ନଳକୂପ ପାଇଁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ଯୁବ ସମାଜସେବୀ ଧର୍ମେନ୍ଦ୍ର ବାଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଖରା ମାସ ଚାଲୁଛି ଏବଂ ପାଣି ପାଇଁ ଡହକ ବିକଳ ହେଉଛନ୍ତି ଜୀବ ଜଗତର ସମସ୍ତ ପ୍ରାଣୀ । ମନୁଷ୍ୟ ହେଉ କି ଅନ୍ୟ ଜୀବଜନ୍ତୁ ହୁଅନ୍ତୁ, ଜଳ ବିନା ବଞ୍ଚିବା ବହୁତ କଷ୍ଟକର । ଠିକ ସେମିତି ପାଣିର ଅଭାବ ଦେଖା ଦେଇଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ!-->…
Read More...
Read More...