Monthly Archives

March 2025

ଓଡ଼ିଶା ଗସ୍ତ ସମୟରେ ସହରାଞ୍ଚଳ ବିକାଶ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ସହରାଞ୍ଚଳ ବିକାଶ ସହ ଜଡିତ ପ୍ରମୁଖ ପଦକ୍ଷେପ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ପ୍ରଗତି ସମୀକ୍ଷା କରିଛନ୍ତି । ଓଡ଼ିଶାର ସହରାଞ୍ଚଳ କେନ୍ଦ୍ରଗୁଡ଼ିକର ସମ୍ଭାବନା
Read More...

ସ୍ଥଳଭିତ୍ତିକ ବାୟୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ପ୍ରଣାଳୀ ନିୟୋଜନ ଶୀର୍ଷକ ବୈଷୟିକ ଆଲୋଚନା ଚକ୍ର

ନୂଆଦିଲ୍ଲୀ, (ପିଆଇବି) : ଆର୍ମି ଏୟାର ଡିଫେନ୍ସ କଲେଜ ଗୋପାଳପୁର ପକ୍ଷରୁ ୨୧ - ୨୨ ମାର୍ଚ୍ଚ ୨୦୨୫ରେ ’ସ୍ଥଳଭିତ୍ତିକ ବାୟୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ପ୍ରଣାଳୀର ନିୟୋଜନରେ ବୈଷୟିକ ଏବଂ ରଣନୀତିକ ଉନ୍ନତି ଏବଂ ସାମ୍ପ୍ରତିକ ସଂଘର୍ଷରୁ ଶିକ୍ଷା' ଶୀର୍ଷକ ଦୁଇ ଦିନିଆ ବୈଷୟିକ ଆଲୋଚନା ଚକ୍ର
Read More...

ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼ ୪ ଶିକାରୀ ଗିରଫ, ୪ ବନ୍ଧୁକ ଜବତ

ଭୁବନେଶ୍ୱର : ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ ଅଞ୍ଚଳରେ ଚଢ଼ାଉ ବେଳେ ଅଘଟଣ । ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରକୁ ପୋଡାଡିହା ରେଞ୍ଜ ଏବଂ ଏସଟିପିଏଫ ଟିମ୍‌ ଯାଇଥିବା ବେଳେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଶିକାରୀ । ବନ କର୍ମଚାରୀଙ୍କ ପାଲଟା ଆକ୍ରମଣରେ ଗିରଫ ହେଲେ ୪ ଶିକାରୀ ।
Read More...

ଆୟୁସ ଡାକ୍ତରଙ୍କ କଳାବ୍ୟାଜ ପରିଧାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଏହା ଅଧିନରେ ଥିବା ବନ୍ଧପଡା ଓ ରାମଚନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କୋଲୋକେଟେଡ ଆୟୁଷ ଡାକ୍ତର ଡ଼ା ମମତା ଦାଶ, ଡ଼ା ସୁମିତ୍ରା ଦାଶ ଏବଂ ଡ଼ା ଲଳିତ ସାହୁ ମାର୍ଚ୍ଚ ୨୦ତାରିଖ ଠାରୁ
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ନୂତନ ପ୍ରବେଶ କରିଥିବା ଶିଶୁମାନଙ୍କର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ସୋପାନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ
Read More...

କ୍ରିକେଟ୍ ଟି-ଟ୍ୱେଣ୍ଟି ମହାସମର : ଏପ୍ରିଲ ୬ରୁ ବଲାଙ୍ଗିର ଚାମ୍ପିଅନ ଟ୍ରଫି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍ ପରିସରରେ ଆଜି ବଲାଙ୍ଗିର ଚାମ୍ପିଅନ ଟ୍ରଫି କ୍ରିକେଟ ଲିଗ୍ ମ୍ୟାଚ୍‌କୁ ନେଇ ପ୍ଲେୟାର ଅକ୍ସନ ପ୍ରକିୟା ଆରମ୍ଭ ହୋଇଯାଇଛି । ତେବେ ଆସନ୍ତା ଏପ୍ରିଲ ୬ରୁ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ବଲାଙ୍ଗିର ଚାମ୍ପିଅନ ଲିଗ୍ ୨୦୨୫ ପାଇଁ
Read More...

ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା

ତୃତୀୟ ସ୍ଥାନ ହାସଲ କଲେ ଦୀପିକା ସାହୁ ମ,ରାମପୁର, (ପି.କେ. ସାହୁ) : କଳିଙ୍ଗ ସାହିତ୍ୟ ଉତ୍ସବ ଅବସରରେ ଆୟୋଜିତ ଡଃ ବନମାଳୀ ସାହୁ ସ୍ମାରକୀ ପ୍ରବନ୍ଧ ପ୍ରତିଯୋଗିତାରେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦୀପିକା ସାହୁ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ
Read More...

ଟ୍ରାକ୍ଟର ମାଲିକ ସଂଘ ତରଫରୁ ବିଧାୟକଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ସଂଘର ଉପଦେଷ୍ଟା ମିଟୁଆ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଟ୍ରାକ୍ଟର ଚଳାଚଳ ଉପରେ ହେଉଥିବା କଠୋର ଦଣ୍ଡବିଧାନ ପାଇଁ ଏକ ଦାବିପତ୍ର ଦିଆଯାଇଛି । ସଂଘର ଦାବିକୁ ଆଲୋଚନା ମାଧ୍ୟମରେ ହୃଦୟଙ୍ଗମ
Read More...

କମିଶନର ତଥା ଶାସନ ସଚିବ ସଂଜୀବ କୁମାର ମିଶ୍ର ଗଞ୍ଜାମ ଜିଲ୍ଲା ସଚିବଙ୍କ ଜିଲ୍ଲା ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ପରିଚାଳନା କିପରି ଚାଲିଛି ଏବଂ ସରକାରଙ୍କ ସଂଯୋଜନାରୁ ଜନ ସାଧାରଣ କିଭଳି ଉପକୃତ ହେଉଛନ୍ତି । ସେହି ସମ୍ପର୍କରେ ଗଞ୍ଜାମ ଜିଲ୍ଲା ସଚିବ ଭାବେ ନିଯୁକ୍ତ ହୋଇଥିବା ଓଡିଆ ଭାଷା ସାହିତ୍ୟ ଓ
Read More...

ସୁବର୍ଣ୍ଣଦୀପ ପତ୍ରିକାର ବାର୍ଷିକ ଉତ୍ସବରେ ପ୍ରତିଭା ସମ୍ୱର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଯୁଗୋପଯୋଗୀ ସୁବର୍ଣ୍ଣଦୀପ ଶିଶୁ କିଶୋର ପତ୍ରିକାର ୩୦ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୀମସାର, ବୁର୍ଲାର ବିଶିଷ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ, ମୁଖ୍ୟବକ୍ତା ଭାବେ ଏଡଭୋକେଟ କିରଣ
Read More...