Daily Archives

କୁଲୁତା ସମାଜ ବଲାଙ୍ଗିର ଦ୍ୱାରା ଦହିପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଘଣ୍ଟା ଘର ଛକରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ କୁଲୁତା ସମାଜ, ବଲାଙ୍ଗିର ଦ୍ୱାରା ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ପବିତ୍ର ଶିତଳ ଷଷ୍ଠୀର ଭସାଣି ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସମାଜର
Read More...

ଦେଓଗାଁ ବ୍ଲକ ଓକିଲ ସଂଘର ସଭାପତି ଆଇନଜିବୀ ଅନନ୍ତ ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଓକିଲ ସଂଘର ସଭାପତି ଆଇନଜିବୀ ଅନନ୍ତ ସାହୁଙ୍କ ୬୦ ବର୍ଷ ବୟସରେ ରବିବାର ସକାଳେ ପରଲୋକ ହୋଇଯାଇଛି । ଶ୍ରୀ ସାହୁ ସକାଳୁ ଅସୁସ୍ଥତା ଅନୁଭବ କରିବାରୁ ବଲାଙ୍ଗିରର ଏକ ଘରୋଇ କ୍ଲିନିକରେ ସ୍ଵାସ୍ଥ୍ୟ ଯାଞ୍ଚ କରିବା ପରେ ଡାକ୍ତର ଭୀମଭୋଇ ମେଡିକାଲ
Read More...

ଜନ ଶୁଣାଣିରେ ୫୮ ଅଭିଯୋଗର ହେଲା ଶୁଣାଣି

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ରହି ମୋଟ ୫୮ ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥିମଧ୍ୟରେ ୨୪ ଟି ବ୍ୟକ୍ତିଗତ ଓ ୩୪
Read More...

ଡକାୟତି ଓ ଅସ୍ତ୍ରଶସ୍ତ୍ର ବିକ୍ରୟ ପୂର୍ବରୁ ମାଡ଼ିବସିଲା ବନ୍ଧମୁଣ୍ଡା ପୋଲିସ ୬ ଡକାୟତ ଗିରଫ : ବହୁ ଅସ୍ତ୍ରଶସ୍ତ୍ର ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନ୍ଧମୁଣ୍ଡା ପୋଲିସ୍ ୬ ଜଣ ଡକାୟତଙ୍କୁ ଗିରଫ୍ କରିବା ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି । ଗିରଫ ହୋଇଥିବା ୬ ଜଣ ଅପରାଧୀଙ୍କ ମଧ୍ୟରେ ରହିଛି ମାଷ୍ଟରମାଇଣ୍ଡ ମିଟୁ ତନ୍ତୀ । ଅପରାଧି ମିଟୁ ତନ୍ତୀ ନାମରେ ବିଭିନ୍ନ ଥାନାରେ ପୂର୍ବରୁ
Read More...

ଦୈନିକ ଅପରାହ୍ନର ବାର୍ଷିକୋତ୍ସବ ୨୦୨୫ ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ ଓ କବିତା କୁମ୍ଭପର୍ବ : ପୁସ୍ତକ ଉନ୍ମୋଚନ ଓ…

କୁଞ୍ଜବିହାରୀ ରାଉତଙ୍କୁ ସୃଜନ ଶ୍ରୀ ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : ବାଲେଶ୍ଵରରୁ ପ୍ରକାଶ ପାଉଥିବା ଦୈନିକ ଖବରକାଗଜ ଅପରାହ୍ନର ବାର୍ଷିକ ଉତ୍ସବ, ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ, କବିତାକୁମ୍ଭ ପର୍ବ, ପୁସ୍ତକ ଉନ୍ମୋଚନ ଓ ସୃଜନଶ୍ରୀ ସମ୍ମାନ ପ୍ରଦାନ ଦ୍ୱିଦିବସୀୟ ଉତ୍ସବ
Read More...

ବ୍ରାହ୍ମଣ ମହାସଭାର କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ ବ୍ରାହ୍ମଣ ଦିବସର ଅଭିନନ୍ଦନ ସହ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ବ୍ରାହ୍ମଣ ସମାଜ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବ୍ରାହ୍ମଣ ମହାସଭାର ୨୦୨୫ ପାଇଁ ସ୍ମରଣିକା
Read More...

ଘସିଏନ୍‌ ଦେବୀ କୃଷକ ଉତ୍ପାଦକ କମ୍ପାନୀର ବ୍ୟବସାୟ କେନ୍ଦ୍ର : ବରଗାଁଠାରେ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାର ଏବଂ ନାବାର୍ଡ ପ୍ରୋତ୍ସାହିତ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ଘସିଏନ ଦେବୀ କୃଷକ ଉତ୍ପାଦକ କମ୍ପାନୀ ଲିଃ ପ୍ରଥମ ବ୍ୟବସାୟିକ ଆଉଟଲେଟ ଆଜି ଉଦ୍‌ଘାଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନାବାର୍ଡର ମୁଖ୍ୟ
Read More...

ବିଶ୍ୱ ଶିଶୁ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ମାଣିକ୍ୟ ଜୟନ୍ତୀ ପାଳନ ଅବସରରେ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରଠାରେ ବିଶ୍ୱ ଶିଶୁ ଦିବସ ପାଳିତ ହୋଇଯାଇଛି । କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ
Read More...

ମାଁ ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨ ଜୁନ ୨୦୨୫ ସୋମବାର ଦିନ ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ ହସ୍ପିଟାଲର ରକ୍ତଭଣ୍ଡାରଠାରେ ଅଗ୍ରଣୀ ସାମାଜିକ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ସଦସ୍ୟ ଅରୁଣ ପଲତାଙ୍କର ଜନ୍ମ ଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ
Read More...

ଏବିଏସ୍‌ଏସ୍‌ ପକ୍ଷରୁ ୩୭ତମ ଶୀତଳ ଷଷ୍ଠୀ ମହୋତ୍ସବ ସମ୍ପର୍ଣ୍ଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏବିଏସ୍‌ଏସ୍‌ ପକ୍ଷରୁ ୩୭ତମ ଶୀତଳ ଷଷ୍ଠୀ ଯାତ୍ରା ମହାସମାରୋହରେ ସମ୍ପର୍ଣ୍ଣ ହୋଇଯାଇଛି । ଶ୍ରୀ ଶ୍ରୀ ସିର୍ଦ୍ଦେଶ୍ୱର ବାବା ମାତା ପାର୍ବତୀଙ୍କୁ ମହାଆଡମ୍ବରରେ ନେଇ ଫେରିଛନ୍ତି । ଏବିଏସ୍‌ଏସର ଏହି ଯାତ୍ରାରେ ଅନେକ ନୂଆ ଆକର୍ଷଣ ଦେଖିବାକୁ ମିଳିଛି ।
Read More...