Monthly Archives

March 2025

ଲୋୟର ସୁକତେଲ ବୁଡି ଅଂଚଳରେ ଲୋକେ ପାଳିବେ ବନଦୁର୍ଗା ମହୋତ୍ସବ

ସଂସ୍କୃତିର ସୁରକ୍ଷା ଓ ସମସ୍ୟା ସମାଧାନର ବାଟ ଦେଖାଇବ ମହୋତ୍ସବ : ନରସିଂହଏପ୍ରିଲ ୭ରୁ ଆରମ୍ଭ ହେବ ବନଦୁର୍ଗା ମହୋତ୍ସବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକ ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ଲୋୟର ସୁକତେଲ ବୁଡି ଅଂଚଳର ଲୋକେ ସବୁ କିଛି ତ୍ୟାଗ କରିଛନ୍ତି । ମା, ମାଟି, ମନ୍ଦିର, ଆତ୍ମୀୟ
Read More...

କୁଶପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ, ନାଚ ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳାକାରଙ୍କ ଗାଁ ରୂପେ ସ୍ୱତନ୍ତ୍ର ଖ୍ୟାତି ରହିଥିବା କୁଶପଡ଼ା ଗ୍ରାମଟି ଦିନେ ସୁଖ୍ୟାତି ଅର୍ଜନ କରିଆସିଥିଲା । କୃଷ୍ଣଙ୍କ ଲୀଳା ପାଇଁ ପ୍ରସିଦ୍ଧି ଥିବା ଏହି ଗାଁରେ ଭାରତଲୀଳା ସମେତ ଅନେକ ପୁରାଣ ପ୍ରସିଦ୍ଧ ଅଟେ । ନାଟକ ଗାଁର କଳାକାରମାନେ ଗାଁ
Read More...

ଭାଙ୍ଗି ଦବି ଗଲାଣି ବ୍ରିଜ : ଘଟିପାରେ ବଡ ଦୁର୍ଘଟଣା

ବରଗଡ଼, (ମୁନା ସାହୁ) : ମରଣଯନ୍ତା ପାଲଟିଛି ବରଗଡ଼ ଅମ୍ବାପାଲିରୁ ଡୁମେରପାଲିକୁ ସଂଯୋଗ କରୁଥିବା ବଞ୍ଜାରି ବ୍ରିଜ । ବ୍ରିଜର ଅବସ୍ଥା କହିଲେ ନସରେ । ରାସ୍ତା ଫାଟି ଆ କଲାଣି, ଅନ୍ୟପଟେ ବ୍ରିଜ ଭାଙ୍ଗି ଯାଇ ଦବି ଗଲାଣି । ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ ।
Read More...

ମାଛ ଓ ଚିଙ୍ଗୁଡ଼ି ଚାଷରେ ସ୍ୱାବଲମ୍ବୀ, ଉଦ୍ୟୋଗୀ ହେବାପାଇଁ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଛ ଓ ଚିଙ୍ଗୁଡ଼ି ଚାଷରେ ସ୍ମାର୍ଟ୍ ହେବା ସମୟ ଆସିଯାଇଛି । ମାଛ ଓ ଚିଙ୍ଗୁଡ଼ି ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ ଏଵଂ ଜଣେ ଜଣେ ସଫଳ ଉଦ୍ୟୋଗୀ ହେବାପାଇଁ ମେଗା କର୍ମଶାଳାରେ ପରାମର୍ଶ ଦିଆଯାଇଛି । ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ଠାରେ
Read More...

ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦର ମହକୁମା ସ୍ଥିତ କୋଶଳ କଳା ମଣ୍ଡଳ ପଡିଆରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ଲକ୍ଷପତି ଦିଦି ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା
Read More...

ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ, ୭ ଦିନ ବିଧାନସଭାରୁ ନିଲମ୍ବିତ ହେଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର : ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ । ବିଧାନସଭାରୁ ନିଲମ୍ବିତ ହେଲେ ବିଧାୟକ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ ହୋଇଛନ୍ତି । ମଙ୍ଗଳବାର ଗୃହରେ ହାତାହାତି ଘଟିଥିବା ଘଟଣାକୁ ନେଇ ନିଲମ୍ବନ କରାଯାଇଛି । ୭ ଦିନ ପାଇଁ ନିଲମ୍ବନ ହୋଇଛନ୍ତି ତାରା
Read More...

ଡେଲାଙ୍ଗ ଥାନାରେ ନୂତନ ଅପରାଧି ଆଇନ ସଚେତନତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପୋଲିସ ପକ୍ଷରୁ ନୂଆ ଅପରାଧ ଆଇନ (ଭାରତୀୟ ନ୍ୟାୟ ସଂହିତା) ସଚେତନତା କାର୍ଯ୍ୟକ୍ରମ ବରିଷ୍ଟ ସବ୍‌ଇନ୍ସପେକ୍ଟର କେଳୁ ଚରଣ ଜେନାଙ୍କ ଅଧ୍ୟକ୍ଷତାରେ ଥାନା ପରିସର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍ତନ ଜିଲ୍ଲା
Read More...

ବାଳିକା ପ୍ରତି ଭେଦଭାବର ଚିତ୍ର ଦେଖାଇଲା ନାଟକ ‘ ମୁଁ କାହିଁକି ଅଲଗା ‘ ମଞ୍ଚସ୍ଥ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଶିକ୍ଷା ଅଧୀନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରିପାଲିରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିଆରସିସି ସଞ୍ଜୟ କୁମାର ପଟେଲ ମୁଖ୍ୟ ଅତିଥି, ବୁଲୁ ମାଝୀ, ନୂଆଦେଇ କୁମ୍ଭାର ଓ ପ୍ରଧାନ ଶିକ୍ଷକ ଚୈତନ୍ୟ
Read More...

ଗାଁ ଗାଁକୁ ଯାଇ ଅନ୍ତର୍ଦୋୟ ଗୃହ ଯୋଜନାର, ସର୍ଭେ କାର୍ଯ୍ୟ ତଦାରଖ କଲେ ଏବିଡିଓ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀଷ୍ମ ମାଝୀ ନିଜ ଅଧିକାରୀ ଏ.ପି.ଓ ମାନସ ପ୍ରଧାନ, ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକ ବେହେରା, ଗ୍ରାମ ରୋଜଗାର ସେବକ ରିନା ପାଣ୍ଡେଙ୍କୁ ନେଇ ଆଜି କଟାବାହାଲ
Read More...

ସରକାରୀ ଆଇଟିଆଇରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଆଇଟିଆଇ ରାଉରକେଲା ଠାରେ ଆନ୍ତର୍ଜାତୀକ ମହିଳା ଦିବସ ପାଳନ ସହ ରାଜ୍ୟ ସ୍ତରୀୟ ଫେଷ୍ଟରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ ହାସଲ କରିବା ପାଇଁ ସେମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଆଇଟିଆଇର ଅଧ୍ୟକ୍ଷ ଇଂ ଡମାନ ସୋରେନଙ୍କ ପୈ।ରହିତ୍ୟ ଓ
Read More...