ଶୁଣିଲାନି ସରକାର, ଟଙ୍କା ସଂଗ୍ରହ କରି କଲେ ରାସ୍ତା କାମ : ୨ବର୍ଷ ପରେ ବି କାମ ସରୁନି ଲୋକେ ହଇରାଣ
ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ବଡ଼ବାଙ୍କିରୁ ରଣାପଡ଼ା ଭାୟା ଜାମକି ଯିବା ରାସ୍ତା ୨ବର୍ଷ ହେବ ପୋଲ କାମ ଅଧପନ୍ତରିଆ ହୋଇ ପଡ଼ିଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ରଣାପଡ଼ାରୁ ସେହି ରାସ୍ତା ଦେଇ ଜାମକି ଗାଁ ଦେଇ!-->…
Read More...
Read More...