୧୧ତମ ଦୋଳ ଉତ୍ସବ ଆସନ୍ତା ୧୬ରେ
ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ଦୋଳ ମେଲଣ ସମିତିର ୧୧ ତମ ଦୋଳ ଉତ୍ସବ ଆସନ୍ତା ୧୬ ତାରିଖ ଦିନ ପାଳନ କରାଯିବ । ଏ ସମ୍ପର୍କରେ ସମିତି ତରଫରୁ ସେକ୍ଟର ୧୫ ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର!-->…
Read More...
Read More...