ସଂସଦରେ ଆଗତ ହେଲା ଆୟକର ବିଲ୍ ୨୦୨୫
ଆୟକର ଆଇନ, ୧୯୬୧ର ବିସ୍ତୃତ ସରଳୀକରଣ ଲକ୍ଷ୍ୟ
ନୂଆଦିଲ୍ଲୀ, (ପିଆଇବି) : ସଂସଦରେ ଆୟକର ବିଲ ୨୦୨୫ ଆଗତ ହୋଇଛି । ଏହା ଆୟକର ଆଇନ ୧୯୬୧ର ଭାଷା ଓ ଢାଞ୍ଚାକୁ ସରଳୀକରଣ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ସରଳୀକରଣ ପଦକ୍ଷେପ ତିନୋଟି ମୁଖ୍ୟ ସିଦ୍ଧାନ୍ତ ଉପରେ ଆଧାରିତ । ସେଗୁଡ଼ିକ!-->!-->!-->…
Read More...
Read More...