Monthly Archives

May 2025

ବଲାଙ୍ଗିର ଗସ୍ତରେ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ ପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟପାଳ ଡ଼.ହରିବାବୁ କମ୍ଭମ ପତି ଦିନିକିଆ ଗସ୍ତରେ ଆସୁଛନ୍ତି । ସେ ୮ ତାରିଖ ଅପରାହ୍ନ ୩ଟାରେ ଖପ୍ରାଖୋଲ ଥାନା ମହରାପଦର ହାଇସ୍କୁଲ ପଡ଼ିଆରେ ଓହ୍ଲାଇବେ । ସେଠାରେ ସେ ଖପ୍ରାଖୋଲ ପାନ୍ଥନିବାସକୁ ଯିବେ । ପରେ ସଂଧ୍ୟା ୬ଟାରେ
Read More...

ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା : ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି

ଭୁବନେଶ୍ୱର : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଉଥିବାରୁ ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । ଭାରତର ଅପରେସନ୍ ସିନ୍ଦୂର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି
Read More...

ସାନ୍ତାଳୀ ଭାଷାରେ ଛବିଳ ‘ବର୍ଣ୍ଣବୋଧ’

କଟକ : ସନ୍ତାଳୀ ଭାଷାରେ ପ୍ରକାଶ ପାଇବାକୁ ଯାଉଛି ଛବିଳ ‘ବର୍ଣ୍ଣବୋଧ’ । ଆସନ୍ତା କିଛି ଦିନ ଭିତରେ ଏହା ବଜାରରେ ଉପଲବ୍ଧ ହେବ । ଓଡ଼ିଶାରେ ପ୍ରଥମଥର ପାଇଁ କୌଣସି ପ୍ରାନ୍ତୀୟ ତଥା ଆଦିବାସୀ ଭାଷାରେ ବର୍ଣ୍ଣବୋଧ ପ୍ରକାଶ ପାଇବ । ଓଡ଼ିଶା ବୁକ୍‌ ଏମ୍ପୋରିୟମ୍‌ ତରଫରୁ ଏଭଳି ଅଭିନବ ଉଦ୍ୟମ ଆରମ୍ଭ
Read More...

ଭାରତ-ପାକିସ୍ତାନ ଯୁଦ୍ଧ ଭୟ ବଢିଲା : ଭୁବନେଶ୍ୱର ଏୟାରପୋର୍ଟରେ ହାଇ ଆଲର୍ଟ

ଭୁବେନେଶ୍ୱର : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଉଥିବାରୁ ଦେଶର ବିଭିନ୍ନ ରାଜ୍ୟର ଏୟାରପୋର୍ଟକୁ ହାଇଆଲର୍ଟ ଜାରି କରାଯାଇଛି । ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବି ହାଇ ଆଲର୍ଟ ଜାରି କରାଯାଇଛି । ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି
Read More...

ସମ୍ଭାବନା ପ୍ରଯୋଜିତ ନାଟକ “ପାଞ୍ଚାଳୀ” ମଞ୍ଚସ୍ଥ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ଶହୀଦ ସ୍ମୃତି ଭବନ ପ୍ରେକ୍ଷାଳୟରେ ଇନ୍ଦୁଭୂଷଣ କାନୁନ୍‌ଗୋଙ୍କ ରଚିତ ଓ ରାଜେଶ ଦାଶଙ୍କ ନିର୍ଦ୍ଦେଶିତ ଏକ ଭିନ୍ନ ସ୍ୱାଦର ନାଟକ "ପାଞ୍ଚାଳୀ" ସମ୍ଭାବନା ସାଂସ୍କୃତିକ ପରିଷଦ ଦ୍ୱାରା ମଞ୍ଚସ୍ଥ ହୋଇଯାଇଛି । ଜଣେ କିନ୍ନର ପ୍ରତି ସମାଜର
Read More...

ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନରେ ଆତଙ୍କ : ହଟିଲେ ସେନା ମୁଖ୍ୟ ଅସୀମ ମୁନିର

ନୂଆଦିଲ୍ଲୀ : ଭାରତର ଆଟାକ୍ ପରେ ପାକିସ୍ତାନରେ ଆତଙ୍କ । ତେବେ ଯାହା ଶୁଣିବାକୁ ମିଳିଛି ଏପରି ସ୍ଥିତିରେ ପାକିସ୍ତାନ ସରକାର ସେନା ମୁଖ୍ୟଙ୍କୁ ହଟାଇ ଦେଇଛନ୍ତି । ଅର୍ଥାତ୍ ତାଙ୍କୁ ହେପାଜତକୁ ନିଆଯାଇଛି । ଅସୀମ ମୁନୀରଙ୍କ ଉପରେ ତାଙ୍କର ବ୍ୟକ୍ତିଗତ ଏଜେଣ୍ଡା ଅନୁସରଣ କରିବାର ଅଭିଯୋଗ
Read More...

ବରଯାତ୍ରୀ ବସ୍‌ ଓ କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା : ହେଲପର୍‌ ଗୁରୁତର

ବାଙ୍ଗିରିପୋଷି : ଏକ ବରଯାତ୍ରୀ ବସ୍ ସହ ଏକ କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍‌ର ହେଲପର ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୦ ରୁ ଅଧିକବରଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ହେଲପର୍‌ ସନ୍ୟାସୀ ମହାକୁଡ(୪୫) ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି
Read More...

ରେଡକ୍ରସ ଶାଖା ପକ୍ଷରୁ ହରିଶଙ୍କରଠାରେ ବିଶ୍ଵ ରେଡ଼କ୍ରସ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ହରିଶଙ୍କରଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ କରାଯାଇଛି । ଏ ଅବସରରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ରେଡ଼କ୍ରସ ପତାକା ଉତ୍ତୋଳନ କରି ସାର ଜନ ହେନେରୀ ଦୁନାଣ୍ଟ ଙ୍କ ଜୀବନୀ ତଥା ରେଡକ୍ରସ ଦିବସର
Read More...

ଆସନ୍ତା ମେ ୧୦ ତାରିଖ ଦିନ ପାଳିତ ହେବ ବିଶ୍ୱ ମାତୃ ଦିବସ

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ମା' ଘର ଓ ଏସ୍‌ଏସ୍ ହସ୍ପିଟାଲ ତାଳଚେର ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ହୋଟେଲ ମାରିୟମ୍ ଠାରେ ଆସନ୍ତା ୧୦ ତାରିଖରେ ବିଶ୍ୱ ମାତୃ ଦିବସ ପାଳିତ ହେବ । ଏହି ଅବସରରେ ଏକ ଆଲୋଚନା ଚକ୍ର ନୀଡ ଅଫ୍ ଦି ଆୱାର୍ କାର୍ୟ୍ୟକ୍ରମ ଆୟୋଜିତ କରାଯାଉଛି । ଏଥିରେ ବହୁ
Read More...

ମାଣ୍ଡୋସିଲ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁରେ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳେ ଗାଁ ମା ଭଉଣୀ ମାନଙ୍କୁ ନେଇ ସ୍ଥାନୀୟ ପୋଖରୀରୁ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପରେ
Read More...