Monthly Archives

May 2025

ନିଖୋଜ ଯୁବତୀଙ୍କ ଗଳିତ ଶବ ଉଦ୍ଧାର

ଅନୁଗୁଳ : କଣିହା ବ୍ଲକ୍ ଲୋଧାଝରୀ ଗାଁର ଜଣେ ଯୁବତୀ ୯ ଦିନ ଧରି ନିଖୋଜ ଥିବା ବେଳେ ତାଙ୍କର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ୨୬ ତାରିଖରେ ଭୁବନେଶ୍ୱର ଯାଉଥିବା ବେଳେ ଯୁବତୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ । ଭୁବନେଶ୍ୱର ବାହାରିଥିବା ବେଳେ ତାଳଚେରରୁ ଟ୍ରେନ୍ ବାତିଲ ହୋଇଯାଇଥିଲା । ପରେ
Read More...

“ବିଶ୍ୱ ସ୍ତରରେ ଭାରତର ସ୍ୱଦେଶୀ କ୍ରୀଡାର ଉତ୍ଥାନ” — ୱେଭ୍ସ ୨୦୨୫ରେ ଭାରତର କ୍ରୀଡା ଐତିହ୍ୟକୁ ପାଳନ ଏବଂ ଜଗତୀକରଣ…

• ସ୍ୱଦେଶୀ ଖେଳ କେବଳ ଶାରୀରିକ ପ୍ରତିଯୋଗିତା ନୁହେଁ, ବରଂ ଆମ ସମ୍ପ୍ରଦାୟ, ପରମ୍ପରା ଏବଂ ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ : ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ• ଖେଲୋ ଇଣ୍ଡିଆ ପଦକ୍ଷେପ ତୃଣମୂଳ ସ୍ତରର ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ କ୍ରୀଡାର ଭବିଷ୍ୟତ ଗଠନ
Read More...

ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡାର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

• ବିହାରରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା, ଏହି ପ୍ଲାଟଫର୍ମରେ ଆପଣ ସର୍ବୋତ୍ତମ ପ୍ରଦର୍ଶନ କରନ୍ତୁ ଏବଂ ଏହା ପ୍ରକୃତ କ୍ରୀଡ଼ା ଉତ୍କର୍ଷତାକୁ ପ୍ରୋତ୍ସାହିତ କରୁ: ପ୍ରଧାନମନ୍ତ୍ରୀ• ଆଜି ଭାରତ ୨୦୩୬ରେ ଦେଶରେ ଅଲିମ୍ପିକ୍ସ
Read More...

ନୂଆଦିଲ୍ଲୀରେ ଆୟୋଜିତ ୧୦୦୮ଟି ସଂସ୍କୃତ ସମ୍ଭାଷଣ ଶିବିରର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର…

୧୯୮୧ ମସିହାରୁ, ସଂସ୍କୃତ ଭାରତୀ ସଂସ୍କୃତରେ ଉପଲବ୍ଧ ବିଶାଳ ଜ୍ଞାନକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରିବା ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ସଂସ୍କୃତ କହିବା ଏବଂ ଶିଖିବା ପାଇଁ ତାଲିମ ଏବଂ ସକ୍ଷମ କରିବା କାର୍ଯ୍ୟ କରିଆସୁଛିସଂସ୍କୃତ ଭାରତୀର ପ୍ରୟାସ କାରଣରୁ, ସଂସ୍କୃତ ପ୍ରତି ଆଗ୍ରହ ଏବଂ ଦେଶର
Read More...

ବ୍ରିଜ୍ ନିର୍ମାଣ ବେଳେ ଅଘଟଣ : ବିଦ୍ୟୁତ ଆଘାତରେ ଚାଲିଗଲା ଶ୍ରମିକଙ୍କ ଜୀବନ

ବିନିକା : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କପାସିରାରେ ଅଘଟଣ । ବ୍ରିଜ୍‌ ନିର୍ମାଣ କାମ କରୁଥିବା ଲାଗିଲା ବିଦ୍ୟୁତ ଝଟ୍‌କା । ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ । ମୃତ ଶ୍ରମିକ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଉଲ୍‌ ଗାଁର ଟଙ୍କଧର ତାର୍ଜନ ବୋଲି ଜଣାପଡିଛି । ଡୁଙ୍ଗୁରିପାଲି ଥାନା
Read More...

ଗୁଡଭେଲା ବ୍ଲକ୍ ସ୍ତରୀୟ ନିଷ୍ଠା ତାଲିମ ଉଦ୍‌ଯାପିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ସ୍ତରୀୟ ତୃତୀୟ ପର୍ଯ୍ୟାୟ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିବା "ନିଷ୍ଠା" ତାଲିମ ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ
Read More...

ଡେଲାଙ୍ଗ ବ୍ଲକରେ ମାଟ୍ରିକ ଟପର ଲିଲିମା ଓ ମଧୁସ୍ମିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉିଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ମାଟ୍ରିକ ରେଜଲ୍ଟ ବାହାରିବା ପରେ ଖୁସିର ଖୁସିର ଲହରୀ ଖେଳିଯାଇଛି । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ଲିଲିମା ପୃଷ୍ଟି ଏ-ୱାନ୍‌ ୫୫୫ ମାର୍କ, ସରବତୀ ଶିଶୁ ବିଦ୍ୟାମନ୍ଦିର
Read More...

ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ହେଲେ ଯୁବନେତା ନିର୍ମଳ କୁମାର ପରିଡା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ଭାବେ ନିର୍ମଳ କୁମାର ପରିଡ଼ାଙ୍କ ନିଯୁକ୍ତି କରିବା ପରେ ଆଜି ତାଙ୍କ ନେତୃତ୍ୱରେ ମାଁ ଗଡ଼ଚଣ୍ଡୀ ପୀଠ, କାଳୁପଡାଠାରେ ବ୍ଲକ ଏକୋଇଶ ପଞ୍ଚାୟତର ମୁରବୀ ଓ ଦଳୀୟ
Read More...

ଅନଲାଇନ୍ ବେଟିଂ କାରବାରରୁ ଯୁବକଙ୍କୁ ବିଭତ୍ସ ହତ୍ୟା

ଟ୍ରେନ ଲାଇନରେ ଫିଙ୍ଗିଦେଲେ ମୃତଦେହମାଳିଶିରା-ରହେନଭଟା ଟ୍ରେନ ଲାଇନ ପାର୍ଶ୍ଵରୁ ବୁଲେଟ ସହ ଉଦ୍ଧାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା- ରହେନଭଟା ମଧ୍ୟବର୍ତ୍ତି ବିଟାବନ୍ଧ (ନୂଆପଡା) ଗ୍ରାମ ନିକଟ ଟ୍ରେନ ଲାଇନ ୧୯୩/୧୭ ପାଖରୁ ଜଣେ
Read More...

ୱେଭ୍ସ ୨୦୨୫ରେ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ଉପରେ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ରିପୋର୍ଟ ଉନ୍ମୋଚନ କଲେ କେନ୍ଦ୍ର…

ଏକ ବିଶ୍ୱସ୍ତରୀୟ ସୃଜନଶୀଳ ମହାଶକ୍ତି ଭାବେ ଭାରତର ଉତ୍ଥାନ ଉପରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ଗତକାଲି ମୁମ୍ବାଇରେ ଚାଲିଥିବା ୱେଭ ଶିଖର ସମ୍ମିଳନୀରେ ପାଞ୍ଚଟି
Read More...