Monthly Archives

April 2025

ସ୍ୱାମୀ ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଘରୁ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ

ପୁରୀ : ରାତି ଅଧରେ ଟେଣ୍ଟ ମାଲିକଙ୍କ ଘରୁ ଲୁଟ୍ । କବାଟ ଭାଙ୍ଗି ୨ ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶିଲେ, ସ୍ୱାମୀ ସ୍ତ୍ରୀଙ୍କୁ ଲୁହା ରଡ଼ରେ ପିଟି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଲେ । ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କମଦରୀ ଗାଁର ଟେଣ୍ଟ
Read More...

ବଲାଙ୍ଗିର କୁଲୁଥିପାଲିରେ ଜଗନ୍ନାଥ ମନ୍ଦିର ସହ ମାଉସୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲୁଥିପାଲି ଗ୍ରାମରେ ବଡ଼ ଧୁମଧାମରେ ବାବା ଜଗନ୍ନାଥଙ୍କ ମନ୍ଦିର ଓ ମାଉସୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଂସ ଦରବାର ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
Read More...

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଲୋକସଭାରେ ସଙ୍କଳ୍ପ ଆଗତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ…

ମଣିପୁରରେ ହିଂସାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଗୃହ ସମ୍ମାନ, ସହାନୁଭୂତି ଏବଂ ଗଭୀର ଦୁଃଖ ବ୍ୟକ୍ତ କରିଛିଦୁଇଟି ସମ୍ପ୍ରଦାୟ ମଧ୍ୟରେ ସଂରକ୍ଷଣ ସମ୍ବନ୍ଧୀୟ ବିବାଦ କାରଣରୁ ମଣିପୁରରେ ଜାତିଗତ ହିଂସା ହୋଇଥିଲା, ଯାହା ମଣିପୁର ହାଇକୋର୍ଟଙ୍କ ଏକ ନିଷ୍ପତ୍ତିରୁ ଆରମ୍ଭ
Read More...

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ୍ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ଏହି ସ୍ୱର୍ଣ୍ଣଭୂମିରେ ମୋତେ ଦିଆଯାଇଥିବା ଭବ୍ୟ ସ୍ୱାଗତ ଏବଂ ଆତିଥ୍ୟ ସତ୍କାର ପାଇଁ ମୁଁ ପ୍ରଧାନମନ୍ତ୍ରୀ ସିନାୱାତ୍ରାଙ୍କୁ ହୃଦୟରୁ ଗଭୀର କୃତଜ୍ଞତା ଜଣାଉଛି । ମାର୍ଚ୍ଚ ୨୮ରେ ଘଟିତ ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କୁ ମୁଁ
Read More...

ୱକଫ୍‌ ପ୍ରଶାସନରେ ମହିଳା ସଶକ୍ତିକରଣ

ନୂଆଦିଲ୍ଲୀ, (ପିଆଇବି) : ଅନେକ ପିଢ଼ି ଧରି, ୱକଫ୍ ସାମାଜିକ ଓ ଆର୍ଥିକ ସହାୟତା, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଜୀବିକା ପାଇଁ ଆର୍ଥିକ ସହାୟତାର ଏକ ସ୍ତମ୍ଭ ହୋଇ ରହିଛି । ତଥାପି, ଏହାର ଲାଭ ପ୍ରାୟତଃ ମହିଳାମାନଙ୍କୁ ମିଳିପାରି ନାହିଁ, ଯାହା ସେମାନଙ୍କୁ ସମ୍ବଳ ଏବଂ ନିଷ୍ପତ୍ତି ନେବାରେ
Read More...

