Daily Archives

ଐତିହାସିକ ସହର ତୁଷୁରାର ତୋଷାଳୀ ମହୋତ୍ସବ ଉଦ୍‌ଘାଟିତ

ସମୃଦ୍ଧ ଇତିହାସରେ ଲିପିବଦ୍ଧ ତୋଷାଳୀ ଗଡ ତୁଷୁରା, (ଖୁସି ରାନୀ ସାହୁ) : ତୋଷାଳୀ ଗଡ ଐତିହ୍ୟ, କଳା ସଂସ୍କୃତି ଓ ପରମ୍ପରାକୁ ନେଇ ତୁଷୁରାର ଇତିହାସ ବେଶ ସମୃଦ୍ଧ । ଏଠାକାର ଇତିହାସ କହିଲେ ଖାରବେଳ ଶାସନର ଐତିହ୍ୟ ଗୁମାଗଡ । ରାଜାରାଜୁଡା ଅମଳର କୀର୍ତ୍ତିରାଜି ଏବେ ଧ୍ୱଂସାଭିମୁଖୀ,
Read More...

ବଡବନ୍ଧ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡବନ୍ଧ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାରସମାଲରେ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ପଞ୍ଚୟତ ସମିତି ଅଧ୍ୟକ୍ଷ ଦୟାନିଧି ଖମାରୀ
Read More...

ସଇଁତଲା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

ସଇଁତଲା, (ଖୁସି ରାନୀ ସାହୁ) : ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଇଁତଲା ପୋଲିସ ପକ୍ଷରୁ ଜାତୀୟ ରାଜପଥ ୨୬ର ନବୀନ ଛକଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ସୁଶାନ୍ତ ବଢେଇଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ, ସଇଁତଲା ପଞ୍ଚାୟତ ସମିତି କଲେଜର ଛାତ୍ରଛାତ୍ରୀ
Read More...

ସମଗ୍ର ଦେଶରେ କ୍ଲଷ୍ଟର ବିକାଶ ପାଇଁ ସରକାର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ-କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ (ଏମଏସଇ-ସିଡିପି)…

ସରକାର ଏମଏସଏମଇ ପାଇଁ ୫୦,୦୦୦ କୋଟି ଟଙ୍କାର ପାଣ୍ଠି ସହ ଆତ୍ମନିର୍ଭର ଭାରତ (ଶ୍ରୀ) ପାଣ୍ଠି ଆରମ୍ଭ କରିଛନ୍ତିଏମ୍ଏସ୍ଏମ୍ଇ ସମାଧାନ ଏବଂ ଚାମ୍ପିୟନ୍ସ ପୋର୍ଟାଲ ଭଳି ପଦକ୍ଷେପ ମାଧ୍ୟମରେ ଏମଏସଏମଇର ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧନଭେମ୍ବର ୨୬, ୨୦୨୪ ସୁଦ୍ଧା
Read More...

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ବହୁ ସଂଖ୍ୟାରେ ଯୋଗଦାନ କରବାକୁ ଜିଲ୍ଲାପାଳଙ୍କ ଅପିଲ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ଓ ଖାଦ୍ୟମେଳା ଆସନ୍ତା ୧ରୁ ୭ ଫେବୃଆରୀ ପର୍ଯ୍ୟନ୍ତ ଭଞ୍ଜଭବନ ନିକଟସ୍ଥ ପ୍ରଦର୍ଶନୀ ପଡିଆ, ସେକ୍ଟର ୫ରେ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାର ଯୋଗଦାନ କରିବାକୁ
Read More...

ଧନପୁର ଉଚ୍ଚ ଵିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଏବଂ ମୀନଗୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥୀ ଭାବେ
Read More...

ଡାହିମାଲ ୟୁପି ସ୍କୁଲରେ ବାର୍ଷିକ କ୍ରୀଡ଼ା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲଣ୍ଡାପଥର ପଞ୍ଚାୟତ ଡ଼ାହିମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ କବିରାଜ ମାଝୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଡଙ୍ଗରପଡ଼ା
Read More...

ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର ଜନ ଆରୋଗ୍ୟ ସମିତି ସଂସ୍ଥାର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର ଜନ ଆରୋଗ୍ୟ ସମିତି ପରିଚାଳନା ସଂସ୍ଥାର ବୈଠକ ସମିତିର ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଭ୍ୟା ମମତା କୁମୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ଗୋଷ୍ଠୀ
Read More...