Monthly Archives

May 2025

ମୁଣ୍ଡଳୀସ୍ଥିତ ସିଆଇଏସ୍‌ଏଫ୍‌ କେଆର୍‌ଟିସିକୁ ସମ୍ମାନଜନକ ସିବିସି ମାନ୍ୟତା

ଭୁବନେଶ୍ୱର, (ପିଆଇବି) : ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ କଟକ ମୁଣ୍ଡଳୀସ୍ଥିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌) ଖାରବେଳ କ୍ଷେତ୍ର ତାଲିମ କେନ୍ଦ୍ର (କେଆର୍‌ଟିସି)କୁ ଜାତୀୟ ସିଭିଲ ସେବା ତାଲିମ ପ୍ରତିଷ୍ଠାନ (ଏନ୍‌ଏସ୍‌ସିଏସ୍‌ଟିଆଇ) ମାନକ ଅଧୀନରେ କ୍ଷମତା ନିର୍ମାଣ ଆୟୋଗ
Read More...

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ହାଟପଦାସାହି ପରିକ୍ରମା : ମହିରାବଣ ବଧ ଓ ତରଣୀସେନ ବଧ ମଞ୍ଚସ୍ଥ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ' ପାଟଖଣ୍ଡା ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଶୁକ୍ରବାର ୨୫ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୮ ଦିନରେ ପହଞ୍ଚିଛି । ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ
Read More...

ପୂଜାମଣ୍ଡପ (ଗାନ୍ଧୀ ପାଠାଗାର) ଟିକ୍ରାପଡାରେ ଶ୍ରୀ ଗୁଣ୍ଡିଚା ଯାତ୍ରାର ୫୦ତମ ବର୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଟିକ୍ରାପଡା ପୂଜାମଣ୍ଡପ, ଗାନ୍ଧୀ ପାଠାଗାରରେ ଚଳିତ ଗୁଣ୍ଡିଚା ଯାତ୍ରାର ୫୦ତମ ବର୍ଷ ପାଳନ ମହାସମାରୋହରେ ପାଳନ କରାଯିବାକୁ ପାଠାଗାର ସଭାପତି ପ୍ରକାଶ କୁମାର ନେପାକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ
Read More...

ବାଇକକୁ ଧକ୍କା ଦେଲା କାର ବାଇକ୍ ଚାଳକ ଗୁରୁତର ଆହତ : କାର ଚାଳକ ଫେରାର

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦିନ ପ୍ରାୟ ୧୨ଟା ସମୟରେ ୨୬ ନଂ ଜାତୀୟ ରାଜପଥର ରତନପୁର ନିକଟରେ ବଲାଙ୍ଗିର ପଟରୁ ଦେଓଗାଁ ପଟକୁ ଆସୁଥିବା ଏକ କାର ଓ ଦେଓଗାଁ ପଟରୁ ବଲାଙ୍ଗିର ଦିଗକୁ ଯାଉଥିବା ଏକ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ଯାଇଥିବା ବେଳେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା
Read More...

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ଲାନେଟୋରିମ ପ୍ରକଳ୍ପ ସ୍ଥଳ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ରାଉରକେଲା ଗସ୍ତରେ ଆସି ଛେଣ୍ଡଠାରେ ନିର୍ମାଣାଧୀନ ବିଜ୍ଞାନ ପାର୍କ ଓ ପ୍ଲାନେଟୋରିମ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ନିର୍ମାଣର
Read More...

ସିଆରପିଏଫ ତରଫରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ୧୨୭ ବିଏନ, ସିଆରପିଏଫ ତରଫରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ପାଳନ କରାଯାଇଥିଲା । ଯୋଗ ଅଭ୍ୟାସ ଏବଂ ଏହାର ଲାଭ ପାଇଁ ସମର୍ପିତ ଏକ ବିଶ୍ୱବ୍ୟାପୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୧୨୭
Read More...

ନିରୋଜ ପୋଥାଳଙ୍କ ଜନ୍ମଦିନରେ ୬୬ ୟୁନିଟ ରକ୍ତ ସଂଗ୍ରହ : ରକ୍ତଦାତା ହେଲେ ସମ୍ବର୍ଦ୍ଧିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସମୟ ଅନୁସାରେ ଜନ୍ମଦିନ ପାଳନ କରିବାର ଧାରା ମଧ୍ୟ ବଦଳୁଛି । ସେହି ଧାରାରେ ଡଃ ନିରୋଜ କୁମାର ପୋଥାଳ ଗତବର୍ଷ ପରି ଏବର୍ଷ ମଧ୍ୟ ନିଜ ଜନ୍ମଦିନରେ ଏକ ରକ୍ତଦାନ ଶିବିରର ଆୟୋଜନ କରଥିଲେ । ନାରାୟଣ ସେବା ଟ୍ରଷ୍ଟ ଓ ରେଡ ଗ୍ରୀନ ଫାଉଣ୍ଡେସନର ମିଳିତ
Read More...

ରଥଯାତ୍ରା ୨୦୨୫ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା-୨୦୨୫ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଓ ବାରିପଦା
Read More...

କୋଦୋପାଲିରେ ମନ୍ଦିର ପ୍ରତିଷ୍ଠା ପାଇଁ ନୃସିଂହନାଥ ବିନ୍ଧ୍ୟାବାସୀନି ମନ୍ଦିରରୁ ଆଜ୍ଞା ମାଳ ନେଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆପଡ଼ା ଜିଲ୍ଲା କୋଦୋପାଲି (ଧରମବନ୍ଧା) ବିଞ୍ଜାଲ ସମାଜର କର୍ମକର୍ତ୍ତା ଆସନ୍ତା ଶୀତଳଷଷ୍ଠୀ ଦିନ ବିନ୍ଧ୍ୟା ବାସିନୀ ଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥରେ ଥିବା ମା' ଜଗତ ଜନନୀ
Read More...

“ଧାନର ଗୁଣାତ୍ମକ ମାନ ରାସାୟନିକ ସାର ଓ ବିହନ କୃଷି ଯନ୍ତ୍ରପାତି ସମ୍ବନ୍ଧରେ ସଚେତନ ଶିବିର”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପନିବନ୍ଧକ ସମବାୟ ସମିତି ସମୁହ, ବଲାଙ୍ଗିର ବିଭାଜନ, ବଲାଙ୍ଗିର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ସମବାୟ ବର୍ଷ ୨୦୨୫ ଅବସରରେ "ଧାନର ଗୁଣାତ୍ମକ ମାନ, ରାସାୟନିକ ସାର ଓ ବିହନ କୃଷି ଯନ୍ତ୍ରପାତିର ସମ୍ବନ୍ଧରେ ସଚେତନ ଶିବିର" ଶୀର୍ଷକ ଉପରେ
Read More...