Daily Archives

ଇଣ୍ଡିଆ ଷ୍ଟିଲ ୨୦୨୫ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ବିଶ୍ୱର ଆଧୁନିକ ଅର୍ଥନୀତିର ଆଧାର ସାଜିଛି ଇସ୍ପାତ, ପ୍ରତ୍ୟେକ ସଫଳତାର କାହାଣୀ ପଛରେ ଇସ୍ପାତ ହେଉଛି ଶକ୍ତି : ପ୍ରଧାନମନ୍ତ୍ରୀ● ଆମେ ଗର୍ବିତ ଯେ ଆଜି ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ହୋଇପାରିଛି : ପ୍ରଧାନମନ୍ତ୍ରୀ● ଜାତୀୟ ଇସ୍ପାତ ନୀତି ଅନୁଯାୟୀ ୨୦୩୦
Read More...

ବିଏସଏଫ୍‌କୁ ବଡ଼ ସଫଳତା ମାଲକାନଗିରିରୁ ମାଓ ଡମ୍ପ ଠାବ

ମାଲକାନଗିରି : ବିଏସଏଫ୍‌କୁ ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ମାଓ ଡମ୍ପ ଠାବ । ପଣଷପୁଟ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଜଙ୍ଗଲରୁ ୪ଟି ଟିଫିନ ବୋମା ସହ ମାଓ ସାମଗ୍ରୀ ଜବତ ହୋଇଛି । ସୂଚନାନୁଯାୟୀ, ଘନବେଡା ଓ ଗୋରାସେତୁ ବିଏସଏଫ କ୍ୟାମ୍ପର ୧୭୭
Read More...

ରାଜଧାନୀର ୨ଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ଭୁବନେଶ୍ୱରରେ ଅଘଟଣ । ରାଜଧାନୀର ଦୁଇଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର । ଗୋଟିଏ ମୃତଦେହ ବାଣୀବିହାର ନିକଟ ରେଳ ଧାରଣାରୁ ମିଳିଥିବା ବେଳେ ଅନ୍ୟ ଏକ ମୃତଦେହ ଲିଙ୍ଗରାଜ ରେଳ ଧାରଣାରେ ପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ମୃତକଙ୍କ ପରିଚୟ
Read More...

ଇଣ୍ଡିଆ ଷ୍ଟିଲ ୨୦୨୫ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ବିଶ୍ୱର ଆଧୁନିକ ଅର୍ଥନୀତିର ଆଧାର ସାଜିଛି ଇସ୍ପାତ, ପ୍ରତ୍ୟେକ ସଫଳତାର କାହାଣୀ ପଛରେ ଇସ୍ପାତ ହେଉଛି ଶକ୍ତି : ପ୍ରଧାନମନ୍ତ୍ରୀ● ଆମେ ଗର୍ବିତ ଯେ ଆଜି ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ହୋଇପାରିଛି : ପ୍ରଧାନମନ୍ତ୍ରୀ● ଜାତୀୟ ଇସ୍ପାତ ନୀତି ଅନୁଯାୟୀ ୨୦୩୦
Read More...

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଜିଲ୍ଲା ଦାୟିତ୍ୱରେ ଥିବା ସଚିବଙ୍କ ମୟୁରଭଞ୍ଜ ଜିଲ୍ଲା…

ବାରିପଦା, (ଦେବସ୍ମିତ ଚୌଧୁରୀ) : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ତଥା ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱରେ ଥିବା ଶାସନ ସଚିବ, ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁରେଶ କୁମାର ବଶିଷ୍ଠ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଜି ସକାଳେ କ୍ଷେତ୍ର ପରିଦର୍ଶନରେ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ଜନ୍ମୋତ୍ସବ ବୈଶାଖ ମେଳା ଚୁଡାନ୍ତ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ମନ୍ଦିର ସଭାଗୃହରେ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଶାଖ ମେଳାର ଚୁଡାନ୍ତ କମିଟି ବୈଠକ ଗୁରୁବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ଟ୍ରଷ୍ଟି
Read More...

ଛତ୍ରପୁର ବ୍ଲକ ସ୍ତରୀୟ ଅଣ-ସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତରେ ଦିନକୁ ଦିନ ଅଣ ସଂକ୍ରାମକ ରୋଗ ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ମସ୍ତିଷ୍କଘାତ, କର୍କଟ ଇତ୍ୟାଦି ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗ ସ୍ଵାସ୍ଥ୍ୟଗତ ଓ ସାମାଜିକ ଅଭିବୃଦ୍ଧିରେ ନୀରବ ସମସ୍ୟା ସୃଷ୍ଟି କରୁଛି । ତେଣୁ ଏହିରୋଗର
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଆସନ୍ତା ତା୨୮.୪.୨୫ରିଖ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜନ ହେବ । ଏହା ସକାଳ ୭ ଘଟିକାରୁ ଆରମ୍ଭ ହୋଇ ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ । ସୂଚନା
Read More...

ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨୬ ଜଣ ନୀରିହ ପର୍ଯ୍ୟଟକ ମୟୁରଭଞ୍ଜ ଜିଲ୍ଲା…

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଜାମ୍ମୁ କାଶ୍ମୀରର ପହଲଗାମ ରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨୬ ଜଣ ନୀରିହ ପର୍ଯ୍ୟଟକ ତଥା ବାଲେଶ୍ୱର ଜିଲ୍ଲାର ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ
Read More...

ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଲେ ଲାଠୋର ମାଟିର ପୁଅ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ମାଟିର ପୁଅ ଦିନେଶ ମୀରାନିଆ (୪୫) ମଙ୍ଗଳବାର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ସ୍ୱର୍ଗତ ପ୍ରୟାଗଚନ୍ଦ ଅଗ୍ରୱାଲଙ୍କ ସାନ ପୁଅ ଦିନେଶ ମୀରାନିଆ । ସେ ଲାଠୋର ଶ୍ରୀ ଦୂର୍ଗେଶ୍ୱରୀ ଉଚ୍ଚ
Read More...