Monthly Archives

March 2025

ସଡ଼କ ଦୁର୍ଘଟଣାରେ ୪ ମୃତ, ଟ୍ରକ ଛାଡ଼ି ଡ୍ରାଇଭର ଫେରାର

ଭଦ୍ରକ : ବାରିପଦା: ଭଦ୍ରକ ଓ ବାରିପଦାରେ ଦୁଇ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲାରେ ଟ୍ରକ୍-ବାଇକ୍ ଧକ୍କାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରାନ୍ଦିଆ ଫିଲ୍ମ ହଲ ସାମ୍ନାରେ ଦୁର୍ଘଟଣା ଘଟିଛି । ମୃତକଙ୍କ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଆମେରିକା ଜାତୀୟ ଗୁଇନ୍ଦା ନିର୍ଦ୍ଦେଶିକା ତୁଳସୀ ଗବାର୍ଡ

• ୱାଶିଂଟନ୍ ଡିସିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଅତ୍ୟନ୍ତ ଫଳପ୍ରଦ ଆଲୋଚନାକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ• ଆମେରିକା ଗସ୍ତ ସମୟରେ ସୁଶ୍ରୀ ତୁଳସୀ ଗବାର୍ଡଙ୍କ ସହ ତାଙ୍କର ବାର୍ତ୍ତାଳାପ ଉପରେ ଆଲୋକପାତ କରିବା ସହ ଆପୋସ ସହଯୋଗକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକାକୁ ପ୍ରଶଂସା କଲେ
Read More...

ମାର୍ଚ୍ଚ ୧୯ରୁ ମାଟ୍ରିକ୍ ଖାତା ଦେଖା ୧୮ରୁ କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ

କଟକ : ମାର୍ଚ୍ଚ ୧୯ରୁ ମାଟ୍ରିକ୍ ଖାତା ଦେଖା । ସେଥିପାଇଁ ମଙ୍ଗଳବାର ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେବେ ପ୍ରାୟ ୧୨ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ଖାତା ମୂଲ୍ୟାୟନ ପାଇଁ ୧୧ହଜାର ୮ଶହ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି । ଏହା ବାଦ୍ ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୧୦ଜଣ
Read More...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତିଫ ଶ୍ରୀ ମୋଦୀ କହିଛନ୍ତି, ଦାରିଦ୍ର୍ୟ ଦୂରୀକରଣ ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ସାଂସଦ ତଥା ମନ୍ତ୍ରୀ ଭାବେ ଡ.
Read More...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ…

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ତାଙ୍କର ଶୋକବାର୍ତ୍ତାରେ କହିଛନ୍ତି, ‘‘ପୂର୍ବତନ କେନ୍ଦ୍ର
Read More...

ଭାରତ-ନ୍ୟୁଜିଲାଣ୍ଡ ମିଳିତ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ୧୬ରୁ ୨୦ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି । ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଲକ୍ସନ୍ ନୂଆଦିଲ୍ଲୀ
Read More...

କାନ୍ଥ ପଡ଼ି ଚାଲିଗଲା ଝିଅର ଜୀବନ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିପଦା ଥାନା ବଡ଼ରମ୍ଫାସ ଗାଁରେ ଅଘଟଣ । ସ୍କୁଲ ଯିବା ପାଇଁ ଖାଇ ବସିଥିବା ବେଳେ ଭାଙ୍ଗିପଡ଼ିଲା ମାଟି କାନ୍ଥ । ଯେଉଁଥିରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବଡ଼ରମ୍ଫାସ
Read More...

ଚୈତ୍ର ପର୍ବ ଅବସରରେ ତାରାତାରିଣୀ ପୀଠରେ : ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀ ପୀଠ ଠାରେ ଅନୁଷ୍ଠିତ ହେଉଥିବା ଚୈତ୍ର ପର୍ବ ପାଳନ ଅବସରରେ ଭକ୍ତ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଜନ ସମାରୋହ ଓ ଲୋକନୃତ୍ୟ ସଂସ୍କୃତି ଭାରତ ଲୀଳା ସୋମବାର ପରିବେଷଣ
Read More...

୫ଜି ଇନୋଭେସନ୍ ହ୍ୟାକାଥନ୍ ୨୦୨୫ ର ଶୁଭାରମ୍ଭ

● ୫ଜି ଇନୋଭେସନ୍ ହ୍ୟାକାଥନ୍ ୨୦୨୫ : ପ୍ରବେଶ ପାଇଁ ଆହ୍ଵାନ● ଡିଓଟି ପକ୍ଷରୁ ୫ଜି ଇନୋଭେସନ୍ ହ୍ୟାକାଥନ୍ ୨୦୨୫ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା● ଛଅ ମାସ ଅବଧିର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ୫ଜିର ଉପଯୋଗ କରି ଅଭିନବ ପ୍ରୋଟୋଟାଇପ୍ ବିକଶିତ କରିବା● ଏହି କାର୍ଯ୍ୟକ୍ରମ ୫ଜି ୟୁଜ୍
Read More...

କାଠ ବୋଝେଇ ଟ୍ରାକ୍ଟର ଜବତ : ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଠାରେ ଖଇର ଗଣ୍ଡି ଚୋରି କରି ନେଉଥିବା (ଓଡ଼ି୧୭ ଜେ ୦୭୧୩) ଟ୍ରାକ୍ଟର ଯାହାର ଟ୍ରଲି ନମ୍ବର (ଓଡି ୧୭ ଜେ ୦୭୧୪)କୁ ବନ ବିଭାଗ ଜବତ କରିଛି । ତେବେ ଜବତ କାଠ ୨.୧୫୦ ମେଟ୍ରିକ୍ ଟନ୍
Read More...