ommm
Daily Archives

ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ୪ ହତ୍ୟାକାଣ୍ଡ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦିନକରେ ୪ଟି ହତ୍ୟାକାଣ୍ଡ । ଅପରାଧୀ ପୋଲିସକୁ ଦେଉଛନ୍ତି ଚ୍ୟାଲେଞ୍ଜ । ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମଣ୍ଡଲ ଠାରେ ୨ ଭାଇଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ୨ ଭାଇ ହେଲେ ବଡ ଭାଇ ସଞ୍ଜୟ ବାରିକ ଓ ସାନ ଭାଇ
Read More...

କୋଶଲି ଭାଷା ସୁରକ୍ଷା ସମିତିର ବାର୍ଷିକ ଉତ୍ସବ ୨୦୨୫ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କୋଶଲି ଭାଷାର ପ୍ରଚାର ପ୍ରସାର ନିମନ୍ତେ ସଂଘର୍ଷ ଜାରି ରଖିଛି ଟିଟିଲାଗଡ଼ କୋଶଲି ଭାଷା ସୁରକ୍ଷା ସମିତି । ରବିବାର ଦିନ ସ୍ଥାନୀୟ ଡିଏନ୍‌ ରିସର୍ଟ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ସଭାପତି
Read More...

ବିପଦ ସଂକୁଳ ଅବସ୍ଥାରେ ପୋଲ : ନୂତନ ପୋଲ ନିର୍ମାଣ କରିବା ପାଇଁ ବିଧାୟକଙ୍କ ନିର୍ଦ୍ଦେଶ

ସଇଁତଲା, (ଖୁସିରାଣୀ ସାହୁ) : ଟିଟିଲାଗଡ଼ରେ ପ୍ରଥମ ଥର ପାଇଁ ବିଜେପି ଦଳରୁ ନବୀନ ଜୈନ ବିଧାୟକ ହେବା ପରେ ଲୋକଙ୍କ ଦୁଃଖ ଓ ସୁଖ ସାରଥୀ ପାଲଟିଛନ୍ତି । ଗାଁ ପାନୀୟ ଜଳ ହେଉ କିମ୍ବା ରାସ୍ତା ସମସ୍ୟା ସେ ସବୂ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଲୋକେ ବିଧାୟକ ହେବ
Read More...

ସେବାରେ ସମର୍ପିତ ସଂକଳ୍ପ ପରିବାର ୪୫ ଡିଗ୍ରୀ ଖରାରେ ମଧ୍ୟ ଜାରୀ ରହିଛି ଅସହାୟ ଶବ ସତ୍କାର

ବରଗଡ଼, (ମୁନ୍ନା ସାହୁ) : ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ସହାୟତାରେ ଆଜି ଶନିବାର ଏକ ଅଚିହ୍ନା ଶବ ସତ୍କାର କରାଯାଇଛି । ମୃତ ଶବ ଜଣେ ୩୦ରୁ ୪୦ ବର୍ଷ ଯୁବକର ହୋଇଥିବା ବେଳେ ଗତ ୨୧/୦୪/୨୦୨୫ରେ ବରଗଡ଼ କେନାଲରୁ ଭାସମାନ ଅବସ୍ଥାରେ ଉଦ୍ଧାର ହୋଇଥିଲା । ସ୍ଥାନୀୟ ଲୋକଙ୍କଠୁ ଖବର ପାଇବା
Read More...

ହିନ୍ଦୁ ଏକତା ଧର୍ମ ପକ୍ଷରୁ ଶୋଭାଯାତ୍ରା

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ହିନ୍ଦୁ ଏକତା ମଞ୍ଚ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଥାନା ଅଧିକାରୀ ନୀଳକଣ୍ଠ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ
Read More...

