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାଙ୍କୁ ଜେରା କରିବା ସହ ଭିଜିଲାନ୍ସ
Read More...

ଲାୟନ୍ସ ଗୁରୁକୁଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟିମ୍ ସହୟୋଗ ଓ ଜେନିଥ ଲାୟନ୍ସ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍କୁଲ ଚେୟାରମ୍ୟାନ ପ୍ରତାପ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଦସ୍ୟ ପବନ ଅଗ୍ରୱାଲ,
Read More...

ମୟୂରଭଞ୍ଜ ଜିଲ୍ଲାରେ ସାଧାରଣ ଧର୍ମଘଟ ସଫଳ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଦେଶର କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ ଆହୂତ ଦରବୃଦ୍ଧି ନିୟନ୍ତ୍ରଣ କରିବା, ୪ଟି ଦାନବୀୟ ଶ୍ରମ କୋଡ଼ ବାତିଲ କରିବା, ଚାଷୀର ଉତ୍ପାଦିତ ଫସଲର ଆଇନ୍ ଗତ ସ୍ୱୀକୃତି ଦେବା, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା,
Read More...

ଆଇଆଇଟି ଦିଲ୍ଲୀରେ “ଭବିଷ୍ୟତରେ ପ୍ରସ୍ତୁତ ଉର୍ଜା ଶିକ୍ଷା ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ

ସମାଜର ଆକାଂକ୍ଷା ଏବଂ ଉର୍ଜା ଆବଶ୍ୟକତା ପୂରଣ କରିବା ଦିଗରେ ଭାରତ ଅଗ୍ରସର - ଧର୍ମେନ୍ଦ୍ର ପ୍ରଧାନଆସନ୍ତାକାଲି ଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁଜୁରାଟରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଦୁଇଦିନିଆ କୁଳପତି ସମ୍ମିଳନୀଜୁଲାଇ ୧୦-୧୧ରେ
Read More...

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଯୁଗାନ୍ତକାରୀ ସଂସ୍କାର : ଭାରତର ଅପଷ୍ଟ୍ରିମ୍‌ ତୈଳ ଓ ବାଷ୍ପ ଢାଞ୍ଚାକୁ…

● ନିବେଶକଙ୍କ ସ୍ଥିରତା, ବ୍ୟବସାୟିକ ସୁଗମତା ଏବଂ ଅଙ୍ଗାରକାମ୍ଳ ହ୍ରାସ ଉପରେ ନିୟମଗୁଡ଼ିକରେ ଧ୍ୟାନ ଦିଆଯାଇଛି● ୧୭ ଜୁଲାଇ ୨୦୨୫ ସୁଦ୍ଧା ଅଂଶୀଦାରଙ୍କ ଠାରୁ ମତାମତ ଓ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
Read More...