Monthly Archives

June 2025

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ସଇଁତଲା, (ଖୁସିରାନି ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ଶିଶକେଲା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ଉକ୍ତ ଉତ୍ସବରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁମଣି ସେଠଙ୍କ ଅଧ୍ୟକ୍ଷତାରେ
Read More...

ସଂସ୍କୃତ ଶିକ୍ଷକ ରାଜକିଶୋର ପଣ୍ଡାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜ କିଶୋର ପଣ୍ଡାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି ବରଗଡ ପ୍ରଶାସନ : ଶ୍ରୀକାନ୍ତ ମିଶ୍ର

ବରଗଡ, (ନିରୋଜ କୁମାର ପାଣୀ) : ଲୋକଙ୍କ ଆଶୀର୍ବାଦରେ ଗଠିତ ଓଡ଼ିଶାର ଜନପ୍ରିୟ ଓ ଲୋକଙ୍କ ସରକାର ତଥା ଲୋକଙ୍କ ମୁମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦନାମ କରିବାର ଷଡଯନ୍ତ୍ର । ବହୁ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଏକ ଜନପ୍ରିୟ ସରକାର ଗଠିତ ହୋଇଛି । ସରକାରର ନେତୃତ୍ୱ ନେଉଥିବା
Read More...

ଛେଲିଆପାଟ ପୀଠ ଆମ୍ବଝରଣକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଝରଣୀପାଲି ପଞ୍ଚାୟତ ଅନ୍ତର୍ଗତ ଆମ୍ବଝରଣଠାରେ ଥିବା ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ଛେଲିଆପାଟ ପୀଠକୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର୍ ଗସ୍ତ କରି ନିରୀକ୍ଷଣ କରିଛନ୍ତି । ପୂର୍ବରୁ ଉକ୍ତ ସ୍ଥାନକୁ ସରକାରି ସ୍ତରରେ ପର୍ଯ୍ୟଟନ
Read More...

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ନକ୍‌ ଆଉଟ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ଘୁଚେପାଲି ୬-୩ ଗୋଲରେ ବରକାନି ଏଫ୍‌ସିକୁ ହରାଇଛି । ଅତିଥି ଭାବେ ଓଆଇସି ଡବ୍ଲୁଟି ରବିନ୍ଦ୍ର କୁମାର ସୁନା, ଆପିଇ
Read More...

ନୂତନ ଗୃହ ନିର୍ମାଣ ପାଇଁ ମାନ୍ୟବର ବଲାଙ୍ଗିର ବିଧାୟକଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂଜା ମଣ୍ଡପ ଗାନ୍ଧୀ ପାଠାଗାରର ନୂତନ ଗୃହ ନିର୍ମାଣ ପାଇଁ ମାନ୍ୟବର ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଗାନ୍ଧି ପାଠାଗାରର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ
Read More...

ଅମାନବିକ ନିର୍ଯ୍ୟାତନା ବିରୋଧରେ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର ) : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଖରିଗୁମାର ଅମାନବିକ ଦଳିତ ନିର୍ଯ୍ୟାତନା ସାରା ରାଜ୍ୟ ପାଇଁ ଲଜ୍ଜାକର ଘଟଣା ଏବଂ ଉତ୍ତରପ୍ରଦେଶର ଇଟୱାଠାରେ ଦୁଇ ଜଣ ଯାଦବ ସଂପ୍ରଦାୟ କଥା ବାଚକଙ୍କ ଉପରେ ଅମାନୁସିକ ଅତ୍ୟାଚାର ବିରୋଧରେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି
Read More...

ଗୋଚର ଜମି ନଥିବାରୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅଜବ ଢଙ୍ଗରେ ଧାରଣା ଦେଲେ ଗ୍ରାମବାସୀ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ କଶୃପଡ଼ା ପଞ୍ଚାୟତ ଶୁକୁନାଭଟା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଜବ ଢଙ୍ଗ ଘଟଣା । ସୂଚନା ମୁତାବକ ସୂକୁନାଭଟା ଗ୍ରାମର ନାମରେ ଦୀର୍ଘ ବର୍ଷ ଧରି ଗୋଚର ଜମି ୫୨ ଏକର ଏବଂ ଜଳଚର ଜମି ୨୦ ରୁ ୪୦ ଏକର ଥିବା ଗ୍ରାମବାସୀ ମତ
Read More...

ସେଙ୍ଗେଲ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ ସମାଜ ସୁଧାର ପାଇଁ ପାଞ୍ଚ ଦଫା ଦାବି

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ସଭାପତି ସହ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡ଼ିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ନାରାନ ମୁର୍ମୁଙ୍କ ନେତୃତ୍ୱରେ ଐତିହାସିକ ୩୦ ଜୁନ୍ ସାନ୍ତାଳ୍ ହୁଲ୍ ଦିବସରେ ସମାଜ ସୁଧାର ସେଙ୍ଗେଲ
Read More...

ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାଯତ ଉଚ୍ଚବିଦ୍ୟାଳୟ ପୁରେନାର ହିନ୍ଦୀ ଶିକ୍ଷକ ଲେଖ୍ରୁ ବାରିକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ, ପ୍ରଧାନ ଶିକ୍ଷକ ପ୍ରମୋଦ ନାଥ, ସମ୍ମାନିତ
Read More...