Monthly Archives

March 2025

ରାଉରକେଲାର ଅଷ୍ଟ ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ତଥା ବସନ୍ତ ଉତ୍ସବ ୨୯ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସମ୍ଭ୍ରାନ୍ତ ନୃତ୍ୟସଂଗୀତ ଅନୁଷ୍ଠାନ 'ମ୍ୟୁଜିକ ସର୍କଲ'ର ଅଷ୍ଟ ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ତଥା ବସନ୍ତ ଉତ୍ସବ ଚଳିତ ମାର୍ଚ୍ଚ ମାସ ୨୭ ରୁ ୩୧ ତାରିଖ ଯାଏ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା
Read More...

ଆସନ୍ତା ୨୭ ତାରିଖ ବିଧାନସଭା ଘେରାଓ କାର୍ଯ୍ୟକ୍ରମ : ବଲାଙ୍ଗିର ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ ଭବନ ଠାରେ ପିସିସି ତରଫରୁ ନିଯୁକ୍ତ ବଲାଙ୍ଗିର ଜିଲ୍ଲା ପ୍ରଭାରି ଚିନ୍ମୟ ସାହୁ ଯୋଗ ଦେଇ ଆସନ୍ତା ୨୭ ତାରିଖରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଘେରାଓ ଓ ବିକ୍ଷୋଭ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାର
Read More...

ଅପହୃତଙ୍କ କବଳରୁ ଖସିଆସିଲେ ବ୍ୟବସାୟୀ : ବନ୍ଧୁକ ମୁନରେ କିଡ୍‌ନାପ କରିଥିଲେ ଦୁର୍ବୃତ୍ତ

ଜୟପୁର : ଶୁକ୍ରବାର ସନ୍ଧ୍ୟା ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଉଠାଇନେଇଥିଲେ ଅପହରଣକାରୀ । ଆଜି ସକାଳେ କୌଶଳ କ୍ରମେ କିଡ୍‌ନାପରଙ୍କ କବଳରୁ ବ୍ୟବସାୟୀ ଏ.ରାଜୁ ଖସି ଆସିଛନ୍ତି । ଶ୍ରୀ ରାଜୁଙ୍କୁ ଉଦ୍ଧାର ପରେ ବୋରିଗୁମ୍ମା ଥାନରେ ରଖାଯାଇଛି । ତେବେ କଣ ପାଇଁ ଅପହରଣ କରାଯାଇଥିଲା ତାହାକୁ
Read More...

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ମୁଖ୍ୟ ସାକ୍ଷୀ ମନୁଙ୍କ ବାଇକ୍ ଦୁର୍ଘଟଣା

ଝାରସୁଗୁଡା : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା । ସଡ଼କ ଦୁର୍ଘଟଣାରେ ମୁଖ୍ୟ ସାକ୍ଷୀ ମନୁ ପ୍ରସାଦ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ ପରିସ୍ଥିତି ଦୁର୍ଘଟଣା
Read More...

ଟଙ୍କା ମାଗିବାରୁ ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ମାଲକାନଗିରି : ଭାଗ ପୋଖରୀରୁ ମାଛ ଚୋରି । ଟଙ୍କା ମାଗିବାରୁ ଟାଙ୍ଗିଆରେ ହାଣି ଯୁବତୀଙ୍କୁ ହତ୍ୟା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ମହୁପଦର ଗ୍ରାମରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟା ସନ୍ଦେହରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ସୂଚନାଯୋଗ୍ୟ ଯେ, ମହୁପଦର
Read More...

ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପିଟିଲା ଆଉ ଏକ ଟ୍ରକ୍

ଜହ୍ନାପଙ୍କ : ବାଉଁଶୁଣୀ ଥାନା ସାହାଜପାଲ ନିକଟରେ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପଟିଲା ଆଉ ଏକ ଟ୍ରକ୍ । ଡ୍ରାଇଭର୍ ଓ ହେଲପର୍ ଗୁରୁତର । ଶନିବାର ଭୋର୍ ୫ଟାରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଫେରାର୍ ହୋଇଯାଇଛି । ସୂଚନାଅନୁଯାୟୀ, ଶନିବାର
Read More...

ଆଗଲପୁର ପଂଚାୟତ ସରପଂଚ ହେଲେ ନିଲମ୍ବିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ସରପଂଚ ନନ୍ଦିନ ମେହେର ଓଡିଶା ସରକାର ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପତ୍ର ସଂଖ୍ୟାରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସରପଂଚ ପଦବୀରୁ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ପିଇଓ ରାଜକିଶୋର ପୋଢଙ୍କ ସହ ମିଶି ସରକାରୀ
Read More...

ସରକାରୀ ଅର୍ଥ ହେର୍‌ଫେର୍‌ ଘଟଣାରେ ନିଲମ୍ବିତ ପିଇଓ ଭିଜିଲାନ୍ସ ଦ୍ୱାରା ଗିରଫ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପୋଡ଼ାପଦର ଓ ତଲନାଗି ପଞ୍ଚାୟତର ପୂର୍ବତନ ନିଲମ୍ବିତ ପିଇଓ ଦେବାନନ୍ଦ ସାଗରଙ୍କୁ ତିନିକୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି ।
Read More...

ଏକତ୍ର ରାଉରକେଲାର ସଦସ୍ୟ ସମାରୋହ ଓ ସ୍ୱତନ୍ତ୍ର ଅଧିବେଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ୨୫ଟି ନାଟ୍ୟ ଅନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ସଦସ୍ୟ ସମାରୋହ ଓ ସ୍ୱତନ୍ତ୍ର ଅଧିବେଶନ ସେକ୍ଟର ୭ସ୍ଥିତ ମଧୁମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକତ୍ରର ସଭାପତି ରାଜୀବ ପାଣିଙ୍କ ସଭାପତିସ୍ୱ ଓ ବିଦାୟୀ ସାଧାରଣ ସମ୍ପାଦକ ସୁଦେଶ
Read More...

ଜୁଏଲ ଓରାମଙ୍କ ୬୫ ତମ ଜନ୍ମ ଦିବସରେ ଶୁଭେଛା ଓ ଅଭିନନ୍ଦନ ଜଣାଇଲେ ବିଜେପି କର୍ମୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ପ୍ରିୟ ନେତା ତଥା ସୁନ୍ଦରଗଡ ଜିଲ୍ଲା ମାଟିର ପୁଅ, ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଆଜି ୬୫ ତମ ଜନ୍ମ ଦିବସ । ଶ୍ରୀ ଓରାମ ଆଜି ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ବିଜେପିର ନେତୃ ମଣ୍ଡଳୀ
Read More...