ଏପ୍ରିଲକୁ ଗ୍ରାହକ ସେବା ମାସ ଭାବେ ଘୋଷଣା କଲା ବିଏସ୍‌ଏନ୍‌ଏଲ୍‌

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରାୟତ୍ତ ଟେଲିକମ୍ ପ୍ରଦାନକାରୀ ସଂସ୍ଥା - ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌) ଏପ୍ରିଲ ୨୦୨୫କୁ ‘‘ଗ୍ରାହକ ସେବା ମାସ’’ ଭାବେ ଘୋଷଣା କରିଛି । ଏହା ଏକ ଦେଶବ୍ୟାପୀ ପଦକ୍ଷେପ, ଯାହା ଗ୍ରାହକଙ୍କ ଅଭିଜ୍ଞତାକୁ ବୃଦ୍ଧି କରିବା ଏବଂ ବ୍ୟବହାରୀଙ୍କ
Read More...

ଧାର୍ମିକ ପ୍ରସଙ୍ଗଠାରୁ ଊର୍ଦ୍ଧ୍ୱରେ ସମ୍ପତ୍ତି ପରିଚାଳନା ଉପରେ ଆଧାରିତ ୱକଫ୍‌

ନୂଆଦିଲ୍ଲୀ, (ପିଆଇବି) : ୱକଫ୍ (ସଂଶୋଧନ) ବିଲ୍ ପାରଦର୍ଶିତା, ଉତ୍ତରଦାୟିତ୍ୱ ଓ ଆଇନଗତ ନିରୀକ୍ଷଣ ସୁନିଶ୍ଚିତ କରିବ ୱକଫ୍‌ ବ୍ୟବସ୍ଥା ଐତିହାସିକ ରୂପରେ ଧାର୍ମିକ ବନ୍ଦୋବସ୍ତ ହୋଇଥିବା ବେଳେ, ଭାରତୀୟ ଆଇନ ଅଧୀନରେ ଏହା ଏକ ସମ୍ପତ୍ତି ପରିଚାଳନା ୟୁନିଟ୍‌ ରୂପରେ କାମ କରିଥାଏ । ୱକଫକୁ
Read More...

ପରଲୋକରେ ବରିଷ୍ଠ ଅଭିନେତା ମନୋଜ କୁମାର

ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାର । ୮୭ ବର୍ଷ ବୟସରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଦେଶ ପ୍ରେମପୂର୍ଣ୍ଣ
Read More...

ବଲାଙ୍ଗିର ଜିଲ୍ଲାର ଶ୍ରେଷ୍ଠ ଏ ଏସ ଆଇ ଭାବେ ସେୱାନ କେରକେଟାଙ୍କୁ ପୁରସ୍କୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ୯୦ତମ ପୋଲିସ ପ୍ରତିଷ୍ଠା ଦିବସରେ ବଲାଙ୍ଗିର ପୋଲିସ ଏ ଏସ ଆଇ ସେୱାନ କେରକେଟାଙ୍କୁ ଜିଲ୍ଲାର ଶ୍ରେଷ୍ଠ ଉପ ସହକାରୀ ଆରକ୍ଷୀ ନିରୀକ୍ଷକ ଭାବେ ପୁରସ୍କୃତ କରିଛନ୍ତି । କର୍ତ୍ତବ୍ୟନିଷ୍ଠା, ସେବା ଓ ସାହସିକତା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରିଥିବା ପାଇଁ
Read More...

୫ରୁ ବଙ୍ଗୋମୁଣ୍ଡାରେ ଶ୍ରୀ ଶ୍ରୀ ରାମ ନବମୀ ପୂଜନୋତ୍ସବ ଓ ଶ୍ରୀ ଶ୍ରୀ ଷୋହଳ ପ୍ରହର ନାମଯଜ୍ଞ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେ ଶ୍ରୀ ରାମନବମୀ ପୂଜା କମିଟୀ ତଥା ବଙ୍ଗୋମୁଣ୍ଡା ଗ୍ରାମବାସୀ ବୃନ୍ଦଙ୍କ ସହ ଯୋଗରେ ଆସନ୍ତା ୫ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ରାମ ନବମୀ ପୂଜନୋତ୍ସବ ଓ ଶ୍ରୀ ଶ୍ରୀ ଷୋହଳ ପ୍ରହର ନାମଯଜ୍ଞ
Read More...