Monthly Archives

June 2025

ଘସିଏନ୍‌ ଦେବୀ କୃଷକ ଉତ୍ପାଦକ କମ୍ପାନୀର ବ୍ୟବସାୟ କେନ୍ଦ୍ର : ବରଗାଁଠାରେ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାର ଏବଂ ନାବାର୍ଡ ପ୍ରୋତ୍ସାହିତ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ଘସିଏନ ଦେବୀ କୃଷକ ଉତ୍ପାଦକ କମ୍ପାନୀ ଲିଃ ପ୍ରଥମ ବ୍ୟବସାୟିକ ଆଉଟଲେଟ ଆଜି ଉଦ୍‌ଘାଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନାବାର୍ଡର ମୁଖ୍ୟ
Read More...

ବିଶ୍ୱ ଶିଶୁ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ମାଣିକ୍ୟ ଜୟନ୍ତୀ ପାଳନ ଅବସରରେ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରଠାରେ ବିଶ୍ୱ ଶିଶୁ ଦିବସ ପାଳିତ ହୋଇଯାଇଛି । କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ
Read More...

ମାଁ ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨ ଜୁନ ୨୦୨୫ ସୋମବାର ଦିନ ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ ହସ୍ପିଟାଲର ରକ୍ତଭଣ୍ଡାରଠାରେ ଅଗ୍ରଣୀ ସାମାଜିକ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ସଦସ୍ୟ ଅରୁଣ ପଲତାଙ୍କର ଜନ୍ମ ଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ
Read More...

ଏବିଏସ୍‌ଏସ୍‌ ପକ୍ଷରୁ ୩୭ତମ ଶୀତଳ ଷଷ୍ଠୀ ମହୋତ୍ସବ ସମ୍ପର୍ଣ୍ଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏବିଏସ୍‌ଏସ୍‌ ପକ୍ଷରୁ ୩୭ତମ ଶୀତଳ ଷଷ୍ଠୀ ଯାତ୍ରା ମହାସମାରୋହରେ ସମ୍ପର୍ଣ୍ଣ ହୋଇଯାଇଛି । ଶ୍ରୀ ଶ୍ରୀ ସିର୍ଦ୍ଦେଶ୍ୱର ବାବା ମାତା ପାର୍ବତୀଙ୍କୁ ମହାଆଡମ୍ବରରେ ନେଇ ଫେରିଛନ୍ତି । ଏବିଏସ୍‌ଏସର ଏହି ଯାତ୍ରାରେ ଅନେକ ନୂଆ ଆକର୍ଷଣ ଦେଖିବାକୁ ମିଳିଛି ।
Read More...

ବିନା ଫାଟକ ବନ୍ଦରେ ଚାଲିଲା ଦୁର୍ଗ ପୁରୀ ଇଣ୍ଟର ସିଟି ଟ୍ରେନ୍ : ବିପଦରେ ଜନସାଧାରଣ ଉଚିତ ତଦନ୍ତ ପାଇଁ ଦାବି

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନର ବଙ୍ଗୋମୁଣ୍ଡା ରେଲୱେ ଫାଟକରେ ରବିବାର ସନ୍ଧ୍ୟାରେ ବିନା ଗେଟ୍ ବନ୍ଦରେ ଚାଲିଲା ଦୁର୍ଗ ପୁରୀଇଣ୍ଟର ସିଟି ଏକ୍ସପ୍ରେସ । ବିପଦରେ ଜନସାଧାରଣ ଭୟଭୀତ ଜନତା । ସୂଚନା ଅନୁସାରେ ରବିବାର ସନ୍ଧ୍ୟା ୮.୨୨ମିନିଟ୍
Read More...

କପୁର ମାଳ ଠାରେ ଖୋଲିଲା ଅସ୍ଥାୟୀ ମଣ୍ଡି

ଜୟପାଟଣା, (ଶେଷ ଦେବ ବେହେରା) : ଅନେକ ବର୍ଷର ପ୍ରତିକ୍ଷା ପରେ ଜୟପାଟଣା ବ୍ଲକର କପୁରମାଳ ଠାରେ ଅସ୍ଥାୟୀ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଏହି ମଣ୍ଡିର ପରିସର ମଧ୍ୟରେ ଜିଲ୍ଲାର ଏକ କୃଷି ବହୁଳ ଅଞ୍ଚଳ କପୁର ମାଳ, ରଜା ମୁଣ୍ଡା, ଓ ମୁଣ୍ଡୁରା ଗୁଡା, ଅଞ୍ଚଳର ୩୦୦ଜଣ ଚାଷୀଙ୍କ ହାରାହାରି
Read More...

ଶବ ସତ୍କାର କଲା ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର

ବରଗଡ, (ମୁନ୍ନା ସାହୁ) : ଜାତି ପ୍ରଥାର ଘୃଣ୍ୟ ରୂପ । ଅନ୍ୟଜାତିରେ ବାହା ହୋଇଥିଲା ବୋଲି ମୃତ୍ୟୁ ପରେ ନିଜ ରକ୍ତ ସମ୍ପର୍କୀୟ ବି ପର କଲେ । ଶବ ସତ୍କାର ପାଇଁ କେହି ଆସିଲେ ନାହିଁ । ଶବ ସତ୍କାର କଲା ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି
Read More...

ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ମୃତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ମୃତ ସ୍ୱାମୀଙ୍କ ବୟସ ୩୫ ଏବଂ ତାଙ୍କ ନାମ କାଳିଆ ସେଠୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।
Read More...

ଧକ୍କା ଦେଲା ଅଜଣା ଗାଡ଼ି : ଚାଲିଗଲା ୨ ବାଇକ୍ ଆରୋହୀଙ୍କ ଜୀବନ

ସୁନ୍ଦରଗଡ଼ : ଧକ୍କା ଦେଲା ଅଜଣା ଗାଡ଼ି । ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ସୁନ୍ଦରଗଡ଼ ତଳସରା ଥାନା ବାଲିଶଙ୍କର ତେଇଶମାଇଲ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଦୁଇ ଯୁବକ ହେଲେ ମାଳିଡିହି ଗାଁର ଅବିନାଶ ପ୍ରଧାନ ଓ ବିରଞ୍ଚି ପ୍ରଧାନ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବିଳମ୍ବିତ
Read More...

ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍ ଯାତାୟାତ ବାଧାପ୍ରାପ୍ତ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ ଘାଟି ବ୍ରିଜ ଉପରେ ଡିଭାଇଡର୍‌କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍‌ । ଏହି କାରଣରୁ ବ୍ରହ୍ମପୁରଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଛି ।
Read More...