Monthly Archives

March 2025

ମୁରିବାହାଲ କମ୍ପ୍ୟୁଟର ପଏଣ୍ଟରୁ, ଓକେସିଏଲ୍ ଦ୍ଵାରା କମ୍ପ୍ୟୁଟର ଶିକ୍ଷା ପାଇଁ ସଚେତନତା ରଥର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ମେଡିକାଲ ଛକରେ ଥିବା କମ୍ପ୍ୟୁଟର ପଏଣ୍ଟରୁ ଓଡ଼ିଶା ଷ୍ଟେଟ ନଲେଜ କର୍ପୋରେସନ୍ ଲିମିଟେଡ (ଓକେସିଏଲ୍) ଦ୍ଵାରା କମ୍ପ୍ୟୁଟର ଶିକ୍ଷା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ହୋଲି ପାଳନ ନେଇ ଆମ ପୋଲିସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ହୋଲି ପାଳନ ନେଇ ସେକ୍ଟର ୧୯ ଥାନା ପକ୍ଷରୁ ଆମ ପୁଲିସ ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ପୁଲିସ ତରଫରୁ ଦିଆଯାଇଥିବା ଆଡଭାଇଜ୍‌ ସମ୍ପର୍କରେ ବ୍ୟାପକ
Read More...

ଆନ୍ଦୋଳନରେ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ, ସ୍ଵାସ୍ଥ୍ୟ ସେବା ବାଧାପ୍ରାପ୍ତ

ଫୁଲବାଣୀ : ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଘର ଆନ୍ଦୋଳନ ଯୋଗୁଁ ସ୍ଵାସ୍ଥ୍ୟସେବା ବାଧାପ୍ରାପ୍ତ । ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ ପରିଚାଳନା କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ଓ ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି କରିବା ଦାବିରେ ସାରା ରାଜ୍ୟରେ ମାର୍ଚ୍ଚ
Read More...

ମୁକୁଳା ଡ୍ରେନକୁ ନେଇ ଅଭିନବ ପ୍ରତିବାଦ

କଟକ : କଟକ ସହରର ମୁକୁଳା ଡ୍ରେନକୁ ନେଇ ଅଭିନବ ପ୍ରତିବାଦ । ମୁକୁଳା ଡ୍ରେନ ଭିତରେ ପଶି କଟକ ୫୩ନମ୍ବର ୱାର୍ଡ଼ର ସାମାଜିକ କର୍ମୀ ବ୍ୟୋମକେଶ କାନୁନଗୋ କରିଛନ୍ତି ଅଭିନବ ପ୍ରତିବାଦ । ବ୍ୟୋମକେଶ ମୁକୁଳା ଡ୍ରେନ ନେଇ ବାରମ୍ବାର ସିଏମସି ରେ ଅଭିଯୋଗ କରିବା ପରେ ମୁକୁଳା ଡ୍ରେନ ସମସ୍ୟାର
Read More...

ତରବରିଆ ଭାବେ ସରକାରଙ୍କୁ ସୂଚନା ଦେଲେ ବରଗଡ଼ ଲୋକସମ୍ପର୍କ ବିଭାଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ବିଭିନ୍ନ ଗଣମାଧ୍ୟମ ଓ ସମ୍ବାଦପତ୍ରରେ କାର୍ଯ୍ୟରତ ଥିବା ସାମ୍ବାଦିକମାନଙ୍କ ଲିଷ୍ଟ ତରବରିଆଭାବେ ଲୋକସମ୍ପର୍କ ବିଭାଗ ବରଗଡ଼ ରାଜ୍ୟ ସରକାର ଓଡ଼ିଶାଙ୍କୁ ପଠାଇଛନ୍ତି । ୨୦୨୪ର କାର୍ଯ୍ୟରତ ଲିଷ୍ଟକୁ ୨୦୨୫ରେ ଉଲ୍ଲେଖ କରି ଲିଷ୍ଟ ପଠାଇଥିବା
Read More...

ଖଣ୍ଡାଚୋଟରେ ଯୁବକ ମୃତ, ସାଙ୍ଗ ଗୁରୁତର

ବାଲିଅନ୍ତା : ହୋଲି ପୂର୍ବରୁ ବାଲିଅନ୍ତା ଥାନା ଅଧୀନ ଅଣ୍ଡିଲୋ ଗାଁ ଦାଣ୍ଡ ରକ୍ତର ହୋଲି ଖେଳିଛି । ସାଇକେଲ ଚୋରି ସନ୍ଦେହରେ ଜଣେ ବ୍ୟକ୍ତି ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ହାଣିଛନ୍ତି । ଘଟଣାସ୍ଥଳରେ ଯୁବକଙ୍କ ପ୍ରାଣବାୟୁ ଉଡିଯାଇଛି । ମୃତ ଯୁବକ ଜଣକ ହେଲେ ବାଲିଅନ୍ତା ପଞ୍ଚାୟତ
Read More...

କନ୍ଧନୂଆଁଗଡ଼ ଓଭରବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା

ଟାଙ୍ଗୀର : ଖୋର୍ଦ୍ଧାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦମ୍ପତି । ସୂଚନା ଯୋଗ୍ୟ ଯେ, ଖୋର୍ଦ୍ଧା ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦମ୍ପତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦମ୍ପତି ଏକ କାର୍ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଥିବା ଏକ
Read More...

ଦେଢ଼ବର୍ଷର ଶିଶୁ ନିଖୋଜ ପ୍ରସଙ୍ଗ : ଫେଲ ମାରିଲା ସନ୍ଧାନୀ ପୁଲିସ ସନ୍ଧାନୀ କୁକୁର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଘାଗୁଡିମାଳ ୧୫ ନମ୍ବର ୱାର୍ଡର ଦେଢ଼ବର୍ଷର ଶିଶୁ ନିଖୋଜ ହୋଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇ ଥିଲା । ଉକ୍ତ ଅଭିଯୋଗକୁ ଭିତ୍ତିକରି ଗାଁକୁ ପୁଲିସ ଓ ସନ୍ଧାନୀ କୁକୁର ଆସିଥିଲା ।
Read More...

ଘରେ ପଶି ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା

ବରିପଦା : ବାରିପଦାରେ ଚାଞ୍ଚଲ୍ୟ । ଘରେ ପଶି ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା । ଆଜି ସକାଳୁ ବାରିପଦା ଫରେଷ୍ଟ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । କେହି ଦୁର୍ବୃତ୍ତ ଜଣେ ଜଣାଶୁଣା ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା କରିଛି । ମୃତକ ହେଲେ ସ୍ନେହାଶିଷ ପଣ୍ଡା । କିଏ ଓ କାହିଁକି ତାଙ୍କୁ ଏପରି
Read More...

ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା

ଭୁବନେଶ୍ୱର : ରାଜଧାନୀରେ ମଦ ପିଇ ରାସ୍ତାରେ ଉତ୍ପାତ ହେଲେ ଯୁବତୀ । ନିଶାସକ୍ତ ଅବସ୍ଥାରେ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ହେଲେ ପିସିଆର୍ ଭ୍ୟାନରେ ନେବାବେଳେ ଗାଡ଼ିକୁ ଗୋଇଠା ବିଧା ମାରିଥିଲେ
Read More...