Daily Archives

ତୁରେକେଲା କ୍ଲଷ୍ଟରରେ ଏକ ପେଡ ମା’କେ ନାମ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ସମେତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ପେଡ ମା'କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ
Read More...

କଳାହାଣ୍ଡି କଳାକାର ପେନସନ ଭୋଗୀ ମହାସଂଘ ତରଫରୁ ଜୟପାଟଣା ବ୍ଲକର ନୂତନ କମିଟି ଗଠିତ

ଜୟପାଟଣା, (ଶେଷଦେବ ବେହେରା) : ଆଜି ତା,୯.୭.୨୦୨୫, ରିଖ ଦିନ କଲ୍ୟାଣ ମଣ୍ଡପଠାରେ ଜୟପାଟଣା ବ୍ଲକର ସାଂଗଠାନିକ ବୈଠକ ବ୍ଲକ ସଭାପତି କ୍ଷୀରୋଦ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାଟ୍ୟ ଭୂଷଣ ତଥା ଜିଲ୍ଲା ସଭାପତି ପ୍ରଦୀପ ଧଙ୍ଗଡା ମାଝୀ, ମୁଖ୍ୟ ଅତିଥି, ଘୁମୁରା
Read More...

ଜେ ପି ହସ୍ପିଟାଲରେ ମହିଳାଙ୍କୁ ନିର୍ଯ୍ୟାତନା ବିରୋଧରେ ଥାନାରେ ମାମଲା ରୁଜୁ

ରାଉରକେଲା, (ସସ୍ମିତା ପ୍ରଧାନ) : ଜେ ପି ହସ୍ପିଟାଲରେ ଚାକିରୀ କରିଥିବା ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯିବା ବିରୋଧରେ ସମ୍ପୃକ୍ତ ମହିଳା ଉଦିତ ନଗର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜୁଲାଇ ୫ ତାରିଖ ରାତି ୯ଟା ୩୦ ସମୟରେ ବେଦବ୍ୟାସ ରହୁଥିବା ମୋନାଲିସା ସାମଲ (୪୧), ସ୍ୱାମୀ
Read More...

ଭାରତ ବନ୍ଦ ପ୍ରଭାବ : ରାଉରକେଲାରେ ଆଂଶିକ, ସୁନ୍ଦରଗଡ଼ରେ ଅଧିକ

ରାଉରକେଲା : ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଶ୍ରମିକ ସଙ୍ଗଠନର ମିଳିତ ଡାକରାରେ ଆଜି ଭାରତ ବନ୍ଦ କରାଯାଇଛି । ଶ୍ରମିକ ନୀତି, କୃଷି ବିରୋଧ ନୀତି, ମାଇନ୍ସ, କୋଇଲା କାରଖାନାରେ ଶ୍ରମିକ ବିରୋଧୀ କାର୍ୟ୍ୟକୁ ନେଇ ଏହି ଧର୍ମଘଟ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିଛି ।
Read More...

୩୬ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ସହର ମହିଷାପାଟସ୍ଥିତ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟଠାରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହୋଇଛି । ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଢେଙ୍କାନାଳସ୍ଥିତ ଅଟୋମୋବାଇଲ ଡକ୍ଟର ଇଣ୍ଡିଆ,
Read More...

କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ ପକ୍ଷରୁ ସାଧାରଣ ଧର୍ମଘଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧି, ଶ୍ରମିକ, କୃଷକ ବିରୋଧି ନୀତି ବିରୁଦ୍ଧରେ ଦେଶର ୧୦ଟି କେନ୍ଦ୍ରିୟ ଶ୍ରମିକ ସଂଗଠନ ଓ ଫେଡେରେସନ ଆସୋସିଏସନ ଆହ୍ୱାନରେ ଦେଶ ବ୍ୟାପୀ ସାଧାରଣ ଧର୍ମଘଟ ଉପଲକ୍ଷେ ଆଜି ଏଆଟିୟୁସି, ଏଆଇୟୁଟିୟୁସି, ଆଇଏନ୍‌ଟିୟୁସି, ସିଟୁ
Read More...

ସିଁଯୋରୀ କଟାକୁ ଇକୋ ଟୁରିଜିମ୍ କରିବାକୁ ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓ ସୋନପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଘଞ୍ଚ ଜଙ୍ଗଲ ପ୍ରାକୃତିକ ସୌନ୍ଦର୍ଯ୍ୟଭରା, ବଣପାହାଡ଼ ଘେରା କୁଆଁରୀ ଜଙ୍ଗଲ, ରିଜର୍ଭ ଜଙ୍ଗଲ, ରମାଇ ସଂରକ୍ଷିତ ଜଙ୍ଗଲ, ବାରପାହାଡ ଜଙ୍ଗଲକୁ ଲାଗି ରହିଥିବା ପ୍ରକୃତିର ବରଦାନ ଏହି ସିଁଯୋରୀ କଟାର
Read More...

ଭୁବନେଶ୍ୱର ଆଇସିଏଆର-ସିଫାରେ ଆୟୋଜିତ ହେବ ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫

ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, ପ୍ରଫେସର ଏସପି ସିଂ ବାଘେଲ ଓ ଜର୍ଜ କୁରିଅନ୍ ନୁଆଦିଲ୍ଲୀ, (ପିଆଇବି) : ଭାରତର ମତ୍ସ୍ୟ ଚାଷୀମାନେ ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା, ମତ୍ସ୍ୟ ଆଧାରିତ ପୁଷ୍ଟିସାରର ବର୍ଦ୍ଧିତ ଚାହିଦା ପୂରଣ କରିବା ଏବଂ ଗ୍ରାମୀଣ ନିଯୁକ୍ତିକୁ
Read More...

ପ୍ରଥମ ଥର ପାଇଁ ଖୋଲିଲା ହଳଦିଆ ବନ୍ଧର ଗେଟ୍ : ୨.୫ କ୍ୟୁସେକ ଜଳ ନିଷ୍କାସିତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକରେ ହଳଦିଆ ବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ନିର୍ମାଣ କାର୍ଯ୍ୟର ଦୁଇବର୍ଷ ପରେ ପ୍ରଥମ ଥର ପାଇଁ ନୂତନ ଜ୍ଞାନ କୌଶଳରେ ନିର୍ମିତ ସ୍ପିଲ୍ ୱେ ବାଟ ଦେଇ ଜଳ ନିଷ୍କାସନ କରିଛି ପ୍ରଶାସନ । ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳ ସ୍ତର କ୍ରମାଗତ
Read More...

ବିଏମ୍‌ସି ଅଧିକାରୀଙ୍କୁ ମାଡ଼ ମାମଲା : ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ

ଭୁବନେଶ୍ୱର : ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ । ଜାମିନ ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଜାମିନ ଆବେଦନ ଶୁଣାଣି କରି ଜାମିନ ଦେଇଛନ୍ତି କୋର୍ଟ । ଜଣେ ଜାମିନ୍‌ଦାର ଓ ୩୦ ହଜାର ଟଙ୍କା ବଦଳରେ ମିଳିଛି ଜାମିନ୍ । ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ମାଡ଼
Read More...