Monthly Archives

June 2025

ଜାମଗାଁ ହାଇସ୍କୁଲର ପ୍ରାଚୀର ପତ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାଚୀର ପତ୍ର “ଆମ ଲେଖା ଆମ ଚିତ୍ର” ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ ଏସ୍‌ଏମ୍‌ସି ସଭ୍ୟ ପୁରୁଷୋତ୍ତମ ଗୁରହାଣ୍ଡିଙ୍କ ସ୍ୱହସ୍ତରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ
Read More...

ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପର୍ଥଲ୍ଲା ଗ୍ରାମ ପଂଚାୟତର ଫଲସାପଦର ଗ୍ରାମରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱା.ସି.ଡି.ଏ. (ବଲାଙ୍ଗିର) ଓ ଦେଶାଇ ଫାଉଣ୍ଡେସନ ତଥା ମହାନଦୀ ନେତ୍ର ଚିକିତ୍ସାଳୟ, ସୋନପୁର ମିଳିତ ଆନୁକୁଲ୍ୟରେ ଚକ୍ଷୁ
Read More...

ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ହୋଟେଲ ପାର୍କ ଲ୍ୟାଣ୍ଡଠାରେ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱ ଓ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ
Read More...

ଆଜି କେସିଙ୍ଗା ହରତାଳର ପଞ୍ଚମ ଦିନ ଅହିଂସା ମାର୍ଗରେ

କେସିଙ୍ଗା, (ପ୍ରୀତେଶ ପଟେଲ) : ସଚେତନ ନାଗରିକ ମଞ୍ଚ, କେସିଙ୍ଗା ଦ୍ୱାରା ଦଶ ଦଫା ଦାବି ନେଇ ଡାକରା ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଛି, କିନ୍ତୁ ଏପର୍ଯ୍ୟନ୍ତ ସମାଧାନର କୌଣସି ସଙ୍କେତ ମିଳିନାହିଁ । ତଥାପି, ଆନ୍ଦୋଳନ ପ୍ରତି ସମର୍ଥନରେ ନିରନ୍ତର
Read More...

ଟିକାବାଲିରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିରେ ରବିବାର କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଞ୍ଚିଛନ୍ତି । କଂଗ୍ରେସର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ଅଛନ୍ତି ୫ ଜଣ ସଦସ୍ୟ । ଗୋପାଳପୁରଠାରେ ହୋଇଥିବା ଜଘନ୍ୟ ଗଣବଳାତ୍କାର
Read More...

ଗୋପବନ୍ଧୁ ପାଠାଗାର ଏବଂ ସ୍ୱସ୍ତି ଝଙ୍କାର ଆନୁକୂଲ୍ୟରେ ବିଶ୍ଵ ସଙ୍ଗୀତ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗୋପବନ୍ଧୁ ପାଠାଗାର ଏବଂ ସ୍ୱସ୍ତି ଝଙ୍କାରର ମିଳିତ ଆନୁକୂଲ୍ୟରେ ବିଶ୍ଵ ସଙ୍ଗୀତ ଦିବସ ପାଠାଗାରର ସତ୍ୟବାଦୀ କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି । କବି ରାଜୀବ ପାଣିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ
Read More...

କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ହକ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ହେବେ ଉପକୃତ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବରଗଡ଼ ସାଂସଦ ତିନି ବର୍ଷ ପରେ କେନ୍ଦୁପତ୍ର ତୋଳାଳୀଙ୍କୁ ସେମାନଙ୍କ ହକ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଧନ୍ୟବାଦ
Read More...

ଛତ୍ରପୁର ରୋଟାରୀକ୍ଲବକୁ ରୋଟାରୀ ଗଭର୍ଣ୍ଣରଙ୍କ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ ଆନ୍ତର୍ଜାତୀୟ ଜିଲ୍ଲା ୩୨୬୨ ର ଜିଲ୍ଲା ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ଶନିବାର ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥ ରୋଟାରୀ କ୍ଲବକୁ ଆନୁଷ୍ଠାନିକ ଭାବେ ପରିଦର୍ଶନ କରି ଆୟୋଜିତ ଭବ୍ୟ-ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦାନ
Read More...

ସାଇବର ଅପରାଧକୁ ନେଇ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜ ଯେତେ ଆଗକୁ ଯାଉଛି, ସେତେ ସଂଖ୍ୟକ ନୂଆ ଅପରାଧ ସୃଷ୍ଟି ହେଉଛି ଓ ଅପରାଧିମାନେ ପୋଲିସ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ହେଉଛନ୍ତି । ସେହି ପ୍ରକାରରେ ଏବେ ଚାରିଆଡେ ଏକ ମାତ୍ର ଅପରାଧର ଉଣା ଅଧିକେ ସମସ୍ତେ ଶିକାର ହେଉଛନ୍ତି, ତାହା ହେଉଛି
Read More...

ଛତ୍ରପୁରଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ରିଜର୍ଭ ପୋଲିସ ପଡିଆଠାରେ ଶନିବାର ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମାନ୍ୟବର ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗ
Read More...