Monthly Archives

March 2025

ସାଗର ସ୍ନାନ ଉପଲକ୍ଷେ ରାମ ନାଟକ ପରିବେଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ଗ୍ରାମପଞ୍ଚାୟତର ଜଗଦଳପୁର ଗ୍ରାମର ଆରାଧ୍ୟ ଠାକୁରାଣୀ ମା' ପାଦୁକାଇଙ୍କ ପୀଠରେ ସାଗରସ୍ନାନ ଉପଲକ୍ଷେ ଜଗଦଳପୁର ଗ୍ରାମର ମା' ପାଦୁକାଇ ରାମନାଟ୍ୟ କଳାପରିଷଦ ତରଫରୁ ରାମନାଟକ ଲଙ୍କାପୋଡି ଉତ୍ସବ ଅନୁଷ୍ଟିତ ହୋଇଯାଇଛି
Read More...

ରୋତ କଲେଜରେ ଏଡସ୍ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ରେଡ୍ ରିବନ୍ କ୍ଲବ ଓ ୟୁଥ୍ ରେଡକ୍ରସ ତରଫରୁ ଏଡସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

କୁଶଦାଦର ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ୍ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କୁଶଦାଦର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ବିରଞ୍ଚି ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ନରେନ୍ଦ୍ରକୁମାର ପୁରୋହିତ ମୁଖ୍ୟ
Read More...

ସରିଲା ବାର ଆସୋସିଏସନ ନିର୍ବାଚନ : ଦ୍ଵିତୀୟ ଥର ପାଇଁ ସୁଧାଂଶୁ ହେଲେ ବାର ଆସୋସିଏସନ ସଭାପତି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାର ଆସୋସିଏସନର ନିର୍ବାଚନ ଆଜି ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଛି । ଏହି ନିର୍ବାଚନରେ ବାର ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁଧାଂଶୁ କୁମାର ନନ୍ଦ ଦ୍ଵିତୀୟ ଥର ପାଇଁ ପୁନର୍ବାର ସଭାପତି ଭାବେ
Read More...

କୃଷକ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ବରଦାନ ସାଜିଛି କୃଷି ବିଦ୍ୟାନିଧି ଯୋଜନା

ଚଳିତ ଶିକ୍ଷାବର୍ଷରେ ୫୩ କୋଟି ୫୭ ଲକ୍ଷ ୯୪ ହଜାର ୪୦୫ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନଚଳିତ ବର୍ଷ ୧୩୯୨୩ ଜଣ ଛାତ୍ରଛାତ୍ରୀ ଉପକୃତଡାକ୍ତରୀ ଶିକ୍ଷାରେ ୫୯୨, ଇଞ୍ଜିନିୟରିଂ ଶିକ୍ଷାରେ ୪୫୯୨ଏନଆଇଟି ଓ ଆଇଆଇଏମ୍ ରେ ୫୫ଜଣ ଛାତ୍ରଛାତ୍ରୀକୃଷି ଓ ଆନୁଷଙ୍ଗିକ ପାଠ୍ୟକ୍ରମରେ ୧୭୪ ଜଣ
Read More...

ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ପାଇଁ ସଚେତନତା ତାଲିମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ପାଇଁ ସଚେତନତା ତାଲିମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଧକ୍ଷ ଶିଶୁ ମଙ୍ଗଳ ସମିତି ଯୁଗେଶ୍ୱର ମହାନ୍ତି ଉପସ୍ଥିତ ରହି ତାଲିମ
Read More...

ଜିଲ୍ଲା ଟେକ୍ସବାର ସଂଘ ବଲାଙ୍ଗିରର ନିର୍ବାଚନ ୨୦୨୫-୨୬

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଟେକ୍ସବାର ଓକିଲ ସଂଘର ନିର୍ବାଚନ ବାଣିଜ୍ୟକର ଅଫିସ ପରିସରରେ ଥିବା ବାର ହଲରେ ନିର୍ବାଚନ ଅଧିକାରୀ ବରିଷ୍ଠ ଓକିଲ ମାନସ ରଞ୍ଜନ ବହିଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାରେ ସଂପାଦିତ ହୋଇଯାଇଛି ଓ ୨୦୨୫-୨୬ ବର୍ଷ ପାଇଁ ନିମ୍ନଲିଖିତ ସଦସ୍ୟମାନେ
Read More...

ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିବସ : ସମ୍ବଲପୁର ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ୩-୦ ଗୋଲରେ
Read More...

ଆନ୍ତଃ ରାଜ୍ୟସ୍ତରୀୟ ରେଡକ୍ରସ ଶିବିରରେ ବରଗଡ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସଫଳତା

ବରଗଡ଼, (ନିରୋଜ କୁମାର ପାଣୀ) : ଭାରତୀୟ ରେଡକ୍ରସ ସୋସାଇଟିର ଓଡ଼ିଶା ରାଜ୍ୟ ଶାଖା ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ଜୁନିଅର୍ ରେଡକ୍ରସର ଶିକ୍ଷା ତଥା ତାଲିମ ଶିବିର ନୀଳାଚଳ ପଲିଟେକନିକ, ଶିଖରଚଣ୍ଡୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ
Read More...

ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ସଚେତନତା ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗର୍ଭାବସ୍ଥାରେ ଗର୍ଭନିରୂପଣ ଆକ୍ଟ ଏବଂ ବେଟି ବଚାଓ ବେଟି ପଢାଓ ଅଭିଯାନକୁ ନେଇ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ସଚେତନତା ରାଲି ତଥା ଜିଲ୍ଲାସ୍ତରୀୟ କର୍ମଶାଳା ସ୍ଥାନୀୟ ଜିଲ୍ଲାପାଳଙ୍କ ପୁରୁଣା ସମ୍ମିଳନୀ କକ୍ଷରେ
Read More...