Monthly Archives

May 2025

ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ

୧,୧୬୪ ଏକର ଜମିରେ, ୫,୬୩୧ କୋଟି ଟଙ୍କା ବିନିଯୋଗରେ ବିକଶିତ ୩ଟି ପର୍ଯ୍ୟାୟରେ ନିର୍ମାଣ ହେବସମ୍ପୂର୍ଣ୍ଣ ହେବା ପରେ ବର୍ଷକୁ ୪୬ ଲକ୍ଷ ଯାତ୍ରୀଙ୍କ ବିମାନ ଯାତାୟତ ପାଇଁ ସୁବିଧା ପ୍ରଦାନ ଭୁବନେଶ୍ୱର : ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର
Read More...

ସେନା-ନୌସେନା ବାୟୁସେନା ଦେଲା ପରିଣାମ : ପାକ୍‌ରେ ଭାରତ ଖେଳିଲା ରକ୍ତର ହୋଲି

ନୂଆଦିଲ୍ଲୀ : ପହଲଗାମ ପ୍ରତିଶୋଧ ଅପରେସନ ସିନ୍ଦୂର । ଲୁହ-ଲହୁର ହିସାବ ନେଇଛି ଭାରତ । ରକ୍ତର ହୋଲି ଖେଳି ନୀରିହ ଜୀବନ ନେଇ ୨୬ଜଣଙ୍କ ମଥାରୁ ସିନ୍ଦୂର ପୋଛିଥିବା ଆତଙ୍କୀ ଶିବିରରେ ଏୟାର ଷ୍ଟ୍ରାଇକ୍ କରିଛି ଭାରତ । ପହଲଗାମ୍ ଗଣହତ୍ୟାର ବଦଲା ନେଇଛି ଭାରତ । ପାକିସ୍ତାନର ୯ଟି ସ୍ଥାନରେ
Read More...

ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟପାଳ : ସେପଟେ ନଷ୍ଟ ହେଉଛି ରାଜଭବନର ସବୁଜିମା

ଭୁବନେଶ୍ୱର : ରାଜଭବନ ପରିସରରୁ ଚାଲିଛି ଗଛ କଟା । ଗୋପବନ୍ଧୁ ଛକ ପଟ ପାଚେରି କଡ଼ରୁ ଅନେକ ଗଛ କଟା ଚାଲିଛି । ଛୋଟ, ବଡ଼ ଗଛ ସବୁକିଛି ବଳି ପଡ଼ୁଛି । କଟର୍‌ ଦ୍ୱାରା ଗଛକୁ ଛୋଟ ଛୋଟ ଖଣ୍ଡ କରି ବୁହାଚାଲିଛି । ଏସ୍କାଭେଟର ଗଛର ଚେର ମୂଳକୁ ତାଡ଼ି ଦେଉଛି । ଗତ କିଛିଦିନ ଧରି ରାଜଭବନର ହରିଣ
Read More...

ମେଧାବୀ ଛାତ୍ରୀଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଛାତ୍ରୀ ଶ୍ରେଷ୍ଠା ପଣ୍ଡା ନୂଆପଡ଼ା ଜିଲ୍ଲା ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି । ଏନେଇ ଜିଲ୍ଲାପାଳ ମଧ୍ୟ ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି । ମଙ୍ଗଳବାର ନୂଆପଡ଼ା ବ୍ରାହ୍ମଣ ସମାଜ ପକ୍ଷରୁ
Read More...

ବାଲିଗୁଡାରେ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଯାତ୍ରାରମ୍ଭ : ନିମନ୍ତ୍ରଣ ପରେ ଫୁଲଚାଙ୍ଗୁଡ଼ି ପୂଜା ଓ ଦିଗବନ୍ଧନ ଶେଷ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମାିଁ ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପରେ ଯଥାରିତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଅସ୍ଥାୟୀ
Read More...

ଧର୍ମପରାୟଣା ମହିଳା ଶାନ୍ତି ପଣ୍ଡାଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସମାଜସେବୀ ସ୍ୱର୍ଗତ ତାରକେଶ୍ୱର ପଣ୍ଡାଙ୍କ ମାଆ ଶାନ୍ତି ପଣ୍ଡା (୮୮) ଛତ୍ରପୁର ସ୍ଥିତ ନିଜ ବାସ ଭବନରେ ମଙ୍ଗଳବାର ପ୍ରାତଃ ସମୟରେ ଇହଧାମ ତ୍ୟାଗ କରିଛନ୍ତି । ସେ ଜଣେ ମେଳାପୀ, ସ୍ନେହୀ, ଧର୍ମପରାୟଣା, ପରୋପକାରୀ ମହିଳା ଥିଲେ । ଶେଷ ନିଃଶ୍ୱାସ
Read More...

ଆଇନ ଶୃଙ୍ଖଳାକୁ ନେଇ ଗର୍ଜିଲା ବିଜେଡ଼ି

ଅନୁଗୁଳ : ଅନୁଗୁଳ ଜିଲ୍ଲାର ଲୋଧାଝରି ଗାଁର ୨୩ ବର୍ଷୀୟା ଦଳିତ ଯୁବତୀଙ୍କୁ ଏପ୍ରିଲ ୨୬ ତାରିଖରେ ରେଳ ଷ୍ଟେସନ ପାଖରୁ ଅପହରଣ କରାଯାଇ ବଳତ୍କାର ଓ ହତ୍ୟା କରାଯିବା ପରେ ଏସିଡ ଯୋଗେ ଶବକୁ ଜଳାଇଦେବା ଭଳି ଜଘନ୍ୟ ନାରକୀୟ କାଣ୍ଡ ମାମଲାକୁ ନେଇ ବିଜେଡ଼ି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ।
Read More...

ବହୁଭାଷୀ ନାଟକ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

୮ ରୁ ୧୧ ପର୍ଯ୍ୟନ୍ତ ପ୍ରୟାସ ନାଟକ ମହୋତ୍ସବ ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରୟାସ ରାଉରକେଲା ଆୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟକ ମହୋତ୍ସବ ୨୦୨୫ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ପ୍ରୟାସ ପରିବାର ତରଫରୁ ଆୟୋଜିତ
Read More...

ବାରିପଦା ବି. ଇ. ଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଡି ଆଇ ଇ ଟି ସମ୍ମିଳନୀ କକ୍ଷରେ ବାରିପଦାର ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁଙ୍କ
Read More...

ଆଜି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସ୍ନାତକ ପରୀକ୍ଷା ୨୦୨୫ର ଫଳାଫଳ ପ୍ରକାଶ ପାଇଛି

ବରଗଡ, (ନିରୋଜ କୁମାର ପାଣୀ) : ଏହି ପରୀକ୍ଷାରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅଧିନସ୍ଥ, କମଗାଁରେ ଥିବା ଶକୁନ୍ତଳା ବିଦ୍ୟାଧର ମହିଳା ସ୍ନାତକ ମହାବିଦ୍ୟାଳୟର ଛାତ୍ରୀମାନେ ଉନ୍ନତ ମାନରେ ସଫଳତା ହାସଲ କରିଛନ୍ତି । ବିଭିନ୍ନ ସମ୍ମାନ ବିଷୟରେ ମହା ବିଦ୍ୟାଳୟର ୧୭୫ ଜଣ ଛାତ୍ରୀ ପରୀକ୍ଷା
Read More...