Monthly Archives

April 2025

“ଚକ୍ଷୁ ହିଁ ଅମୁଲ୍ୟ ସମ୍ପଦ”

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ସୁସ୍ଥ ଓ ନିରାମୟ ସମାଜର ନିଆରା ପରିକଳ୍ପନା ଭିତରେ ଏକ ଅଭିନଵ ପଦକ୍ଷେପ ନେଇଥିଲା ରାଉରକେଲା ବାସନ୍ତୀ କଲୋନୀ ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ, ରାଉରକେଲା । ବିଦ୍ୟାଳୟର ଅଧକ୍ଷ ଲୋକନାଥ ପ୍ରଧାନ ମହୋଦୟଙ୍କ ଅଧ୍ୟକ୍ଷତାରେ, ସହ ସଂଯୋଜକ ବିଜୟ କୁମାର
Read More...

ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା ।
Read More...

ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଓ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏନ ଡି ଆର୍ ଏଫ୍ କଟକ ଶାଖା ଏସ ଆଇ ବିବେକ କୁମାର ପାଣ୍ଡେଙ୍କ ନେତୃତ୍ୱରେ
Read More...

ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ପଦ୍ମପୁର ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ସନ୍ଧ୍ୟା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତର ସହ ଜିଲ୍ଲା ପ୍ରମୁଖ ମନୋଜ କୁମାର ପଣ୍ଡା
Read More...

ଧର୍ମାନ୍ତରୀକରଣ ବିରୋଧୀ ପ୍ରଥମ ସଂଗ୍ରାମୀ ମହେନ୍ଦ୍ର ହେମ୍ବ୍ରମ୍ ଜେଲ୍‌ରୁ ମୁକୁଳିଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାରେ ଧର୍ମାନ୍ତରୀକରଣ ବିରୋଧରେ ପ୍ରଥମ ସଂଗ୍ରାମୀ ଫେରି ଆସିଲେ । ଧର୍ମଯୋଦ୍ଧା ମହେନ୍ଦ୍ର ହେମ୍ବ୍ରମ ୨୬ ବର୍ଷ ଜେଲରେ ରହିବା ପରେ ଏବେ ଜେଲ୍ ବନ୍ଦୀ ଜୀବନ ବିତାଇ ମୁକ୍ତ ହୋଇଛନ୍ତି । ଯିଏ ହିନ୍ଦୁଧର୍ମର ସୁରକ୍ଷା ପାଇଁ ବଣ, ଜଙ୍ଗଲ, ନଦୀ,
Read More...

ସିଜିଡି କ୍ଷେତ୍ର ଅଧୀନରେ ସିଏନ୍‌ଜି (ପରିବହନ) ଏବଂ ପିଏନ୍‌ଜି (ଘରୋଇ) କ୍ଷେତ୍ରଗୁଡ଼ିକୁ ସୁଲଭ ଘରୋଇ ପ୍ରାକୃତିକ ଗ୍ୟାସ…

ନୂଆଦିଲ୍ଲୀ, (ପିଆଇବି) : ସରକାର ସ୍ୱଚ୍ଛ ଶକ୍ତି ଉପଲବ୍ଧତାକୁ ପ୍ରୋତ୍ସାହିତ କରିବା, ସହରାଞ୍ଚଳ ବାୟୁ ଗୁଣବତ୍ତା ଉନ୍ନତ କରିବା ଏବଂ ଘରୋଇ ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ଥିବା ନିଜର ଦୂରଦୃଷ୍ଟି ଅନୁଯାୟୀ ଘରୋଇ ପ୍ରାକୃତିକ ଗ୍ୟାସ ପାଇଁ ଆବଣ୍ଟନ ଢାଞ୍ଚାକୁ ସୁଦୃଢ଼ କରିବା ପାଇଁ
Read More...

ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଭାରତର ଭୂମିକାକୁ ଦୃଢ଼ କରିବା ପାଇଁ ନୂତନ ଇଲେକ୍ଟ୍ରୋନିକ୍ସ ଉପାଦାନ ଉତ୍ପାଦନ ଯୋଜନା :…

ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୫ ଗୁଣା ବୃଦ୍ଧି ପାଇ ୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ରପ୍ତାନି ୬ ଗୁଣ ବୃଦ୍ଧି ପାଇ ୩.୨୫ ଲକ୍ଷ କୋଟି ଟଙ୍କା ଟପିଛି : ଅଶ୍ୱିନୀ ବୈଷ୍ଣବଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ଦୃଢ଼ ଆଇପି ସୁରକ୍ଷା ସହିତ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଉପରେ ସାରା
Read More...

୬୦ରୁ ଅଧିକ ଦେଶରୁ ପ୍ରାୟ ୧ଲକ୍ଷ ପଞ୍ଜୀକରଣ ସହିତ ବିଶ୍ୱସ୍ତରୀୟ ଅଭିଯାନରେ ପରିଣତ ହେଲା କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) ଅଧୀନରେ ଆୟୋଜିତ ହେଉଥିବା କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ(ସିଆଇସି)ର ପ୍ରଥମ ସିଜିନର ଫାଇନାଲ ଆସନ୍ତା ମଇ ୧ରୁ ୪ ତାରିଖ ମଧ୍ୟରେ ମୁମ୍ବାଇରେ ଅନୁଷ୍ଠିତ ହେବ । ସିଆଇସିରେ ମୋଟ୍ ୩୨ଟି ପ୍ରତିଯୋଗିତା
Read More...

ବିଧାୟକଙ୍କ ଦ୍ଵାରା ଗୁରୁଦେବ କ୍ଲିନିକ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଏକମାତ୍ର ନିର୍ଭରଯୋଗ୍ୟ ବହିଃ-ଚିକିତ୍ସା ସ୍ଵାସ୍ଥ୍ୟ କେନ୍ଦ୍ର ଗୁରୁଦେବ କ୍ଲିନିକ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ କରକମଳରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ରିକାପଲ୍ଲୀ ମୁଖ୍ୟବଜାର
Read More...

ଜିଲ୍ଲା କଂଗ୍ରେସ କମିଟି ଶିଶୁ ନିଖୋଜ ନେଇ ପୁରୀ ଏସପିଙ୍କୁ ଭେଟିଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ଲକ ସୁଜନପୁର ପଞ୍ଚାୟତର ରତନପୁର ଗ୍ରାମର ନିଖୋଜ ଶିଶୁ ଆଶିର୍ବାଦ ସାହୁ ଆଜି କୁ ତିନିଦିନ ହୋଇଥିଲେ ମଧ୍ୟ ତାର କୌଣସିପ୍ରକାର ସୁରାକ ଏପର୍ଯ୍ୟନ୍ତ ମିଳିନାହଁ । ସେଇ ଶୋକସନ୍ତପ୍ତ ପରିବାରକୁ ପୁରୀ ଜିଲ୍ଲା କଂଗ୍ରେସ କମିଟି ଭେଟିବା ପରେ ଗତକାଲି
Read More...