Monthly Archives

May 2025

ଟ୍ରକ ଧକ୍କାରେ ଚାଲିଗଲା ୨ ଡ୍ରାଇଭରଙ୍କ ଜୀବନ

ପାରାଦୀପ : ଡ୍ରାଇଭରଙ୍କୁ ଚାପି ଦେଲା ଟ୍ରକ । ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା । ଏକ ବ୍ରେକ୍ ଡାଉନ୍ ହାଇୱାକୁ କାମ କରୁଥିବା ବେଳେ ଚାପି ଦେଲା ଆଇରନ ବୋଝେଇ ଟ୍ରକ । ବନ୍ଦରର ସ-୧୦ ସମ୍ମୁଖରେ ଘଟିଛି ଦୁର୍ଘଟଣା । ହାଇୱା ଗାଡ଼ି ଖରାପ ହେବାରୁ ଦୁଇଜଣ ଡ୍ରାଇଭର ଗାଡ଼ିର କେବିନ୍
Read More...

ପଦ୍ମପୁର ଉପଖଣ୍ଡରେ ନୂତନ ଏସଡିପିଓଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ନୂତନ ଏସଡିପିଓ ଭାବେ ପାଣ୍ଡବ ଶବର ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୨୦ ବ୍ୟାଚର ଶ୍ରୀ ଶବର ଏହା ପୂର୍ବରୁ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଥିଲେ । ଉପଖଣ୍ଡ ରେ, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ଶିଶୁ ଓ
Read More...

ଘନିପୁର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ

ଭୋଟ ସରିଛି, ଫଳାଫଳ ଘୋଷଣାକୁ ଅପେକ୍ଷା ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ବିରୋଧରେ ଅନାସ୍ଥା ଭୋଟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପ୍ରତିମା ପାତ୍ରଙ୍କ
Read More...

ଦୀର୍ଘ ୨୦ବର୍ଷ ପରେ ବାନ୍ଦୁପଲାରେ ୫୫ଜଣ ଭୂମିହୀନଙ୍କୁ ଜମି ଚିହ୍ନଟ ସହ ଦଖଲ ଅଧିକାର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ଇଚ୍ଛାପଡ଼ା ରାଜସ୍ୱ ସର୍କଲ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମର ୫୫ଜଣ ଭୂମିହୀନ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ଦୀର୍ଘ ୨୦ବର୍ଷ ପରେ ୪ଡିସିମିଲ ଲେଖାଏଁ ଜମି ଚିହ୍ନଟ କରି ସୀମା ନିର୍ଦ୍ଧାରଣ ସହ ଦଖଲ ଅଧିକାର ପ୍ରଦାନ
Read More...

ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଦୁଇ ବର୍ଷ ମଧ୍ୟରେ କେହି ଜଣେ ଛାତ୍ରଛାତ୍ରୀ ପାଇ ନାହାନ୍ତି ଏ – ୧ ଗ୍ରେଡ଼

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ । ଏହି ଫଳରୁ ଜଣାପଡିଛି ଯେ ଏଥର ଖପ୍ରାଖୋଲ ବ୍ଲକର ୨୩ଟି ବିଦ୍ୟାଳୟରେ ମୋଟ ୧୪୭୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୧୪୨୫ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ୫୩ ଜଣ ଫେଲ କରିଥିବା
Read More...

ସଂକ୍ରୀ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରୀ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ତୃତୀୟ ବର୍ଷ ଅବସରରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶଙ୍କରୀ ମହାଦେବ ପଡା, ଶଙ୍କରୀ ହନୁମାନ ପଡା,
Read More...

ବଲାଙ୍ଗିର ସଂସ୍କୃତ ପରିଷଦର ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଂସ୍କୃତ ପରିଷଦ ଦ୍ୱାରା ଜଗତ ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ ପରିଷଦ ପୂର୍ବତନ ସଭାପତି ଉପଦେଷ୍ଟା ନୀଳମଣି ମିଶ୍ରଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ଜୟରାମ ମିଶ୍ର
Read More...

କାଦୁଅ ପଚ ପଚ ଅଫାମରା ରାସ୍ତା : ସ୍ୱପ୍ନ ପାଲଟିଛି ଗାଁକୁ ପକ୍କା ରାସ୍ତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲ ପଞ୍ଚାୟତ ଅନ୍ତର୍ଗତ ଅପାମରା ଗାଁରେ ଶିକ୍ଷା ତଥା ଅନ୍ୟାନ୍ୟ ଭିତ୍ତିଭୂମି କ୍ଷେତ୍ରରେ ଆଗୁଆ ଥିଲେ ହେଁ ବିକାଶ ପଥରେ ବାଧା ସୃଷ୍ଟି କରୁଛି ଗ୍ରାମ୍ୟ ରାସ୍ତା । ଗାଁରୁ ପ୍ରାୟ ୩ଶହ ମିଟର ଦୂରରେ ପଞ୍ଚାୟତକୁ ଯାଇଛି ପ୍ରଧାନମନ୍ତ୍ରୀ
Read More...

ଜାତୀୟ ରାଜପଥ ଉପରେ ଶୁଖିଲା ଗଛ ; ବିପଦରେ ଯାତ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ ବଲାଙ୍ଗିରରୁ ଦେଓଗାଁ ରାସ୍ତାର ବିଭିନ୍ନ ସ୍ଥାନରେ ଶତାଧିକ ଶୁଖିଲା ବିରାଟକାୟ ଗଛ ରହିଛି । ପ୍ରତିଦିନ ଅପରାହ୍ନରେ କାଳ ବୈଶାଖୀ ଯୋଗୁଁ ଝଡ଼ ବାତ୍ୟା ହେଉଛି । ତେଣୁ କେତେବେଳେ ଯେ ରାସ୍ତା ଉପରେ ଥିବା ବିରାଟକାୟ ଶୁଖିଲା
Read More...

ଜନକପୁରଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଡିଘାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜନକପୁରଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ ସେବା, ଜନ ସାଧାରଣଙ୍କୁ ପ୍ରଦାନ କରାଯାଇଥିଲା CHC ଚୁଡାପାଲି ତରଫରୁ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁମତି ମତେ ତଥା ନିର୍ଦ୍ଦେଶ
Read More...