Daily Archives

ରେକର୍ଡ କଲା ନୂଆପଡ଼ା ଜିଲ୍ଲା : ଗୋଟିଏ ଦିନରେ ୧ଲକ୍ଷ ଚାରା ରୋପଣ

ନୂଆପଡାରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ ସହ ସାମୂହିକ ବୃକ୍ଷରୋପଣ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ପାଇଁ ପଥ ପ୍ରସ୍ତୁତି ନୂଆପଡା, (କେପିଏନ୍‌ଏସ୍‌) : ସାମୁହିକ ଉଦ୍ୟମରେ ପରିବେଶ ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ଏକ ଅସାଧାରଣ ଉଦାହରଣ ସ୍ଥାପନ କରି, ନୂଆପଡା ଜିଲ୍ଲାରେ ଆଜି
Read More...

୧୧୪ତମ ମାସିକିୟା ମାଗଣା ହାଟ-ମାନବ ସେବା ହିଁ ମାଧବ ସେବା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ଅନ୍ୱେଷା -ଦି ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୪ ତମ ମାସିକିୟା ମାଗଣା ହାଟ ଆୟୋଜିତ ହୋଇଯାଇଛି । ସେକ୍ଟର ୬ ସ୍ଥିତ ସୁଭାଷପଲ୍ଲୀର ଏକତା କ୍ଲବଠାରେ ୧୧୪ତମ ମାସିକିୟା ମାଗଣା ହାଟରେ ନୂଆ
Read More...

ରୋଟାରୀ କ୍ଲବ ସମୁହ ଦ୍ୱାରା ନିଃଶୁଳ୍କ ରକ୍ତଦାନ ଶିବିର

୭୫ ୟୁନିଟ୍ ରକ୍ତ ସଂଗ୍ରହ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଥିବା ସମସ୍ତ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନାର ରକ୍ତଭଣ୍ଡାରଠାରେ ଆୟୋଜିତ ଏହି ଶିବିରରେ ପ୍ରାୟ ୭୫ ୟୁନିଟ୍ ରକ୍ତ
Read More...

ଗୋବା ଗ୍ରାମରେ ସଂଘବନ୍ଧ ଆକ୍ରମଣ : ତୋଫାନ ସ୍ୱାଇଁ ମୃତ ଅନ୍ୟ ୩ ଜଣ ଆହତ

ଅଭିଯୁକ୍ତମାନେ ଫେରାର ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ଗୋବା ଗ୍ରାମରେ ପୂର୍ବ ଶତ୍ରୁତ୍ରାକୁ କେନ୍ଦ୍ର କରି ଏକ ଅଦ୍ଭାବନୀୟ ସଙ୍ଘବନ୍ଧ ଆକ୍ରମଣ ଘଟିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି । ସଂଘବନ୍ଧ ଆକ୍ରମଣ ହୋଇ ଜଣେ ମୃତ୍ୟୁ ହୋଇଛନ୍ତି ଏବଂ ଅନ୍ୟ ୩
Read More...

ଅଶାନ୍ତ ଗଞ୍ଜାମ ଜିଲ୍ଲା : ଥାନାରେ କେସ୍ ଦେବାରୁ ଘରେ ପଶି ଭାଇ ଭଉଣୀଙ୍କୁ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର : ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା। କଥା କଥାରେ ଗଡ଼ୁଛି ମୁଣ୍ଡ । ଜୁଲାଇ ପହିଲାରେ ଜିଲ୍ଲାରେ ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଗତକାଲି ରାତିରେ ଆଉ ଏକ ମରଣାନ୍ତକ ଆକ୍ରମଣ ହୋଇଛି । ଥାନାରେ କେସ୍ ଦେବାରୁ ଗଞ୍ଜାମ ଥାନା ତେଲୁଗୁ ନୂଆଗାଁରେ ଘରେ ପଶି
Read More...

ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ସୁନ୍ଦରଗଡ : ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବାଉରୀମୁଣ୍ଡା ଗାଁ ନିକଟରେ ଥିବା ଏକ ପୋଖରୀରୁ ବୁଧବାର ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ମୁତାବକ, ବାଉରୀମୁଣ୍ଡା
Read More...

ଆଳିରେ ସିରିଜ୍‌ ଚୋରି : ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଞ୍ଚଳରେ କିଛି ଦିନ ଅନ୍ତରରେ ଲୁଟେରାମାନେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଆଳି ଥାନା ସିଙ୍ଗିରି ପଞ୍ଚାୟତ ବାଙ୍କେଶ୍ୱର ଗ୍ରାମର ତିନିଟି ସ୍ଥାନରୁ ସିରିଜ୍‌ ଚୋରି ହୋଇଥିବା ଜଣାପଡିଛି । ଆଳି
Read More...

ମୁରିବାହାଲ ରଥଯାତ୍ରାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଅନୁଷ୍ଠିତ ରଥଯାତ୍ରାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଅନ୍ୟ ଜଣେ ଯୁବକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । କୁମ୍ଭାରୀ ଗ୍ରାମର ସୁରୁ ଥାଟିଙ୍କ ପୁଅ
Read More...

ନୂତନ ଅପରାଧିକ ଆଇନର ଏକ ବର୍ଷର ସଫଳ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ

"ନ୍ୟାୟ ବ୍ୟବସ୍ଥାରେ ବିଶ୍ୱାସର ଏକ ସୁବର୍ଣ୍ଣ ବର୍ଷ" କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମନ୍ତ୍ରୀ : ଅମିତ ଶାହପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ପ୍ରବର୍ତ୍ତିତ ତିନୋଟି ନୂତନ ଅପରାଧିକ ଆଇନ ନ୍ୟାୟିକ ପ୍ରକ୍ରିୟାକୁ କେବଳ ସୁଲଭ ଏବଂ ସୁଗମ୍ୟ ନୁହେଁ,
Read More...

ଜିଏସଟି : ସଫଳତାର ୮ ବର୍ଷ

ନୂଆଦିଲ୍ଲୀ, (ପିଆଇବି) : ବ୍ୟବସାୟ ଏବଂ ଗ୍ରାହକଙ୍କ ବୋଝକୁ ହାଲୁକା କରିବା ପାଇଁ, ଭାରତରେ ଜୁଲାଇ ୧, ୨୦୧୭ ରେ ସାମଗ୍ରୀ ଏବଂ ସେବା କର (ଜିଏସଟି) ଆରମ୍ଭ ହୋଇଥିଲା । ଏହା ଏକ ଏକୀକୃତ, ସ୍ୱଚ୍ଛ କର ବ୍ୟବସ୍ଥା ଆଡ଼କୁ ଭାରତର ଏକ ଐତିହାସିକ ଲମ୍ଫ ଥିଲା, ଯାହା ଭାରତର ଜଟିଳ, ବହୁସ୍ତରୀୟ କର
Read More...