Monthly Archives

March 2025

ତାରାତାରିଣୀ ଯାତ୍ରାରେ ସାମିଲ ହେଲେ ଛତ୍ରପୁର ସେବା ଦଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ମା' ତାରାତାରିଣୀଙ୍କର ଚୈତ୍ର ମେଳା ଯାତ୍ରା । ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ଯାତ୍ରାରେ ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଛତ୍ରପୁରର ୪୦ଜଣିଆ
Read More...

ବିଧାନସଭାରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ହୁଇସିଲ ବଜାଇ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର : କଂଗ୍ରେସ ବିଧାୟକ ହୁଇସିଲ୍ ବଜେଇଲେ । ବାଚସ୍ପତି ବିଧାନସଭାକୁ ମୁଲତବି ଘୋଷଣା କଲେ । ଗୁରୁବାର ବିଧାନସଭାରେ ଦେଖିବାକୁ ମିଳିଥିବା ରୋଚକ ଦୃଶ୍ୟ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୋକ ପ୍ରସ୍ତାବ ଆଗତ କରିବା ପରେ, ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ । ତେବେ
Read More...

ଶୋଷଣ କରି ପକେଟ ଗରମ କରୁଛନ୍ତି ବେପାରୀ

ନୀଳଗିରି : ଆସିଯାଇଛି ଖରା ମହକୁଛି ମହୁଲ ଫୁଲ । ହେଲେ ପୁରୁନି ପେଟ । ହିତାଧିକାରୀଙ୍କ ମିଳୁନି ମହୁଲ ଫୁଲର ଉଚିତ ମୂଲ୍ୟ । ହିତାଧିକାରୀଙ୍କୁ ଶୋଷଣ କରି ପକେଟ ଗରମ କରୁଛନ୍ତି ବେପାରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଆଦିବାସୀ ବ୍ଲକରୁ ଆସିଛି ଏମିତି ସଂଗୀନ ଅଭିଯୋଗ । ନୀଳଗିରିରେ ଅନେକ ଚୋରା
Read More...

ମାଙ୍କଡ ମାନଙ୍କ ପାଇଁ ଦେବଦୂତ ସାଜିଲେ ଗୋଇମୁଣ୍ଡ ଶାଖା ପୋଷ୍ଟମାଷ୍ଟର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଡ଼ହଡ଼ହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଚଳିତ ବର୍ଷ ଗ୍ରୀଷ୍ମର ପ୍ରକୋପ ମାର୍ଚ୍ଚ ଆରମ୍ଭରୁ ଦେଖାଇଥିବା ବେଳେ ଖରା ତାତି ବୃଦ୍ଧି ପାଉଛି । ଖରା ଯୋଗୁଁ ରାସ୍ତାଘାଟ ପୁରା ଶୂନଶାନ ହୋଇପଡୁଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ମଣିଷ
Read More...

ସଂଶୋଧିତ ରାଷ୍ଟ୍ରୀୟ ଗୋକୁଳ ମିଶନର କାର୍ଯ୍ୟକାରିତାକୁ କ୍ୟାବିନେଟ ମଞ୍ଜୁରୀ

୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷ ପାଇଁ ୧୦୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆବଣ୍ଟନ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରାଣୀସମ୍ପଦ କ୍ଷେତ୍ରରେ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ସଂଶୋଧିତ
Read More...

କପିଲାଭଟାରେ ଷୋହଲ ପ୍ରହରୀ ନାମଯଜ୍ଞ : ନୂତନ ପରିଚାଳନା କମିଟୀ ଗଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ବରଗଛ ପଡାରେ ପ୍ରତିବର୍ଷ ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ଷୋହଲ ପ୍ରହରୀ ନାମଯଜ୍ଞ ପାଇଁ ନୂତନ ପରିଚାଳନା କମିଟୀ ୨୦୨୫ ଗଠିତ ହୋଇଯାଇଛି । ଏଥିରେ ଭୂରିଶ୍ରବା ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା
Read More...

ଓଡ଼ିଶାରେ ମତ୍ସ୍ୟ ଚାଷର ବିକାଶ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମତ୍ସ୍ୟ ବିଭାଗ (ଡିଓଏଫ) ଓଡ଼ିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା
Read More...

କମ୍‌ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣ (ପିଟୁଏମ) ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନାକୁ
କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ୨୦୨୪ - ୨୫ ବର୍ଷ ପାଇଁ ‘ବ୍ୟକ୍ତିରୁ ବ୍ୟବସାୟୀଙ୍କୁ (ପିଟୁଏମ) କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନା’କୁ
Read More...

ହଂକଂ ଫିଲ୍ମମାର୍ଟରେ ଭାରତ ପାଭିଲିଅନର ଐତିହାସିକ ପଦାର୍ପଣ

ହଂକଂରେ ପ୍ରଥମ ଭାରତ ପାଭିଲିଅନକୁ ଉଦ୍‌ଘାଟନ କରିଛନ୍ତି ଭାରତର କନସୁଲ ଜେନେରାଲପାଭିଲିଅନ୍ ଭାରତୀୟ ଚଳଚ୍ଚିତ୍ର ପାଇଁ ବିଶ୍ୱସ୍ତରୀୟ ଭାଗିଦାରୀର ନୂତନ ଯୁଗକୁ ପ୍ରତିନିଧିତ୍ୱ କରୁଥିବା କହିଛନ୍ତି ଭାରତର କନସୁଲ୍ ଜେନେରାଲ୍ ମହାମହିମ ସୁଶ୍ରୀ ସତୱନ୍ତ ଖାନାଲିଆ ମୁମ୍ବାଇ, (ପିଆଇବି) :
Read More...

ଛତ୍ରପୁରର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟର : ଯୁକ୍ତ ଦୁଇ ଦ୍ୱିତୀୟବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ଏକମାତ୍ର ଆବାସିକ ମହାବିଦ୍ୟାଳୟ ପ୍ରତିଭା କଲେଜ ରେ ଯୁକ୍ତଦୁଇ ଦ୍ୱିତୀୟବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସମାରୋହରେ ବର୍ଣ୍ଣାଢ଼୍ୟ ଉତ୍ସବ ଗତ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ
Read More...