Monthly Archives

March 2025

ବିଶିଷ୍ଟ ରାଜନୀତିଜ୍ଞ ଦୁର୍ଗା ଶଙ୍କର କରଙ୍କ ପରଲୋକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ବିଇଡି କଲେଜ, କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ଓ ଗାନ୍ଧିଛକ ଦୁର୍ଗା ମନ୍ଦିର ପ୍ରତିଷ୍ଠାର ପ୍ରମୁଖ ଉଦ୍ୟୋକ୍ତା ତଥା ବିଶିଷ୍ଟ ରାଜନେତା ଦୁର୍ଗା ଶଙ୍କର କରଙ୍କ ଶୁକ୍ରବାର ସକାଳ ୬ ଟା ୧୦ ମିନିଟରେ ତାଙ୍କ ଭବାନୀପାଟଣା ମନ୍ଦାର
Read More...

ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରଙ୍କ କଠୋର ଦଣ୍ଡବିଧାନ ସଂଘର ସଂପାଦକ ପିତାମ୍ବର ଖମାରୀଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ପାଖକୁ ଯାଇ ମାଲିକମାନଙ୍କ ଉପରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଉକ୍ତ ବିଷୟକୁ ହୃଦୟଙ୍ଗମ କରି
Read More...

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତାମଖନା ସ୍ଥିତ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠ ଙ୍କସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସ୍ତରୀୟ ରେଡକ୍ରସ ପୁରସ୍କାର ଭୁବନେଶ୍ୱର ରାଜ ଭବନରେ ପୁରସ୍କୃତ ହୋଇଥିବା ଡ. ଦୈତାରୀ
Read More...

ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନିର୍ବାଚନ ଆୟୋଗର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ବିଷୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ
Read More...

ନିଖିଳ ଓଡିଶା ଉପଭୋକ୍ତା ସୁରକ୍ଷା ମହାସଙ୍ଘ ପକ୍ଷରୁ ବିଶ୍ୱପଖାଳ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତୀୟ ଖାଦ୍ୟର ବିବିଧତାରେ, ଓଡ଼ିଶା ଏହାର ସମୃଦ୍ଧ ରାନ୍ଧଣା ଐତିହ୍ୟ ପାଇଁ ସ୍ୱତନ୍ତ୍ର । ଏହି ପୂର୍ବାଞ୍ଚଳ ରାଜ୍ୟ ଯେଉଁ ଅନେକ ସ୍ୱାଦିଷ୍ଟ ଖାଦ୍ୟ ପାଇଁ ଗର୍ବ କରେ, ସେଥିମଧ୍ୟରୁ "ପଖାଳ" ହେଉଛି ଏକ ଉଜ୍ଜ୍ୱଳ ତାରା । ଓଡ଼ିଆ ଅସ୍ମିତା ଓ ଓଡ଼ିଆ
Read More...

ଅଷ୍ଟ ପ୍ରହର ନାମଯଜ୍ଞ ସହ ଉଦ୍‌ଯାପିତ ହେଲା ବାବନ ମେଳା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କୁହୁରିଗୁମାଠାରେ ବାବନ ମେଳା ଉଦ୍‌ଯାପନ ଅବସରରେ ଭବ୍ୟ ଆୟୋଜନ ମଧ୍ୟରେ ଅଷ୍ଟ ପ୍ରହର ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ବାବନ ମେଳା ଓ ଅଷ୍ଟ ପ୍ରହର ନାମଯଜ୍ଞ ତିନିବର୍ଷ ପାଇଁ ସଂକଳ୍ପ ନିଆଯାଇଥିବା ବେଳେ ଚଳିତ ଦ୍ଵିତୀୟ ବର୍ଷ
Read More...

ହାତୀ ଆକ୍ରମଣରେ ମହିଳା ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ହାତୀ ଆକ୍ରମଣରେ ମହିଳା ଗୁରୁତର । ହାତୀ ଆକ୍ରମଣର ଶିକାର ହୋଇଛନ୍ତି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ତୋଟା ଗ୍ରାମର କଚାଡି ସିକକା । ସୂଚନାଯୋଗ୍ୟ ଯେ, କଚାଡି ସିକକା ଗତକାଲି ସନ୍ଧ୍ୟାରେ ପାହାଡ଼ ଉପରକୁ ଯାଇଥିଲେ ଓ ସେ
Read More...

ରାଉରକେଲା ଜିଲ୍ଲା କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (କେପିଏନ୍‌ଏସ୍‌) : ନାରୀ ସୁରକ୍ଷା ଓ ବରିଷ୍ଠ କଂଗ୍ରେସ ବିଧାୟକ ତାରାବାହିନୀ ପତିଙ୍କୁ ଗାଳି ଓ ମାଡ ମାରିବାକୁ ନେଇ ଆସନ୍ତା ୨୭ରିଖ ଦିନ ସାରା ଓଡିଶାର କଂଗ୍ରେସ କର୍ମୀ ବିଧାନସଭାକୁ ଘେରାଉ କରିବେ ବୋଲି ରାଉରକେଲା ଜିଲ୍ଲା ସଭାପତି ରବି ରାୟ ସାମ୍ବାଦିକମାନଙ୍କୁ ମନ୍ତବ୍ୟ
Read More...

ସଂଗ୍ରାମୀ ଯୁବ ଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ : ଜିଲ୍ଲା ପ୍ରଶାସନ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା…

ମୟୁରଭଞ୍ଜ, (କେପିଏନ୍‌ଏସ୍‌) : ଗତକାଲି ଗୁରୁବାର ମୟୁରଭଞ୍ଜ ଜିଲ୍ଲାରେ ମୁଖ୍ୟତଃ ବିଶୋଇ, ବାଙ୍ଗିରୀପୋଷୀ ବ୍ଲକ ଆଂଶିକ ଭାବେ ସାରସକଣା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖ ସହ ବଡ଼ ବଡ଼ କୁଆପଥର ମାଡ଼ରେ ଘର ବାଡ଼ି, ଗାଡି ଘୋଡା ଭାଙ୍ଗି ନଷ୍ଟ ହେବା ସହ ବହୁ ମାତ୍ରାରେ ଧନ ସମ୍ପତ୍ତି, ଗଛିତ
Read More...

କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାରୀ ସହାୟତା : ଜିଲ୍ଲା ପ୍ରଶାସନର ସୂଚନା

ବାରିପଦା, (ଦେବସ୍ମିତ ଚୌଧୁରୀ) : ଗତକାଲି ତା ୨୦-୦୩-୨୦୨୫ରିଖ କୁଆପଥରଝଡ଼ ଯୋଗୁଁ ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ୩୫୦ଟି କଚ୍ଚା ଘର
Read More...