Daily Archives

କାର୍‌ – ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର, ୨ ଆହତ

କଟକ : କଟକ ସାଲେପୁର ମୁଖ୍ୟ ରାସ୍ତା ନାନ୍ଦୋଳ ଗଡା ପେଟ୍ରୋଲ ଟାଙ୍କି ନିକଟରେ ଦୁର୍ଘଟଣା । କାର୍‌ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଉଛନ୍ତି ଜପକୁଦ ଫାଣ୍ଡି ଗରୁଡ଼ପୁର ଗାଁର ପଦ୍ମଲୋଚନ ବେହେରା ବୋଲି ଜଣା
Read More...

ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍ : ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର : ବାଜିଲା ସାଇରନ୍, ଖୋଲିଲା ହୀରାକୁଦ ଗେଟ୍ । ଜଳଭଣ୍ଡାରୁ ଛଡ଼ାଗଲା ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ । ପ୍ରଥମେ ୭ ନମ୍ବର ଗେଟ୍ ନେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳକୁ ଖାଲି କରାଯାଇଛି । ଆଉ ମହାନଦୀ ତଳିଆ ଅଞ୍ଚଳରେ ଥିବା ୧୨ ଜିଲ୍ଲାପାଳଙ୍କ
Read More...

ନୂଆପଡାରେ ଜିଲ୍ଲା ରାଜସ୍ୱ ଅଧିକାରୀ ବୈଠକ ଅନୁଷ୍ଠିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜ ସ୍ୱଅଧିକାରୀମାନଙ୍କ ତଥା ରାଜସ୍ୱ ସଂଗ୍ରହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ ଖାନ, ଅତିରିକ୍ତ
Read More...

ଗୁଜରାଟର ଆଣନ୍ଦରେ ଦେଶର ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟ ‘ତ୍ରିଭୁବନ ସହକାରୀ ୟୁନିଭର୍ସିଟି’ ପାଇଁ ଭୂମି ପୂଜନ କଲେ ଅମିତ…

●ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିଭୁବନ୍ଦ ପଟେଲ ଜୀଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି●ଏହି ବିଶ୍ୱବିଦ୍ୟାଳୟ ସମବାୟ କ୍ଷେତ୍ରରେ ପରିବାରବାଦକୁ ସମାପ୍ତ କରିବ, ସ୍ୱଚ୍ଛତା ଆଣିବ ଏବଂ ଯେଉଁମାନେ ସମବାୟ ବିଶ୍ୱବିଦ୍ୟାଳୟରୁ ତାଲିମ ନେବେ ସେମାନେ ହିଁ ନିଯୁକ୍ତି
Read More...

ସାଂସ୍କୃତିକ ବିଦ୍ଭବତା ମଧ୍ୟରେ ଛତ୍ରପୁର ସହରରେ ବାହୁଡ଼ା ଯାତ୍ରା ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାଂସ୍କୃତିକ ବିଦ୍ଭବତା ସାଂଗକୁ ଆନନ୍ଦ ଉଲ୍ଲାସ ଉତ୍ସାହ ଭରା ମଧ୍ୟରେ ଛତ୍ରପୁର ସହରରେ ବାହୁଡ଼ା ଯାତ୍ରା ଶୃଙ୍ଖଳିତ ଭାବେ ଶନିବାର ସମାହିତ ହୋଇଯାଇଛି । ରବିବାର ହରିଶୟନ (ବଡ) ଏକାଦଶୀ ତିଥିରେ ଭୋର୍ ପ୍ରାତଃ ୫ଘଣ୍ଟା ସମୟରୁ ରାଜାଘର ଶ୍ରୀ ଶ୍ରୀ
Read More...

କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭୂମିପୂଜନ ଓଡ଼ିଶା କେନ୍ଦ୍ରୀୟ…

• ୪୮୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପଗୁଡ଼ିକ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ• ଶୈକ୍ଷିକ ଭବନ, କୁଳପତି ବାସଭବନ, ଅଧିକାରୀ ଏବଂ କର୍ମଚାରୀ ବାସଗୃହର ଲୋକାର୍ପିତ• ଓଡ଼ିଶାର ୬ଟି ଅଗ୍ରଣୀ କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଏମଓୟୁ• କୋରାପୁଟକୁ ‘ବ୍ରାଣ୍ଡ୍
Read More...