Daily Archives

ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଅଭାବନୀୟ ଘଟଣା । ଇମ୍ଫୋଭାଲି ଥାନା ମଦନପୁରରେ ବିଚ୍‌ ରାସ୍ତାରେ ଜଳିଗଲେ ଜଣେ ଘରୋଇ କଲେଜ୍‌ ଛାତ୍ର । ଗୁରୁତର ଛାତ୍ର ଜଣଙ୍କ ସମ୍ବଲପୁରର ପ୍ରଦୀପ ପାଢୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ମଦନପୁର ରାସ୍ତାରେ ଜଣେ ଛାତ୍ରଙ୍କର ପୋଡ଼ି ମୃତ୍ୟୁ ହୋଇଛି ।
Read More...

କଣ୍ଟାବାଞ୍ଜି ଆଲିସାନ ସିନେମା ହଲରେ ଫୁଲେଇ ଚଳଚ୍ଚିତ୍ର ଲାଗୁ

କଣ୍ଟାବାଞ୍ଜି/ତୁରେକେଲା, (ପିତାମ୍ବର ଦୀପ) : ମୁକ୍ତିଲାଭ କରିଛି ହିନ୍ଦୀ ଚଳଚ୍ଚିତ୍ର ଫୁଲେଇ । ଏହି ଚଳଚ୍ଚିତ୍ର ଜ୍ୟୋତି ବା ଫୁଲେଇ ଓ ସାବିତ୍ରୀ ବାଈ ଫୁଲେଇଙ୍କ କାହାଣୀକୁ ତିଆରି ହୋଇଛି । ସେମାନେ ମହିଳାଙ୍କୁ ପାଠ ପଢାଇବାକୁ କେମିତି ସଂଘର୍ଷ ତାହା ଏହି ଚଳଚ୍ଚିତ୍ରରେ ଦେଖାଯାଇଛି ।
Read More...

ବିଭିନ୍ନ ବିଭାଗ ପକ୍ଷରୁ ବାତ୍ୟା ପରିଚାଳନା ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନୀ’ର ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟରେ ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନା ନେଇ ବୈଠକରେ ବିଭିନ୍ନ ବିଭାଗର
Read More...

ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା କୃଷି ବିକାଶ ସହକାରୀ ସମିତି ଲିମିଟେଡ ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ଠାରେ କୃଷକ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏଡିଓ ପ୍ରମୋଦ କୁମାର
Read More...

ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ

ବରଗଡ, (ମୁନ୍ନା ସାହୁ) : ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ । ମାତାଲ ଡାକ୍ତରଙ୍କ ଉତ୍ପାତ । ଚିକିତ୍ସା କରିବା ବଦଳରେ ମାତାଲ ହୋଇ ଡ୍ୟୁଟି ରୁମ୍‌ରେ ଶୋଇଛନ୍ତି ଡାକ୍ତର । ଏଭଳି ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ । ସ୍ଥାନୀୟ
Read More...

ମଧୁବାବୁ ଜୟନ୍ତୀ ଓ ସ୍ମୃତି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟେକ୍ସବାର ବଲାଙ୍ଗିର ଆନୁକୁଲ୍ୟରେ ବାଣିଜ୍ୟକର ଅଫିସ ପ୍ରାଙ୍ଗଣରେ ସଭାପତି ଶାନ୍ତନୁ କୁମାର ଭୋଇଙ୍କ ସଭାପତିତ୍ୱରେ ମଧୁବାବୁ ଜୟନ୍ତୀ ଓ ସ୍ମୃତି ସଭା ତଥା ଆଇନଜୀବୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଦୁଲିଚାନ୍ଦ ଅଗ୍ରୱାଲ, ରାହାସ
Read More...

ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳନ ହୋଇଯାଇଛି । ବଲାଙ୍ଗିରର ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ । ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ନୃତ୍ୟ ସଂଗୀତର ଅପୂର୍ବ ସଂଯୋଜନାର ଆରମ୍ଭରେ ଅନୁଷ୍ଠିତ
Read More...

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ନରେନ୍ଦ୍ରଙ୍କ ନାମରେ ଆସିଲା ଗୁରୁତର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ସ୍ୱାସ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କ ନାମରେ ଆସିଛି ଗୁରୁତର ଅଭିଯୋଗ । ଡାକ୍ତର ଜଣକ ହେଲେ ନରେନ୍ଦ୍ର ତ୍ରିପାଠୀ । ମଙ୍ଗଳବାର ସମୟ ପ୍ରାୟ ଦଶଟା ତିରିଶ ମିନିଟ ପାଖା ପାଖି ବୁକୁରାମୁଣ୍ଡା
Read More...

ବଲାଙ୍ଗିର ଶାନ୍ତିପଡା ଛକ ଠାରେ ସମ୍ପୁର୍ଣ୍ଣା ଅନୁଷ୍ଠାନ ତରଫରୁ ଦହିପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିପଡା ଛକ ଠାରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମାଁ ଜଳଛତ୍ର ମଧ୍ୟ ଉଦ୍‌ଘାଟନ ହୋଇଯାଇଛି । ମହିଳାମାନଙ୍କୁ ନେଇ ଗଠିତ ସମ୍ପୁର୍ଣ୍ଣା ଏନ୍‌ଜିଓର ସଭାପତି ସନ୍ତୋଷୀ ମେହେରଙ୍କ ତତ୍ତ୍ୱାବଧାନରେ ତାଙ୍କ ସଂପାଦକ ସଂଜଳି ଶତପଥି, ସଭ୍ୟ
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି କୁଆପଥର ବର୍ଷା ପ୍ରଭାବିତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି୨୦୨୪-୨୫ ବର୍ଷରେ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ଏସ୍‌ଡିଆର୍‌ଏଫ୍‍ ଅଧିନରେ ୨୦,୨୬୪.୪୦ କୋଟି ଏବଂ
Read More...