Monthly Archives

March 2025

ଉଜୁଡିଗଲା ପରିବାର, ୩ ପିଲାଙ୍କୁ ମାରି ଜୀବନ ହାରିଲେ ବାପା

ରାଞ୍ଚି : ଝାଡଖଣ୍ଡ ଗିରିଡିହ ଜିଲ୍ଲାର ଏକ ବନ୍ଦ ଘରୁ ୪ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ପିଲା ରହିଛନ୍ତି । ଜଣେ ବ୍ୟକ୍ତି ଅଛନ୍ତି । ପିଲାଙ୍କୁ ମାରିବା ପରେ ବାପା ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ପୋଲିସ କହିଛି । ଗାଁର ଜଣେ ଲୋକ ପୋଲିସକୁ ଖବର ଦେଇଥିଲେ ।
Read More...

ଟ୍ରାକ୍ଟର ମାଲିକ ସଂଘ ଗଠିତ

ମ. ରାମପୁର, (ପିକେ ସାହୁ ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକର ସମସ୍ତ ମାଲିକ ମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଯାଇଛି । ମ. ରାମପୁର ସ୍ଥିତ ଶିବ ମନ୍ଦିର ପରିସରରେ ବ୍ଲକର ଟ୍ରାକଟର ମାଲିକ ମନେ ଠୁଳ ହୋଇ ନାନାଦି ସମସ୍ୟା ର ସମ୍ମୁଖୀନ ହେଉଥିବା ଯୋଗୁଁ ଏକତା ଭାବରେ ସମସ୍ୟାର ସମାଧାନ
Read More...

ରାଜ୍ୟରେ ଖୁବ୍‌ଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ୍‌

କଟକ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକ ସକାଳୁଆ କରିବା ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଆଲୋଚନା କରାଯାଇ ସମ୍ଭାବ୍ୟ ବିହିତ
Read More...

ଜୟ ନାରାୟଣ ମିଶ୍ର ଓ କୋଶଲାଂଚଳର ଅନ୍ୟ ବିଧାୟକ ଓ ସାଂସଦମାନଙ୍କୁ ପ୍ରମୋଦ ମିଶ୍ରଙ୍କ ଅନୁରୋଧ : ସ୍ୱତନ୍ତ୍ର କୋଶଲ ରାଜ୍ୟ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂପ୍ରତି ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବୃତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । କୋଶଲ ରାଜ୍ୟ ଦାବୀ ସପକ୍ଷରେ ମତ ଦେଇଥିବାରୁ ଓ ବନ୍ଦେ ଉତ୍କଳ ଜନନୀ ପ୍ରାସଂଗିକତା ପ୍ରତି ପ୍ରଶ୍ନବାଦୀ ସୃଷ୍ଟି କରିଥିବାରୁ ଶ୍ରୀ
Read More...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ୨୧ତାରିଖ ଝାରସୁଗୁଡା ଏୟାରପୋର୍ଟରେ ଓହ୍ଲାଇବେ ଅମିତ ଶାହ। ରାତିରେ ଏମସିଏଲ ଗେଷ୍ଟ ହାଉସରେ ରହିବେ । ୨୨ତାରିଖ ସକାଳେ ସମଲେଇ ଦର୍ଶନ ପରେ ପିଏ ଡି ପଡ଼ିଆରେ ବିଭିନ୍ନ ଉନ୍ନୟନ ମୂଳକ
Read More...

କବି ରମାକାନ୍ତ ରଥଙ୍କ ବିୟୋଗରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଶୋକ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ବିୟୋଗରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ ଶୋକବାର୍ତ୍ତାରେ କହିଛନ୍ତି ଯେ, "ପ୍ରସିଦ୍ଧ ଓଡ଼ିଆ କବି, ବିଦ୍ୱାନ ଏବଂ ସାହିତ୍ୟ ଏକାଡେମୀର
Read More...

ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟକୁ ଥଣ୍ଡା ପାନୀୟ ଜଳ ମେସିନ ଯୋଗାଇଲା ଟିଟିଲାଗଡ଼ ଲାୟନ୍ସ କ୍ଲବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ପିପଲପଦର ସ୍ଥିତ ଚକ୍ଷୁ ଚିକିତ୍ସାଳୟକୁ ସହର ତଥା ଆଖପାଖ ଜିଲ୍ଲାରୁ ଲୋକେ ଆସି ନିଜର ଚକ୍ଷୁ ପରୀକ୍ଷଣ ତଥା ଅସ୍ତ୍ରୋପଚାର କରିଥାନ୍ତି । ଟିଟିଲାଗଡ଼ ଲାୟନ୍ସ କ୍ଲବ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ଜଳ ମେସିନ ଲୋକଙ୍କ
Read More...

ବଲାଙ୍ଗିର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫ ଉଦଘାଟନ

କୃଷି ଯନ୍ତ୍ରପାତି ମେଳା କୃଷି ପଦ୍ଧତିକୁ ଆଧୁନିକୀକରଣ କରିବା ସହିତ ଚାଷୀଙ୍କୁ ଆଜିର ବିଶ୍ୱ ବଜାରରେ ପ୍ରତିଯୋଗୀ ଭାବେ ଗଢ଼ି ତୋଳିବାରେ ସକ୍ଷମ ହେବକୃଷକର ଉନ୍ନତିରେ ରାଜ୍ୟର ବିକାଶ ସମ୍ଭବ ହେଇ ପାରିବ ବଲାଙ୍ଗିର : ସମାଜର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ ହେଉଛନ୍ତି ଆମର କୃଷକ ସମାଜ
Read More...

ଶରୀର ଦାନକାରୀଙ୍କୁ ଶିକ୍ଷଣ ମଣ୍ଡଳ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ସ୍ୱାମୀ ପରମାନନ୍ଦ ସରସ୍ୱତୀ ଓ
Read More...

ଗୁଲୁମୀ ଜଳପ୍ରପାତରେ ବୁଡ଼ି, ୨ ଯୁବକ ନିଖୋଜ

କୋରାପୁଟ : କୋଟପାଡ଼ ଥାନା ଅନ୍ତର୍ଗତ ଗୁଲୁମୀ ଜଳପ୍ରପାତରେ ବୁଡ଼ି ୨ ଯୁବକ ନିଖୋଜ । ନିଖୋଜ ଦୁଇ ଜଣ ପଡୋଶୀ ଛତିଶଗଡ଼ ରାଜ୍ୟର ଜଗଦଲପୁର ଅଞ୍ଚଳର ରୋହନ କଶ୍ୟପ(ବୟସ ୨୧ ବର୍ଷ ) ଓ ଗୌରବ ବାଘେଲ (ବୟସ ୨୦ ବର୍ଷ ) ବୋଲି ଜଣାପଡିଛି । ଘଟଣା ସ୍ଥଳରେ କୋଟପାଡ଼ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର
Read More...