ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
ଚେନ୍ନାଇ : ସଙ୍ଗୀତ ଜଗତରୁ ଏକ ବଡ ଖବର ସାମ୍ନାକୁ ଆସିଛି । ମ୍ୟୁଜିକ୍ କମ୍ପୋଜର୍ ଏଆର୍ ରେହମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସକାଳ ସାଢେ ସାତଟାରେ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । ରବିବାର ସକାଳେ ସେ ଛାତିରେ ଗଭୀର ଯନ୍ତ୍ରଣା!-->…
Read More...
Read More...