ଗାଧଉଥିବା ବେଳେ ପାଣିରେ ବୁଡି ଜୀବନ ହାରିଲେ ବଡ଼ମାଳର ବିପୁଲ ଗହିର
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ବଡ଼ମାଳ ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ କିଛି କର୍ମଚାରୀମାନଙ୍କ ପୁଅ ମାନେ ନ ଜଣ ମିଶି ଟିଟିଲାଗଡ଼ ବୁଲିବାକୁ ଆସିଥିଲେ । ତେବେ ଟିଟିଲାଗଡ଼ର ଡିଏନ ରିସର୍ଟରୁ ଖାଇବାକୁ ଅର୍ଡର କରିଥିଲେ, ବିଳମ୍ବ ହେବାରୁ ଟିଟିଲାଗଡ଼!-->…
Read More...
Read More...