Monthly Archives

June 2025

ମାଣ୍ଡୋସିଲ ପୁରାତନ ଛାତ୍ରର ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ପିଏମ ଶ୍ରୀ ହାଇସ୍କୁଲର ପୁରାତନ ଛାତ୍ର ସଂସଦର ଏକ ସମ୍ବର୍ଦ୍ଧନା ସଭା ସଭାପତି ଗୋକୁଳାନନ୍ଦ ଦଣ୍ଡସନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ଓଡିଆ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଓ
Read More...

ଶେଖର କିକ୍‌ ବକ୍ସିଂ ଏକାଡେମୀ ବଲାଙ୍ଗିରରେ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଲେଜ ଛକ ସ୍ଥିତ ଜ୍ଞାନ ବିହାର ବିଦ୍ୟାପୀଠରେ ଶେଖର କିକବକ୍ସିଂ ଏକାଡେମୀର ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କିକ୍‌ ବକ୍ସିଂ କ୍ରୀଡାରେ ଜାତୀୟ ତଥା ଆନ୍ତର୍ଜାତୀୟ କୃତିତ୍ୱ
Read More...

ସ୍ୱଚ୍ଛତା ନିଜଠାରୁ ଆରମ୍ଭ ହେବା ଉଚିତ କ୍ଲିନ୍ ଆଣ୍ଡ ଗ୍ରୀନର ପଞ୍ଚମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସମସ୍ତେ ସ୍ୱଚ୍ଛତା ବିଷୟରେ କହୁଛନ୍ତି କିନ୍ତୁ ଯଦି ଆମେ ନିଜେ ସଫା ରହିବା ଆରମ୍ଭ କରୁ, ତେବେ ପରିବେଶ ମଧ୍ୟ ସଫା ହୋଇପାରିବ ବୋଲି ଏନଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି । ରାଉରକେଲାରେ ସାମାଜିକ ସଂଗଠନ କ୍ଲିନ୍ ଆଣ୍ଡ ଗ୍ରୀନର
Read More...

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ
Read More...

କୁଲୁତା ସମାଜ ବଲାଙ୍ଗିର ଦ୍ୱାରା ଦହିପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଘଣ୍ଟା ଘର ଛକରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ କୁଲୁତା ସମାଜ, ବଲାଙ୍ଗିର ଦ୍ୱାରା ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ପବିତ୍ର ଶିତଳ ଷଷ୍ଠୀର ଭସାଣି ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସମାଜର
Read More...

ଦେଓଗାଁ ବ୍ଲକ ଓକିଲ ସଂଘର ସଭାପତି ଆଇନଜିବୀ ଅନନ୍ତ ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଓକିଲ ସଂଘର ସଭାପତି ଆଇନଜିବୀ ଅନନ୍ତ ସାହୁଙ୍କ ୬୦ ବର୍ଷ ବୟସରେ ରବିବାର ସକାଳେ ପରଲୋକ ହୋଇଯାଇଛି । ଶ୍ରୀ ସାହୁ ସକାଳୁ ଅସୁସ୍ଥତା ଅନୁଭବ କରିବାରୁ ବଲାଙ୍ଗିରର ଏକ ଘରୋଇ କ୍ଲିନିକରେ ସ୍ଵାସ୍ଥ୍ୟ ଯାଞ୍ଚ କରିବା ପରେ ଡାକ୍ତର ଭୀମଭୋଇ ମେଡିକାଲ
Read More...

ଜନ ଶୁଣାଣିରେ ୫୮ ଅଭିଯୋଗର ହେଲା ଶୁଣାଣି

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ରହି ମୋଟ ୫୮ ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥିମଧ୍ୟରେ ୨୪ ଟି ବ୍ୟକ୍ତିଗତ ଓ ୩୪
Read More...

ଡକାୟତି ଓ ଅସ୍ତ୍ରଶସ୍ତ୍ର ବିକ୍ରୟ ପୂର୍ବରୁ ମାଡ଼ିବସିଲା ବନ୍ଧମୁଣ୍ଡା ପୋଲିସ ୬ ଡକାୟତ ଗିରଫ : ବହୁ ଅସ୍ତ୍ରଶସ୍ତ୍ର ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନ୍ଧମୁଣ୍ଡା ପୋଲିସ୍ ୬ ଜଣ ଡକାୟତଙ୍କୁ ଗିରଫ୍ କରିବା ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି । ଗିରଫ ହୋଇଥିବା ୬ ଜଣ ଅପରାଧୀଙ୍କ ମଧ୍ୟରେ ରହିଛି ମାଷ୍ଟରମାଇଣ୍ଡ ମିଟୁ ତନ୍ତୀ । ଅପରାଧି ମିଟୁ ତନ୍ତୀ ନାମରେ ବିଭିନ୍ନ ଥାନାରେ ପୂର୍ବରୁ
Read More...

ଦୈନିକ ଅପରାହ୍ନର ବାର୍ଷିକୋତ୍ସବ ୨୦୨୫ ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ ଓ କବିତା କୁମ୍ଭପର୍ବ : ପୁସ୍ତକ ଉନ୍ମୋଚନ ଓ…

କୁଞ୍ଜବିହାରୀ ରାଉତଙ୍କୁ ସୃଜନ ଶ୍ରୀ ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : ବାଲେଶ୍ଵରରୁ ପ୍ରକାଶ ପାଉଥିବା ଦୈନିକ ଖବରକାଗଜ ଅପରାହ୍ନର ବାର୍ଷିକ ଉତ୍ସବ, ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ, କବିତାକୁମ୍ଭ ପର୍ବ, ପୁସ୍ତକ ଉନ୍ମୋଚନ ଓ ସୃଜନଶ୍ରୀ ସମ୍ମାନ ପ୍ରଦାନ ଦ୍ୱିଦିବସୀୟ ଉତ୍ସବ
Read More...

ବ୍ରାହ୍ମଣ ମହାସଭାର କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ ବ୍ରାହ୍ମଣ ଦିବସର ଅଭିନନ୍ଦନ ସହ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ବ୍ରାହ୍ମଣ ସମାଜ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବ୍ରାହ୍ମଣ ମହାସଭାର ୨୦୨୫ ପାଇଁ ସ୍ମରଣିକା
Read More...