Monthly Archives

June 2025

ଏବିଭିପି ପଦ୍ମପୁର ଦ୍ୱାରା ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ରାଜାଜୀ ଟାଉନ ହଲଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଦ୍ମପୁର ତରଫରୁ ଦଶମ, ଦ୍ୱାଦଶ ଓ ସ୍ନାତକ ଶ୍ରେଣୀର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି
Read More...

ବନବିଭାଗ ଦ୍ୱାରା କେନ୍ଦୁ କାଠ ବୋଝେଇ ଟ୍ରାକ୍ଟର ଜବତ : ଜଣେ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) ଖପ୍ରାଖୋଲ ବ୍ଲକ ହରିଶଙ୍କର ବନ ବିଭାଗ ରେଞ୍ଜ ଅଧୀନ ତୂର୍ଲା ଗାଁ ନିକଟରେ ସୋମବାର ବିଳମ୍ବିତ ରାତିରେ ବନ ବିଭାଗ ଚଢାଉ କରି କେନ୍ଦୁ କାଠ ବୋଝେଇ ଏକ ଟ୍ରାକ୍ଟର ଜବତ କରିବା ସହିତ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ସୁଚନା ଅନୁଯାୟୀ ବନ ବିଭାଗ କୌଣସି
Read More...

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା

ବରଗଡ : ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା । ବରଗଡ଼ ଜିଲ୍ଲା ଭଟଲି ଥାନା ତରାଜୁଙ୍ଗା ଗାଁରେ ଏଭଳି ଘଟଣା ଘଟିଛି । ଭଟଲି ପୋଲିସ ଏହି ଘଟଣାରେ ପତ୍ନୀ ସମେତ ଶାଶୁ, ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରି ମାମଲାର ତଦନ୍ତ ଜାରି ରଖିଛି । ଛତିଶଗଡ଼ ରାଜ୍ୟର ଉସରତ୍ ଗାଁର ଭାନୁ ଚୌହାନ ତରାଜୁଙ୍ଗା
Read More...

ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପୋକ୍‌ସୋ ଆକ୍ଟ ଓ କୈଶୋର ନ୍ୟାୟ ଧାରା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପୋକ୍‌ସୋ ଆକ୍ଟ ଓ କୈଶୋର ନ୍ୟାୟ ଧାରା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ଆଇନ ସେବା ଅଧିକାରୀଙ୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଫାମିଲି
Read More...

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ : ଜୁଲାଇ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଫେରିବେ

ଭୁବନେଶ୍ୱର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ଅଛନ୍ତି । ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଫେରିବେ । ଏ ନେଇ ସୂଚନା ଦେଇଛନ୍ତି ବିଜେଡ଼ି ରାଜନୈତିକ ବ୍ୟାପାର କମିଟି ସଦସ୍ୟ ସଞ୍ଜୟ ଦାସବର୍ମା । ସେ କହିଛନ୍ତି, ବୁଧବାର ମୁମ୍ବାଇ ଧିରୁଭାଇ ଅମ୍ବାନୀ କୋକିଳାବେନ୍
Read More...

ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୫ ଦିନ ପରେ ଅଣସର ଘରୁ ବାହାରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଏହି
Read More...

ମାଆକୁ ପାଇପ୍‌ରେ ପିଟି ହତ୍ୟା କଲା ପୁଅ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ କରବାଲୁଆ ପାଣ୍ଡାଛକ ଖଡ଼ିକା ବନ୍ଧ ନିକଟରେ ଅଭାବନୀୟ ଘଟଣା । ମାଆକୁ ପାଇପ୍‌ରେ ପିଟି ପିଟି ହତ୍ୟା କଲା ବିକୃତ ମସ୍ତିଷ୍କ ପୁଅ । ପାରିବାରିକ କଳହକୁ ନେଇ ପୁଅ ସନ୍ତୋଷ ବେହେରା (୩୯ ବର୍ଷ) ମାଆ ଉଲି ବେହେରା (୫୫
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ସାଧାରଣ ପରିଷଦ ବୈଠକ : କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ରାଧାକୃଷ୍ଣ ମନ୍ଦିର, ସଦାଇପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ଇଂ ପ୍ରଫୁଲ୍ଲ କୁମାର ସାହୁ, ପ୍ରଥମରେ ଆମ ମଂଚର ସଦସ୍ୟ ଅନୁପ କୁମାର
Read More...

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ନକଲି ଡାକ୍ତରଙ୍କ ସହ ସହଯୋଗୀ ମହିଳା : ଜଣେ ଅଙ୍ଗନାବାଡି ଦିଦି ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଘଟଣାରେ ନକଲି ଡାକ୍ତରଙ୍କ ସହ ଜଣେ ସହଯୋଗୀ ମହିଳାଙ୍କ ସହ ଜଣେ ଅଙ୍ଗନାବାଡି ଦିଦି ଗିରଫ ହୋଇଛନ୍ତି । ପ୍ରକାଶ ଯୋଗ୍ୟ ଯେ' ମାଗଣାରେ ବି.ଏସ୍‌.ସି.ନର୍ସିଂ କୋର୍ସ ସହ ରହିବା, ଖାଇବା
Read More...

କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଞ୍ଚଳକୁ ପରିଦର୍ଶନ କଲେ ଗୃହ କମିଟି ସଦସ୍ୟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ଓଡିଶା ବିଧାନସଭା ଗୃହ କମିଟିର ୯ ଜଣିଆ ସଦସ୍ୟ । କଣ୍ଟାବାଞ୍ଜି ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଅଞ୍ଚଳର
Read More...