ଇଣ୍ଡୋନେସିଆନ ବ୍ୟାଡ଼ମିଣ୍ଟନ ଗ୍ରାଣ୍ଡ ପିକ୍ସ ଦେଶକୁ ପ୍ରତିନିଧିତ୍ୱ କରିବେ ବଲାଙ୍ଗିର ପୁଅ ଦିବ୍ୟମ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ପୁଅ ଦିବ୍ୟମ କେଲ୍ରିୱାଲ ଆସନ୍ତା ୮ ରୁ ୧୩ ଜୁଲାଇ ମଧ୍ୟରେ ସୁଦୂର ଇଣ୍ଡୋନେସିଆରେ ଅନୁଷ୍ଠିତ ଯୁନେକ୍ସ ସନରାଇଜ ପେମ୍ବନ ଗୁନାନ ଜୟା ରୟା ଜୁନିଅର ଆନ୍ତର୍ଜାତିକ ଗ୍ରାଣ୍ଡ ପୀକ୍ସ ୨୦୨୫ରେ ଅଣ୍ଡର ୧୯ ଏକକ ବର୍ଗରେ ଭାରତର ପ୍ରତିନଧିତ୍ୱ କରିବେ । ସେ!-->…
Read More...
Read More...