ଆକାଶବାଣୀର ସ୍ୱୀକୃତି ପ୍ରାପ୍ତ ସୁଗମ ସଂଗୀତ କଣ୍ଠଶିଳ୍ପୀ ଭାବେ ଚୟନ ହେଲେ ମାନସ କୁମାର ଷଡ଼ଙ୍ଗୀ

ବିଜେପୁର, (କେପିଏନ୍‌ଏସ୍‌) : ଆକାଶବାଣୀ (ଭାରତର ଲୋକ ସେବା ପ୍ରସାରକ ) ତରଫରୁ ସ୍ୱୀକୃତି ପ୍ରାପ୍ତ ସୁଗମ କଣ୍ଠଶିଳ୍ପୀ ଭାବେ ଚୟନ ହେଲେ ବରଗଡ ଜିଲ୍ଲା ବିଜେପୁର ମାଟିର ମାନସ କୁମାର୍ ଷଡ଼ଙ୍ଗୀ । ଏହି ଉପଲବ୍ଧି ପାଇଁ ଆକାଶବାଣୀ କର୍ତ୍ତୃପକ୍ଷ ତାଙ୍କୁ ବି'ଗ୍ରେଡ କଳାକାର ଭାବେ ସ୍ୱୀକୃତି
Read More...

ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳନ ସମାରୋହ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଅତିଥି ଭାବେ
Read More...

ବେଆଇନ ଗୋରୁ ଚାଲାଣ ବେଳେ ଅଘଟଣ

ଭଦ୍ରକ : ବେଆଇନ ଗୋରୁ ଚାଲାଣ ଓଲଟିଲା ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ଏବଂ ୩ ଗୋରୁଙ୍କ ଚାଲିଗଲା ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ ଆସୁରାଲିରେ । ସୂଚନା ଯୋଗ୍ୟ ଯେ, ଗୋଟିଏ ଗାଡ଼ିରେ ଗୋରୁଙ୍କୁ ଚାଲାଣ କରିବା ପାଇଁ ନିଆଯାଉଥିଲା । ଖବର ପାଇ
Read More...

କେନ୍ଦ୍ର ସମବାୟ ସଚିବଙ୍କ ଉପସ୍ଥିତିରେ, ସ୍ୱିଗି ଇନଷ୍ଟାମାର୍ଟରେ ସମବାୟ ଦୁଗ୍ଧ ଏବଂ ଅନ୍ୟାନ୍ୟ ଉତ୍ପାଦକୁ ଅନ୍ତର୍ଭୁକ୍ତ…

ସମବାୟ ସମିତିଗୁଡ଼ିକ ମଧ୍ୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନୂତନ ଗ୍ରାହକଙ୍କ ସହ ସଂଯୋଗ ସ୍ଥାପନ କରିପାରିବେଭାରତ ଅର୍ଗାନିକ୍ସ ଏବଂ ଅନ୍ୟାନ୍ୟ ସମବାୟ ଦୁଗ୍ଧ ଉତ୍ପାଦ ଏବେ ସ୍ୱିଗିର ଇ-କମର୍ସ ଏବଂ କ୍ୟୁ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବସ୍ୱିଗି ମାର୍କେଟିଂ, ପ୍ରୋତ୍ସାହନ, ଗ୍ରାହକ
Read More...

ଢେଙ୍କାନାଳ ପିଏମ୍ ଶ୍ରୀ ପଞ୍ଚସଖା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା

• ଛାତ୍ରଛାତ୍ରୀଙ୍କୁ ସମାନ ଶିକ୍ଷା ସହ ସମାନ ସୁଯୋଗ ଦେବା ଆମର ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ• ଶିକ୍ଷାର ବିକାଶ ଓ ପ୍ରସାର ପାଇଁ ବୀର ଭୂମି ଢେଙ୍କାନାଳର ଅନେକ ଅବଦାନ ଅଛି• ଓଡ଼ିଶା ଏବଂ ଭାରତକୁ ବିକଶିତ କରିବା ପାଇଁ ଗୁଣାତ୍ମକ ଶିକ୍ଷା ସହ ଦକ୍ଷତା ଆଧାରିତ ଶିକ୍ଷା ଜରୁରୀ• ଓଡ଼ିଆ ଜାତି
Read More...